କେନ୍ଦ୍ର କୃଷିମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପ୍ରସଙ୍ଗ: ସାମ୍ବାଦିକ ସମ୍ମିଳନୀ କରି ଜବାବ ଦେଲା ବିଜେଡି
ନୂଆଦିଲ୍ଲୀ: କେନ୍ଦ୍ର କୃଷିମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରି ଏହାର ଜବାବ ଦେଇଛି । ଗତକାଲି ବିଜେଡିର ପ୍ରେସମିଟକୁ ନେଇ କେନ୍ଦ୍ର କୃଷିମନ୍ତ୍ରୀ ଆଡୁଆରେ ପଡି ଛନ୍ଦି ହୋଇ ଯାଇଛନ୍ତି। ଏଚଡ଼ିଏଫସି ବୀମା କମ୍ପାନୀକୁ କିଏ ଅନୁବନ୍ଧିତ କରିଥିଲା ତାହାର ଉତ୍ତର ଚିଠିରେ କହିଁକି ରଖିଲେ ନାହିଁ ବୋଲି ବିଜେଡି ପ୍ରଶ୍ନ କରିଛି। ଧର୍ମେନ୍ଦ୍ର ଙ୍କ ଚିଠିରୁ ଜଣା ପଡୁଛି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଅନିୟମିତତା ରହିଛି । […]
ନୂଆଦିଲ୍ଲୀ: କେନ୍ଦ୍ର କୃଷିମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରି ଏହାର ଜବାବ ଦେଇଛି । ଗତକାଲି ବିଜେଡିର ପ୍ରେସମିଟକୁ ନେଇ କେନ୍ଦ୍ର କୃଷିମନ୍ତ୍ରୀ ଆଡୁଆରେ ପଡି ଛନ୍ଦି ହୋଇ ଯାଇଛନ୍ତି। ଏଚଡ଼ିଏଫସି ବୀମା କମ୍ପାନୀକୁ କିଏ ଅନୁବନ୍ଧିତ କରିଥିଲା ତାହାର ଉତ୍ତର ଚିଠିରେ କହିଁକି ରଖିଲେ ନାହିଁ ବୋଲି ବିଜେଡି ପ୍ରଶ୍ନ କରିଛି। ଧର୍ମେନ୍ଦ୍ର ଙ୍କ ଚିଠିରୁ ଜଣା ପଡୁଛି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଅନିୟମିତତା ରହିଛି । କିନ୍ତୁ ତାହା ଉପରେ କୌଣସି ସ୍ପଷ୍ଟୀକରଣ ଆସିଲା ନାହିଁ । ଏହି ଚିଠି ଭିତ୍ତିହୀନି । ଆଉ ଏହା ଅର୍ଦ୍ଧ ସତ୍ୟ ଉପରେ ଲେଖା ଯାଇଛି । ଆଉ ବିଭ୍ରାନ୍ତି କରିବାକୁ ଏପରି ଚିଠି ଲେଖା ଯାଇଛି ବୋଲି ବିଜେଡି କହିଛି।
ମୁଖ୍ୟମନ୍ତ୍ରୀ ୨୯ ଅଗଷ୍ଟରେ ଲେଖିଥିବା ଚିଠି ବିଷୟରେ କୃଷି ମନ୍ତ୍ରୀଙ୍କ ଚିଠିରେ କହିଁକି ଉଲ୍ଲେଖ କରଗଲା ନାହିଁ। ଏହା ପରେ ୯ ନଭେମ୍ବରରେ ଯେବେ ରାଜ୍ୟ ସମବାୟ ମନ୍ତ୍ରୀ କେନ୍ଦ୍ର କୃଷି ମନ୍ତ୍ରୀକୁ ଭେଟି ଥିଲେ ତାହା ବି ଉଲ୍ଲେଖ କରଯାଇ ନାହିଁ । ୭ ନଭେମ୍ବର ୨୦୨୨ରେ ଟେକିନକାଲ ଆଡ଼ଭାଇଜାରି କମିଟିରେ ପାସ ହୋଇଥିଲେ ବି କାହିଁକି ୧୫ ତାରିଖରେ କୃଷି ମନ୍ତ୍ରୀ ଟୁଇଟ ସେପରି କଲେ। ଏହି ଚିଠି ଦ୍ୱାରା ପଦ୍ମପୁର ଉପନିର୍ବାଚନରେ ଫାଇଦା ନେବାକୁ ଚେଷ୍ଟା କରାଯାଇନି ତ। ନିଜ ଦୋଷ ଓ ତ୍ରୁଟି ଡାଇଭର୍ଟ କରେଇବା ପାଇଁ ଏପରି ଚିଠି ଲେଖା ଯାଇଛି। ଓଡ଼ିଶାର ଚାଷୀଙ୍କୁ ନେଇ ଯେଉଁ ରାଜନୀତି କରାଯାଉଛି ତାହା ଦୁର୍ଭାଗ୍ୟ ଜନକ ବୋଲି ବିଜେଡି କହିଛି ।
ବିଜେପି ଓଡ଼ିଶାରେ ଧାରଣା ଓ ବିଧାନସଭା ଘେରାଉ କରିବାକୁ ନିଷ୍ପତ୍ତି ନେଇଛି ଯାହା କି ଦୁର୍ଭାଗ୍ୟଜନକ । ଏଠି ଧାରଣା ନ ଦେଇ ସଂସଦ ଭବନ ଆଗରେ ଧାରଣା ଦିଅନ୍ତୁ । ଯାହାଦ୍ୱାରା କି ଓଡ଼ିଶାର ଚାଷୀ ଉପକୃତ ହୋଇ ପାରିବେ । ଚାଷ ଓ ଚାଷୀ ପ୍ରସଙ୍ଗରେ ସମ୍ପୂର୍ଣ୍ଣ ନିଷ୍ପତ୍ତି କେନ୍ଦ୍ର ସରକାର ନିଅନ୍ତି । ୨୦୧୮ ରେ ବିଧାନସଭାରେ ସର୍ବସମ୍ମତ କ୍ରମେ ୨୯୩୦ ତାଙ୍କ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କରିବାକୁ ନିଷ୍ପତ୍ତି ହୋଇଥିଲା । ବିଜେପି ଥରେ ସେ ଦାବି ନେଇ କେନ୍ଦ୍ର ସରକାରଙ୍କ ନିକଟରେ ରଖନ୍ତୁ । ସ୍ୱାମୀନାଥନ କମିଟିର ସୁପାରିଶ ଆଧାରରେ ଦେଢ଼ ଗୁଣ ଚାଷୀର ଆୟ ହେଲା କି। ସାର ଚାଷୀ ପାଇ ପାରୁ ନାହାଁନ୍ତି ସେଥିପାଇଁ କେନ୍ଦ୍ର ସରକାର ଦାୟୀ । ଚାଷୀ ବିରୋଧୀ ନୀତି କେନ୍ଦ୍ର ସରକାର ଆପଣେଇଛି ବୋଲି ବିଜେଡି କହିଛି।