ଚାକିରି କରାଇଦେବା ନାଁ ଲୋକଙ୍କୁ ଠକୁଥିଲେ, ୬ ଜଣିଆ ଗ୍ୟାଙ୍ଗକୁ ବାନ୍ଧିଲା କଟକ ପୋଲିସ
କଟକ: କଟକ ଦରଘାବଜାର ପୋଲିସକୁ ବଡ଼ ସଫଳତା । ଚାକିରି କରାଇଦେବା ନାଁରେ ଲୋକଙ୍କୁ ଠକୁଥିବା ୬ ଜଣିଆ ଗ୍ୟାଙ୍ଗକୁ ବାନ୍ଧିଲା ପୋଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଯୁବତୀ ଥିବା ଜଣାପଡିଛି । ସେମାନଙ୍କଠାରୁ ୯୮୦ଗ୍ରାମର ୫୦ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା, ଗୋଟିଏ କାର, ୪ଟି ବାଇକ, ୭ ମୋବାଇଲ ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ଓଟିପିସିରେ ଚାକିରି ଦେବା ନାଁରେ ଚାକିରି ଆଶାୟୀଙ୍କୁ ଠକିଥିଲେ । ବିଭିନ୍ନ ଜିଲ୍ଲାରେ ଠକ […]
କଟକ: କଟକ ଦରଘାବଜାର ପୋଲିସକୁ ବଡ଼ ସଫଳତା । ଚାକିରି କରାଇଦେବା ନାଁରେ ଲୋକଙ୍କୁ ଠକୁଥିବା ୬ ଜଣିଆ ଗ୍ୟାଙ୍ଗକୁ ବାନ୍ଧିଲା ପୋଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଯୁବତୀ ଥିବା ଜଣାପଡିଛି । ସେମାନଙ୍କଠାରୁ ୯୮୦ଗ୍ରାମର ୫୦ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା, ଗୋଟିଏ କାର, ୪ଟି ବାଇକ, ୭ ମୋବାଇଲ ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ଓଟିପିସିରେ ଚାକିରି ଦେବା ନାଁରେ ଚାକିରି ଆଶାୟୀଙ୍କୁ ଠକିଥିଲେ । ବିଭିନ୍ନ ଜିଲ୍ଲାରେ ଠକ ନେଟୱର୍କର ଚେର ଲମ୍ବିଥିବା ଆଶଙ୍କା ପ୍ରକାଶ କରିଛି କମିଶନରେଟ ପୁଲିସ । ତେବେ ରାକେଟରେ ଆହୁରି ଅଧିକ ବ୍ୟକ୍ତି ଜଡିତ ଥିବା ସହେନ୍ଦ କରି ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି ।