ନିର୍ବାଚନ ଆଚରଣ ବିଧିର ଖୋଲା ଉଲଙ୍ଘନ୍ନ କରୁଛି ବିଜେପି: ହିମାଂଶୁ ଶେଖର ମେହେରଙ୍କୁ ଉଠାଇ ନେଲା ପୁଲିସ

The Sakala Picture
Published On

ପଦମପୁର: ବିଜେପି ନିର୍ବାଚନ ଆଚରଣ ବିଧିର ଖୋଲା ଉଲଙ୍ଘନ୍ନ କରୁଛି। ଏହି କ୍ରମରେ ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ହିମାଂଶୁ ଶେଖର ମେହେରଙ୍କୁ ଉଠାଇ ନେଇଛି ପୁଲିସ । ତାଙ୍କ ଗାଡ଼ିକୁ ମଧ୍ଯ ଜବତ କରାଯାଇଛି। ଜଗଦଲପୁର ଥାନରେ ହିମାଂଶୁ ଅଟକ ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନ ୪ଟାରୁ ପ୍ରଚାର ବନ୍ଦ ହୋଇସାରିଛି । ପଦମପୁର ଭୋଟରଙ୍କ ବ୍ୟତିତ ଅନ୍ୟ ଜିଲ୍ଲାର କୌଣସି ବ୍ୟକ୍ତି ପଦମପୁର ନିର୍ବାଚନମଣ୍ଡଳୀରେ ରହିପାରିବେ ନାହିଁ । ନିର୍ବାଚନ […]

ପଦମପୁର: ବିଜେପି ନିର୍ବାଚନ ଆଚରଣ ବିଧିର ଖୋଲା ଉଲଙ୍ଘନ୍ନ କରୁଛି। ଏହି କ୍ରମରେ ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ହିମାଂଶୁ ଶେଖର ମେହେରଙ୍କୁ ଉଠାଇ ନେଇଛି ପୁଲିସ । ତାଙ୍କ ଗାଡ଼ିକୁ ମଧ୍ଯ ଜବତ କରାଯାଇଛି। ଜଗଦଲପୁର ଥାନରେ ହିମାଂଶୁ ଅଟକ ଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ: ପଟ୍ଟାମୁଣ୍ଡାଇ ଅବକାରୀ SI ଛାୟାକାନ୍ତ ନାୟକଙ୍କ ନାଁରେ ରୁଜୁ ହେଲା ମାମଲା

ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନ ୪ଟାରୁ ପ୍ରଚାର ବନ୍ଦ ହୋଇସାରିଛି । ପଦମପୁର ଭୋଟରଙ୍କ ବ୍ୟତିତ ଅନ୍ୟ ଜିଲ୍ଲାର କୌଣସି ବ୍ୟକ୍ତି ପଦମପୁର ନିର୍ବାଚନମଣ୍ଡଳୀରେ ରହିପାରିବେ ନାହିଁ । ନିର୍ବାଚନ କମିଶନରଙ୍କର ରହିଛି ସ୍ପଷ୍ଟ ନିର୍ଦ୍ଦେଶ । କିନ୍ତୁ ବିଜେପି ନେତା ପଦମପୁର ଛାଡୁ ନାହାଁନ୍ତି । ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ହିମାଂଶୁ ଶେଖର ମହେର ପଦମପୁରର ଲଖମରା ଗାଁରେ ବୁଲି ଭୋଟରଙ୍କୁ ପ୍ରଭାବିତ କରୁଥିବା ନଜରକୁ ଆସିଛି । କେଉଁ ଉଦ୍ଦେଶ୍ୟରେ ସେ ପଦମପୁରରେ ଅଛନ୍ତି । ସେ ବରଗଡ ଜିଲ୍ଲାର ନୁହଁନ୍ତି । କାହିଁକି ନିର୍ବାଚନମଣ୍ଡଳି ଛାଡିନାହାଁନ୍ତି ହିଂମାଶୁ ମେହେର । ନିଜର xuv ଗାଡିରେ ବୁଲି ଭୋଟରଙ୍କୁ ପ୍ରଭାବିତ କରୁଥିଲେ । ସ୍ଥାନୀୟ ଲୋକ ଦ୍ୱାରା ଅଟକ ରହିଥିଲେ ।

ଆହୁରି ପଢ଼ନ୍ତୁ: ବର୍ଷକୁ ୧୦ ଦିନ ବିନା ବ୍ୟାଗ୍‌ରେ ସ୍କୁଲ୍‌ ଆସିବେ ପିଲା, ଜାତୀୟ ଶିକ୍ଷା ନୀତି-୨୦୨୦କୁ ଲାଗୁ ନିଷ୍ପତ୍ତି

04 Dec 2022 By The Sakala

ନିର୍ବାଚନ ଆଚରଣ ବିଧିର ଖୋଲା ଉଲଙ୍ଘନ୍ନ କରୁଛି ବିଜେପି: ହିମାଂଶୁ ଶେଖର ମେହେରଙ୍କୁ ଉଠାଇ ନେଲା ପୁଲିସ

ପଦମପୁର: ବିଜେପି ନିର୍ବାଚନ ଆଚରଣ ବିଧିର ଖୋଲା ଉଲଙ୍ଘନ୍ନ କରୁଛି। ଏହି କ୍ରମରେ ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ହିମାଂଶୁ ଶେଖର ମେହେରଙ୍କୁ ଉଠାଇ ନେଇଛି ପୁଲିସ । ତାଙ୍କ ଗାଡ଼ିକୁ ମଧ୍ଯ ଜବତ କରାଯାଇଛି। ଜଗଦଲପୁର ଥାନରେ ହିମାଂଶୁ ଅଟକ ଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନ ୪ଟାରୁ ପ୍ରଚାର ବନ୍ଦ ହୋଇସାରିଛି । ପଦମପୁର ଭୋଟରଙ୍କ ବ୍ୟତିତ ଅନ୍ୟ ଜିଲ୍ଲାର କୌଣସି ବ୍ୟକ୍ତି ପଦମପୁର ନିର୍ବାଚନମଣ୍ଡଳୀରେ ରହିପାରିବେ ନାହିଁ । ନିର୍ବାଚନ କମିଶନରଙ୍କର ରହିଛି ସ୍ପଷ୍ଟ ନିର୍ଦ୍ଦେଶ । କିନ୍ତୁ ବିଜେପି ନେତା ପଦମପୁର ଛାଡୁ ନାହାଁନ୍ତି । ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ହିମାଂଶୁ ଶେଖର ମହେର ପଦମପୁରର ଲଖମରା ଗାଁରେ ବୁଲି ଭୋଟରଙ୍କୁ ପ୍ରଭାବିତ କରୁଥିବା ନଜରକୁ ଆସିଛି । କେଉଁ ଉଦ୍ଦେଶ୍ୟରେ ସେ ପଦମପୁରରେ ଅଛନ୍ତି । ସେ ବରଗଡ ଜିଲ୍ଲାର ନୁହଁନ୍ତି । କାହିଁକି ନିର୍ବାଚନମଣ୍ଡଳି ଛାଡିନାହାଁନ୍ତି ହିଂମାଶୁ ମେହେର । ନିଜର xuv ଗାଡିରେ ବୁଲି ଭୋଟରଙ୍କୁ ପ୍ରଭାବିତ କରୁଥିଲେ । ସ୍ଥାନୀୟ ଲୋକ ଦ୍ୱାରା ଅଟକ ରହିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର