ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ପୋଷ୍ଟମାଷ୍ଟର ମୃତ

The Sakala Picture
Published On

ବୌଦ୍ଧ: ବୌଦ୍ଧ ଜିଲା ପୁରୁଣାକଟକ ଥାନା ଅନ୍ତର୍ଗତ ରାଣିଗଞ୍ଜଠାରେ ବୁଧବାର ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ପୋଷ୍ଟମାଷ୍ଟରଙ୍କ ମୃତ୍ୟୁ ଘଟିଛି। ଏଥିସହିତ ଜଣେ ଗୁରୁତର ହୋଇଥିବା ଜଣା ପଡ଼ିଛି। ବିବାହ ଭୋଜି ଖାଇ ଫେରୁଥିବାବେଳେ ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ମୃତକ ଦୁଇ ଜଣ ହେଉଛନ୍ତି ବାରିଙ୍ଗର ପୋଷ୍ଟମାଷ୍ଟର ବିଶ୍ଵନାଥ ସାହୁ ଓ ମାଧପୁର ପୋଷ୍ଟମାଷ୍ଟର ବିରଞ୍ଚି ସାହୁ। ଗୁରୁତରଥିବା ବକ୍ତିଙ୍କ କୌଣସି ପଚିଚୟ ମିଳି ପାରିନାହିଁ।

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ବିମାନ ଦୁର୍ଘଟଣା: ପାହାଡ଼ ସହ ପିଟିହେଲା ଘରୋଇ ବିମାନ, ପାଇଲଟ୍ ଓ କୋ-ପାଇଲଟଙ୍କ ମୃତ୍ୟୁ ଆଶଙ୍କା

24 Mar 2021 By The Sakala

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ପୋଷ୍ଟମାଷ୍ଟର ମୃତ

ବୌଦ୍ଧ: ବୌଦ୍ଧ ଜିଲା ପୁରୁଣାକଟକ ଥାନା ଅନ୍ତର୍ଗତ ରାଣିଗଞ୍ଜଠାରେ ବୁଧବାର ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ପୋଷ୍ଟମାଷ୍ଟରଙ୍କ ମୃତ୍ୟୁ ଘଟିଛି। ଏଥିସହିତ ଜଣେ ଗୁରୁତର ହୋଇଥିବା ଜଣା ପଡ଼ିଛି। ବିବାହ ଭୋଜି ଖାଇ ଫେରୁଥିବାବେଳେ ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ମୃତକ ଦୁଇ ଜଣ ହେଉଛନ୍ତି ବାରିଙ୍ଗର ପୋଷ୍ଟମାଷ୍ଟର ବିଶ୍ଵନାଥ ସାହୁ ଓ ମାଧପୁର ପୋଷ୍ଟମାଷ୍ଟର ବିରଞ୍ଚି ସାହୁ। ଗୁରୁତରଥିବା ବକ୍ତିଙ୍କ କୌଣସି ପଚିଚୟ ମିଳି ପାରିନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର