ଶେଷ ରଜରେ ଅଘଟଣ : ବାଇକ୍‌-କାର୍‌ ମୁହାଁମୁହିଁ ଧକ୍କା,ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ

The Sakala Picture
Published On

ବ୍ରହ୍ମପୁର : ଶେଷ ରଜରେ ଅଘଟଣ। ବାଇକ୍‌-କାର୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ସାଙ୍ଗଙ୍କ ଜୀବନ ଚାଲିଯାଇଛି। ଏପରି ଏକ ଅଘଟଣ ଘଟିଛି ଖଲ୍ଲିକୋଟ ଅଞ୍ଚଳରେ। ମିଳିଥିବା ସୂଚନା ଅନୁସାରେ ଖଲ୍ଲିକୋଟ ଥାନା ଭରଷା ଗ୍ରାମର ଦୁଇ ବନ୍ଧୁ ଆଲୋକ ଗୌଡ ଓ ନିରାକାର ଗୌଡ ବାଇକ୍‌ ଯୋଗେ ମୁକୁନ୍ଦପୁରରୁ ନିଜ ଗାଁକୁ ଫେରୁଥିଲେ। ଫେରିବା ବେଳେ ନିର୍ମଳଝର ଠାରେ ବାଇକ ଓ କାର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ହିଁ […]

ବ୍ରହ୍ମପୁର : ଶେଷ ରଜରେ ଅଘଟଣ। ବାଇକ୍‌-କାର୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ସାଙ୍ଗଙ୍କ ଜୀବନ ଚାଲିଯାଇଛି। ଏପରି ଏକ ଅଘଟଣ ଘଟିଛି ଖଲ୍ଲିକୋଟ ଅଞ୍ଚଳରେ।

ମିଳିଥିବା ସୂଚନା ଅନୁସାରେ ଖଲ୍ଲିକୋଟ ଥାନା ଭରଷା ଗ୍ରାମର ଦୁଇ ବନ୍ଧୁ ଆଲୋକ ଗୌଡ ଓ ନିରାକାର ଗୌଡ ବାଇକ୍‌ ଯୋଗେ ମୁକୁନ୍ଦପୁରରୁ ନିଜ ଗାଁକୁ ଫେରୁଥିଲେ। ଫେରିବା ବେଳେ ନିର୍ମଳଝର ଠାରେ ବାଇକ ଓ କାର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ହିଁ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଯାଇଥିଲା।

16 Jun 2024 By The Sakala

ଶେଷ ରଜରେ ଅଘଟଣ : ବାଇକ୍‌-କାର୍‌ ମୁହାଁମୁହିଁ ଧକ୍କା,ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ

ବ୍ରହ୍ମପୁର : ଶେଷ ରଜରେ ଅଘଟଣ। ବାଇକ୍‌-କାର୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ସାଙ୍ଗଙ୍କ ଜୀବନ ଚାଲିଯାଇଛି। ଏପରି ଏକ ଅଘଟଣ ଘଟିଛି ଖଲ୍ଲିକୋଟ ଅଞ୍ଚଳରେ।

ମିଳିଥିବା ସୂଚନା ଅନୁସାରେ ଖଲ୍ଲିକୋଟ ଥାନା ଭରଷା ଗ୍ରାମର ଦୁଇ ବନ୍ଧୁ ଆଲୋକ ଗୌଡ ଓ ନିରାକାର ଗୌଡ ବାଇକ୍‌ ଯୋଗେ ମୁକୁନ୍ଦପୁରରୁ ନିଜ ଗାଁକୁ ଫେରୁଥିଲେ। ଫେରିବା ବେଳେ ନିର୍ମଳଝର ଠାରେ ବାଇକ ଓ କାର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ହିଁ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର