ବ୍ରାଉନସୁଗାର ଡ଼ିଲବେଳେ ମାଡିବସିଲା ଖଣ୍ଡଗିରି ପୋଲିସ, ୨ ଗିରଫ

The Sakala Picture
Published On

ଭୁବନେଶ୍ୱର: ବ୍ରାଉନସୁଗାର କାରବାରରେ ଡିପ୍ଲୋମା ଇଞ୍ଜିନିୟର । ଭୁବନେଶ୍ୱର ବରମୁଣ୍ଡାରୁ ବ୍ରାଉନ୍‌ସୁାଗର ସହ ଗିରଫ ହେଲେ GWCର ପ୍ରୋଜକ୍ଟ କୋ-ଅଡିନେଟର ପ୍ରିତମ ସାହୁ । ଗତକାଲି ବାଲେଶ୍ୱରରୁ ଭୁବନେଶ୍ୱର ବ୍ରାଉନସୁଗାର ଆସୁଥୁବା ନେଇ ପୋଲିସ ଖବର ପାଇଥିଲା । ଖବର ପାଇବା ପରେ ପୋଲିସ ବରମୁଣ୍ଡାର ଚଢ଼ାଉ କରିଥିଲା । ଚଢ଼ାଉବେଳେ ଦୁଇ ଜଣ ଯୁବକ ପ୍ରିତମ କୁମାର ସାହୁଠାରୁ ୧୧ ଗ୍ରାମ ଓ ସନ୍ତୋଷ କୁମାର ସ୍ୱାଇଁଙ୍କ ଠାରୁ ୯ ଗ୍ରାମ ବ୍ରାଉନସୁଗର କରିଥିଲା ପୋଲିସ […]

ଭୁବନେଶ୍ୱର: ବ୍ରାଉନସୁଗାର କାରବାରରେ ଡିପ୍ଲୋମା ଇଞ୍ଜିନିୟର । ଭୁବନେଶ୍ୱର ବରମୁଣ୍ଡାରୁ ବ୍ରାଉନ୍‌ସୁାଗର ସହ ଗିରଫ ହେଲେ GWCର ପ୍ରୋଜକ୍ଟ କୋ-ଅଡିନେଟର ପ୍ରିତମ ସାହୁ । ଗତକାଲି ବାଲେଶ୍ୱରରୁ ଭୁବନେଶ୍ୱର ବ୍ରାଉନସୁଗାର ଆସୁଥୁବା ନେଇ ପୋଲିସ ଖବର ପାଇଥିଲା । ଖବର ପାଇବା ପରେ ପୋଲିସ ବରମୁଣ୍ଡାର ଚଢ଼ାଉ କରିଥିଲା । ଚଢ଼ାଉବେଳେ ଦୁଇ ଜଣ ଯୁବକ ପ୍ରିତମ କୁମାର ସାହୁଠାରୁ ୧୧ ଗ୍ରାମ ଓ ସନ୍ତୋଷ କୁମାର ସ୍ୱାଇଁଙ୍କ ଠାରୁ ୯ ଗ୍ରାମ ବ୍ରାଉନସୁଗର କରିଥିଲା ପୋଲିସ । ପୂର୍ବରୁ କିଛି ବ୍ରାଉନସୁଗର ବିକ୍ରି କରି ଦେଇଥୁବା ସୂଚନା ମିଳିଛି । ସନ୍ତୋଷ ଜଣେ ଫାଷ୍ଟଫୁଡ ବ୍ୟବସାୟୀ । ତେବେ ପ୍ରିତମଙ୍କ ଦରମା ୪୦ ହଜାର ଟଙ୍କାରୁ ଅଧିକ ହୋଇଥିବା ବେଳେ ଅଧିକ ରୋଜଗାର ପାଇଁ ଧଳାଜହର କାରବାର କରୁଥିଲେ ବୋଲି ପୋଲିସ ସୂଚନା ଦେଇଛି ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

28 Oct 2023 By The Sakala

ବ୍ରାଉନସୁଗାର ଡ଼ିଲବେଳେ ମାଡିବସିଲା ଖଣ୍ଡଗିରି ପୋଲିସ, ୨ ଗିରଫ

ଭୁବନେଶ୍ୱର: ବ୍ରାଉନସୁଗାର କାରବାରରେ ଡିପ୍ଲୋମା ଇଞ୍ଜିନିୟର । ଭୁବନେଶ୍ୱର ବରମୁଣ୍ଡାରୁ ବ୍ରାଉନ୍‌ସୁାଗର ସହ ଗିରଫ ହେଲେ GWCର ପ୍ରୋଜକ୍ଟ କୋ-ଅଡିନେଟର ପ୍ରିତମ ସାହୁ । ଗତକାଲି ବାଲେଶ୍ୱରରୁ ଭୁବନେଶ୍ୱର ବ୍ରାଉନସୁଗାର ଆସୁଥୁବା ନେଇ ପୋଲିସ ଖବର ପାଇଥିଲା । ଖବର ପାଇବା ପରେ ପୋଲିସ ବରମୁଣ୍ଡାର ଚଢ଼ାଉ କରିଥିଲା । ଚଢ଼ାଉବେଳେ ଦୁଇ ଜଣ ଯୁବକ ପ୍ରିତମ କୁମାର ସାହୁଠାରୁ ୧୧ ଗ୍ରାମ ଓ ସନ୍ତୋଷ କୁମାର ସ୍ୱାଇଁଙ୍କ ଠାରୁ ୯ ଗ୍ରାମ ବ୍ରାଉନସୁଗର କରିଥିଲା ପୋଲିସ । ପୂର୍ବରୁ କିଛି ବ୍ରାଉନସୁଗର ବିକ୍ରି କରି ଦେଇଥୁବା ସୂଚନା ମିଳିଛି । ସନ୍ତୋଷ ଜଣେ ଫାଷ୍ଟଫୁଡ ବ୍ୟବସାୟୀ । ତେବେ ପ୍ରିତମଙ୍କ ଦରମା ୪୦ ହଜାର ଟଙ୍କାରୁ ଅଧିକ ହୋଇଥିବା ବେଳେ ଅଧିକ ରୋଜଗାର ପାଇଁ ଧଳାଜହର କାରବାର କରୁଥିଲେ ବୋଲି ପୋଲିସ ସୂଚନା ଦେଇଛି ।

https://www.thesakala.in/latest-odisha-news/brown-sugar-seized-from-bhubaneswar-2-arrested/article-26774
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର