ତାତିରୁ ସାମାନ୍ୟ ଆଶ୍ବସ୍ତି: ଦିନ ୧୧ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ତଳକୁ ଖସିଲା ବିଭିନ୍ନ ସ୍ଥାନର ତାପମାତ୍ରା

The Sakala Picture
Published On

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ସକାଳୁ ଆରମ୍ଭ ହୋଇଯାଉଛି ଅସହ୍ୟ ତାତି । ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରେ ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ପୂର୍ବ ଅପେକ୍ଷା କମ ରହିଛି। ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ଦିନ ୧୧ ଟା ୩୦ ସୁଦ୍ଧା ୪୦ ଡିଗ୍ରୀ […]

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ସକାଳୁ ଆରମ୍ଭ ହୋଇଯାଉଛି ଅସହ୍ୟ ତାତି । ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରେ ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ପୂର୍ବ ଅପେକ୍ଷା କମ ରହିଛି। ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ଦିନ ୧୧ ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ତଳେ ବିଭିନ୍ନ ସହରର ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ୱରର ତାପମାତ୍ରା ୩୯. ୪ ଡିଗ୍ରୀ ରହିଛି। ସେହିପରି-

ଆହୁରି ପଢ଼ନ୍ତୁ: ରାଜ୍ୟରେ SIR ପାଇଁ 'ଭୋଟର ତାଲିକା ପର୍ଯ୍ୟବେକ୍ଷକ' ଭାବେ ୧୦ IAS ଅଧିକାରୀ ନିଯୁକ୍ତ

ବାଲେଶ୍ୱର: 39°C
ପାରାଦ୍ୱୀପ: 38.8°C
ଚାନ୍ଦବାଲି: 38.8°C
ଝାରସୁଗୁଡା: 37°C
ଗୋପାଳପୁର: 35.4°C
ପୁରୀ: 35°C
କେନ୍ଦୁଝର: 34.4°C
ରାଉରକେଲା: 34.1°C
ସମ୍ବଲପୁର: 33.4°C
ହୀରାକୁଦ: 32.8°C

23 Apr 2024 By The Sakala

ତାତିରୁ ସାମାନ୍ୟ ଆଶ୍ବସ୍ତି: ଦିନ ୧୧ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ତଳକୁ ଖସିଲା ବିଭିନ୍ନ ସ୍ଥାନର ତାପମାତ୍ରା

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ସକାଳୁ ଆରମ୍ଭ ହୋଇଯାଉଛି ଅସହ୍ୟ ତାତି । ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରେ ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ପୂର୍ବ ଅପେକ୍ଷା କମ ରହିଛି। ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ଦିନ ୧୧ ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ତଳେ ବିଭିନ୍ନ ସହରର ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ୱରର ତାପମାତ୍ରା ୩୯. ୪ ଡିଗ୍ରୀ ରହିଛି। ସେହିପରି-

ବାଲେଶ୍ୱର: 39°C
ପାରାଦ୍ୱୀପ: 38.8°C
ଚାନ୍ଦବାଲି: 38.8°C
ଝାରସୁଗୁଡା: 37°C
ଗୋପାଳପୁର: 35.4°C
ପୁରୀ: 35°C
କେନ୍ଦୁଝର: 34.4°C
ରାଉରକେଲା: 34.1°C
ସମ୍ବଲପୁର: 33.4°C
ହୀରାକୁଦ: 32.8°C

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର