କମିଶନରେଟ ପୁଲିସର ବିନା ଅନୁମତିରେ ରହିପାରିବେନି ବାଉଁଶର
ଭୁବନେଶ୍ବର: କମିଶନରେଟ ପୁଲିସର ବିନା ଅନୁମତିରେ ରହିପାରିବେନି ବାଉଁଶର। PSARA ଆକ୍ଟ ଅନୁଯାୟୀ, ବାର ମାଲିକ ସିକ୍ୟୁରିଟି ରଖିପାରିବେ। ବାଉଁସର ରଖିବା ପାଇଁ ନିକଟସ୍ଥ ଥାନାରେ ଲିଖିତ ଭାବେ ଜଣାଇବାକୁ ପଡିବ। ୨ ମାସ ପର୍ଯ୍ୟନ୍ତ ବାର ମାନଙ୍କରେ ଏହି ନିୟମ ଲାଗୁହେବ। ସେପ୍ଟେମ୍ବର ୭ରୁ ନଭେମ୍ବର ୫ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ। ନିୟମ ଭାଙ୍ଗିଲେ ବାର ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

05 Sep 2022
By The Sakala

⊕ https://www.thesakala.in/latest-odisha-news/bouncer-cannot-stay-without-the-permission-of-commissionerate-police/article-14718