ଡିଆରଡିଓ ତଥ୍ୟ ଲିକ୍ ମାମଲା: ଓଡ଼ିଶା ପରେ ରହସ୍ୟମୟୀ ମହିଳାଙ୍କ ରାଜସ୍ଥାନ ଲିଙ୍କ୍‌, ହନିଟ୍ରାପରେ ଯୋଦ୍ଧପୁରର ଜଣେ ଯୁବକ

The Sakala Picture
Published On

ଭୁବନେଶ୍ୱର: ଡିଆରଡିଓ ତଥ୍ୟ ଲିକ୍ ମାମଲା । ଓଡ଼ିଶା ପରେ ରହସ୍ୟମୟୀର ରାଜସ୍ଥାନ ଲିଙ୍କ୍‌ ଥିବା ଖବର ମିଳିଛି। ରହସ୍ୟମୟୀ ହନିଟ୍ରାପରେ ଯୋଦ୍ଧପୁରର ଜଣେ ଯୁବକ ଥିବା ଜଣାପଡ଼ିଛି । ଯୁବକ ଜଣଙ୍କ ଯୋଦ୍ଧପୁର ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସର ଚତୁର୍ଥ ଶ୍ରେଣୀ କର୍ମଚାରୀ । ମିଲିଟାରି ଇଞ୍ଜିନିୟରିଂ ସର୍ଭିସର ବହୁ ଗୁରୁତ୍ୱପୂର୍ଣ୍ଣ ଚିଠିପତ୍ରର ଫଟୋ ପଠାଇଥିଲେ । ଅକ୍ଟୋବର ୧୫ରେ ରାଜସ୍ଥାନରେ ମାମଲା ହୋଇଥିଲା । ଏନେଇ ଓଡ଼ିଶା କ୍ରାଇମବ୍ରାଞ୍ଚ ସହ ରାଜସ୍ଥାନ ସିଆଇଡି ଯୋଗାଯୋଗ କରିଛି […]

ଭୁବନେଶ୍ୱର: ଡିଆରଡିଓ ତଥ୍ୟ ଲିକ୍ ମାମଲା । ଓଡ଼ିଶା ପରେ ରହସ୍ୟମୟୀର ରାଜସ୍ଥାନ ଲିଙ୍କ୍‌ ଥିବା ଖବର ମିଳିଛି। ରହସ୍ୟମୟୀ ହନିଟ୍ରାପରେ ଯୋଦ୍ଧପୁରର ଜଣେ ଯୁବକ ଥିବା ଜଣାପଡ଼ିଛି । ଯୁବକ ଜଣଙ୍କ ଯୋଦ୍ଧପୁର ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସର ଚତୁର୍ଥ ଶ୍ରେଣୀ କର୍ମଚାରୀ । ମିଲିଟାରି ଇଞ୍ଜିନିୟରିଂ ସର୍ଭିସର ବହୁ ଗୁରୁତ୍ୱପୂର୍ଣ୍ଣ ଚିଠିପତ୍ରର ଫଟୋ ପଠାଇଥିଲେ । ଅକ୍ଟୋବର ୧୫ରେ ରାଜସ୍ଥାନରେ ମାମଲା ହୋଇଥିଲା ।

ଆହୁରି ପଢ଼ନ୍ତୁ: ମହିଳା ସଂରକ୍ଷଣ ବିଲ୍‌କୁ ନେଇ ବିଜେପି ନାଟକ କରୁଛି, ସଂରକ୍ଷଣ ନାଁରେ ସୀମା ପୁନଃ ନିର୍ଦ୍ଧାରଣ ବିଲ୍‌ ପାରିତ ଉଦ୍ଦେଶ୍ୟ ଥିଲା: ବିଜେଡି

ଏନେଇ ଓଡ଼ିଶା କ୍ରାଇମବ୍ରାଞ୍ଚ ସହ ରାଜସ୍ଥାନ ସିଆଇଡି ଯୋଗାଯୋଗ କରିଛି । ରହସ୍ୟମୟୀ ବାବଦରେ ଘଟଣା ସମ୍ପର୍କରେ ଆଲୋଚନା ହୋଇଛି । ସେହିପରି ଓଡ଼ିଶାକୁ ୨ଟି କିସ୍ତିରେ ଆସିଥିବା ୩୮ହଜାର ଟଙ୍କାର ମିଳିଛି ଠିକଣା । ଦୁବାଇରୁ ୨୪ ହଜାର ଟଙ୍କା ଆସିଥିଲା । ଲୁଲୁ ଇଣ୍ଟରନ୍ୟାସନାଲ ମନି ଏକ୍ସଚେଞ୍ଜ ସେଣ୍ଟରରୁ ଆସିଥିଲା ଟଙ୍କା । ବଳକା ଟଙ୍କାର ଚାଲିଛି ଖୋଳତାଡ । ଏବେବି ରହସ୍ୟମୟୀର ଫେସବୁକ୍ ଆକାଉଣ୍ଟ ଆକ୍ଟିଭ ଥିବା ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ଆଜିଠୁ ଭୀଷଣ କାଳବୈଶାଖୀ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ପବନ ସହ ବିିଜୁଳି ଘଡ଼ଘଡ଼ି ଆଶଙ୍କା

27 Oct 2021 By The Sakala

ଡିଆରଡିଓ ତଥ୍ୟ ଲିକ୍ ମାମଲା: ଓଡ଼ିଶା ପରେ ରହସ୍ୟମୟୀ ମହିଳାଙ୍କ ରାଜସ୍ଥାନ ଲିଙ୍କ୍‌, ହନିଟ୍ରାପରେ ଯୋଦ୍ଧପୁରର ଜଣେ ଯୁବକ

ଭୁବନେଶ୍ୱର: ଡିଆରଡିଓ ତଥ୍ୟ ଲିକ୍ ମାମଲା । ଓଡ଼ିଶା ପରେ ରହସ୍ୟମୟୀର ରାଜସ୍ଥାନ ଲିଙ୍କ୍‌ ଥିବା ଖବର ମିଳିଛି। ରହସ୍ୟମୟୀ ହନିଟ୍ରାପରେ ଯୋଦ୍ଧପୁରର ଜଣେ ଯୁବକ ଥିବା ଜଣାପଡ଼ିଛି । ଯୁବକ ଜଣଙ୍କ ଯୋଦ୍ଧପୁର ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସର ଚତୁର୍ଥ ଶ୍ରେଣୀ କର୍ମଚାରୀ । ମିଲିଟାରି ଇଞ୍ଜିନିୟରିଂ ସର୍ଭିସର ବହୁ ଗୁରୁତ୍ୱପୂର୍ଣ୍ଣ ଚିଠିପତ୍ରର ଫଟୋ ପଠାଇଥିଲେ । ଅକ୍ଟୋବର ୧୫ରେ ରାଜସ୍ଥାନରେ ମାମଲା ହୋଇଥିଲା ।

ଏନେଇ ଓଡ଼ିଶା କ୍ରାଇମବ୍ରାଞ୍ଚ ସହ ରାଜସ୍ଥାନ ସିଆଇଡି ଯୋଗାଯୋଗ କରିଛି । ରହସ୍ୟମୟୀ ବାବଦରେ ଘଟଣା ସମ୍ପର୍କରେ ଆଲୋଚନା ହୋଇଛି । ସେହିପରି ଓଡ଼ିଶାକୁ ୨ଟି କିସ୍ତିରେ ଆସିଥିବା ୩୮ହଜାର ଟଙ୍କାର ମିଳିଛି ଠିକଣା । ଦୁବାଇରୁ ୨୪ ହଜାର ଟଙ୍କା ଆସିଥିଲା । ଲୁଲୁ ଇଣ୍ଟରନ୍ୟାସନାଲ ମନି ଏକ୍ସଚେଞ୍ଜ ସେଣ୍ଟରରୁ ଆସିଥିଲା ଟଙ୍କା । ବଳକା ଟଙ୍କାର ଚାଲିଛି ଖୋଳତାଡ । ଏବେବି ରହସ୍ୟମୟୀର ଫେସବୁକ୍ ଆକାଉଣ୍ଟ ଆକ୍ଟିଭ ଥିବା ଜଣାପଡ଼ିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର