ମନୋରଞ୍ଜନ
ଓଡ଼ିଶା
ସଂସଦ ଭବନ ଉଦଘାଟନ ସମାରୋହକୁ ନେଇ ବିଜେଡି ବିଧାୟକ ଅମର ଶତପଥୀଙ୍କ ପ୍ରତିକ୍ରିୟା
ଭୁବନେଶ୍ୱର: ବିଜେଡି ସ୍ପଷ୍ଟ କରିଛି କାହିଁକି ସାମିଲ ହେବ। ଏହା ଏକ ସାମ୍ବିଧାନିକ ଉତ୍ସବ। ଏଥିରେ ରାଜନୀତି ହେବା ଉଚିତ ନୁହେଁ। ରାଜନୀତି ଅନ୍ୟ ଦିନରେ ହେବା କଥା। ଆମେ ସମ୍ବିଧାନକୁ ସମ୍ମାନ ଦେଉଛି, ଲୋକତନ୍ତ୍ର ସମ୍ମାନ ଦେଉଛି। ଆମେ ସବୁବେଳେ କେଦ୍ର ସରକାରଙ୍କୁ ପ୍ରସଙ୍ଗ ଭିତ୍ତିକ ସମର୍ଥନ ଦେଇଛୁ। ପ୍ରସଙ୍ଗ ବିହୀନ କଥାକୁ ପ୍ରସଙ୍ଗ କରାଯାଉଛି। ସାମ୍ବିଧାନିକ ବ୍ୟବସ୍ଥାକୁ ବିଜେଡି ସବୁବେଳେ ସମ୍ମାନ ଦିଏ। ଅମର ଶତପଥୀ ବିଜେଡି ବିଧାୟକ।