ଗଛରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୁଲିସର ତଦନ୍ତ ଜାରି

The Sakala Picture
Published On

ବୋରିଗୁମ୍ମା: ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର | ଜାତୀୟ ରାଜପଥ ୨୬ ମଝିଆ ଗ୍ରାମ ପାର୍ଶ୍ୱରେ ଥିବା ଗଛରୁ ଦୁଇଜଣ ପ୍ରେମୀ ଯୁଗଳଙ୍କ ମୃତ ଦେହ ଉଦ୍ଧାର l ପ୍ରେମୀ ଯୁଗଳ ଦୁହେଁ ବିବାହିତ ବୋଲି ଜଣାପଡିଛି l ମୁତ ମହିଳା ଜଣକ ବଡ ମଝିଆ ଗ୍ରାମର ଦୈମୋତି ଭତ୍ରା ଏବଂ ମୃତ ବ୍ୟକ୍ତି ଜଣକ ଲିଟି ମଝିଆ ଗ୍ରାମର ରାମଧର ଭତ୍ରା ବଲି ଜଣା ପଡିଛି l ଘଟଣାସ୍ଥଳରେ ବୋରିଗୁମ୍ମା ପଲିସ ଏବଂ ଫୋରେନସିକ […]

ବୋରିଗୁମ୍ମା: ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର | ଜାତୀୟ ରାଜପଥ ୨୬ ମଝିଆ ଗ୍ରାମ ପାର୍ଶ୍ୱରେ ଥିବା ଗଛରୁ ଦୁଇଜଣ ପ୍ରେମୀ ଯୁଗଳଙ୍କ ମୃତ ଦେହ ଉଦ୍ଧାର l ପ୍ରେମୀ ଯୁଗଳ ଦୁହେଁ ବିବାହିତ ବୋଲି ଜଣାପଡିଛି l ମୁତ ମହିଳା ଜଣକ ବଡ ମଝିଆ ଗ୍ରାମର ଦୈମୋତି ଭତ୍ରା ଏବଂ ମୃତ ବ୍ୟକ୍ତି ଜଣକ ଲିଟି ମଝିଆ ଗ୍ରାମର ରାମଧର ଭତ୍ରା ବଲି ଜଣା ପଡିଛି l ଘଟଣାସ୍ଥଳରେ ବୋରିଗୁମ୍ମା ପଲିସ ଏବଂ ଫୋରେନସିକ ଟିମ ପହଞ୍ଚି ତଦନ୍ତ ଜାରି ରଖିଛି। ଗ୍ରାମରଖି ପ୍ରଥମେ ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖି ବୋରିଗୁମ୍ମା ପୋଲିସକୁ ଖବର ଦେଇଥିଲେ।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

ସୂଚନା ଅନୁଯାୟୀ ଦୁଇ ଜଣଙ୍କର ପ୍ରେମ ସମ୍ପର୍କକୁ ଉଭୟ ପରିଵାର ବିରୋଧ କରୁଥିଲେ l ମୃତ ମହିଳାଙ୍କର ଦୁଇଟି ଝିଅ ଏବଂ ଦୁଇଟି ପୁଅ ଥିବା ବେଳେ ମୃତ ବ୍ୟକ୍ତିର ମଧ୍ୟ ଦୁଇଟି ପୁଅ ଥିବାର ଜଣା ପଡିଛି l ଘଟଣାର ତଦନ୍ତ ପରେ ସ୍ପଷ୍ଟ ଜଣା ପଡିବ ବୋଲି ବୋରିଗୁମ୍ମା SDPO କହିଛନ୍ତି ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର