ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟକୁ ଅଣଦେଖା ପ୍ରସଙ୍ଗରେ କେନ୍ଦ୍ର ଉପରେ ତାତିଲା ବିଜେଡି

The Sakala Picture
Published On

ଭୁବନେଶ୍ବର: କେନ୍ଦ୍ର ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟକୁ ଅଣଦେଖା ପ୍ରସଙ୍ଗରେ ତାତିଲା ବିଜେଡି । ରାଜ୍ୟ ପ୍ରତି କେନ୍ଦ୍ରର ଅବହେଳାକୁ ବିରୋଧ କରି ପ୍ରତିବାଦ କରିବ ବିଜେଡି । ଆସନ୍ତା ୧୫ ଓ ୧୬ ତାରିଖରେ ପଞ୍ଚାୟତ ଓ ବ୍ଲକ ସ୍ତରରେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ । ଓଡ଼ିଶାବାସୀଙ୍କ ହକ ପାଇଁ ଲଢେଇ କରି କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବ ଦଳ । ଏନେଇ ସୂଚନା ଦେଇଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର । କୋଭିଡ […]

ଭୁବନେଶ୍ବର: କେନ୍ଦ୍ର ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟକୁ ଅଣଦେଖା ପ୍ରସଙ୍ଗରେ ତାତିଲା ବିଜେଡି । ରାଜ୍ୟ ପ୍ରତି କେନ୍ଦ୍ରର ଅବହେଳାକୁ ବିରୋଧ କରି ପ୍ରତିବାଦ କରିବ ବିଜେଡି । ଆସନ୍ତା ୧୫ ଓ ୧୬ ତାରିଖରେ ପଞ୍ଚାୟତ ଓ ବ୍ଲକ ସ୍ତରରେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ । ଓଡ଼ିଶାବାସୀଙ୍କ ହକ ପାଇଁ ଲଢେଇ କରି କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବ ଦଳ ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ଏନେଇ ସୂଚନା ଦେଇଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର । କୋଭିଡ ଭଳି ମହାମାରି ସମୟରେ ୩ କୋଟି ୨୫ ଲକ୍ଷ ହିତାଧିକାରୀଙ୍କ ୫ କେଜି ଚାଉଳ କାଟିଦେବା ଆଦୌ ଉଚିତ ନୁହେଁ । ଓଡ଼ିଶାରେ କେହି ଭୋକିଲା ରହିବେନି, କି ଭୋକରେ ଶୋଇବେନି । ହିତାଧିକାରୀଙ୍କୁ ଚାଉଳ ଯୋଗାଇଦେବା କଥା । କିନ୍ତୁ କେନ୍ଦ୍ର ଚାଉଳ ବନ୍ଦ କରିବା କେତେ ଦୂର ଠିକ୍ ବୋଲି ପ୍ରଶ୍ନ କରିଛନ୍ତି ଦେବୀ ମିଶ୍ର ।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର