ବିଜେପିର ବିଜୟକୁ ନେଇ ବିଜେଡି ବିଚଳିତ ନୁହେଁ, ଆମେ ଲୋକଙ୍କ ସୁବିଧା ଅସୁବିଧାରେ ରହିଛୁ- ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର: ଇଣ୍ଡିଆନ ଏକ୍ସପ୍ରେସ ଦ୍ଵାରା ଭୁବନେଶ୍ୱରରେ ଆୟୋଜିତ ଓଡିଶା ସାହିତ୍ୟ ଉତ୍ସବରେ ଯୋଗ ଦେବା ଅବସରରେ ମୁଖ୍ୟମନ୍ତ୍ରୀ ଧାମନଗର ଉପନିର୍ବାଚନ ଫଳାଫଳକୁ ନେଇ ନିଜ ପ୍ରତିକ୍ରିୟା କହିଛନ୍ତି ଯେ,  ବିଜୁ ଜନତାଦଳ ସବୁବେଳେ ଜନମତକୁ ସମ୍ମାନ ଦେଇ ଆସିଛି।  ଧାମନଗର ଉପ ନିର୍ବାଚନ ହୋଇଥିବା ସିଟରେ ପୂର୍ବତନ ବିଧାୟକ ଜଣେ ଜନପ୍ରିୟ ନେତା ଥିଲେ। ତାଙ୍କ ପୁଅକୁ ଟିକଟ ଦିଆଯାଇଥବାରୁ ସେ ଜିତିଲେ । ଏଥିରେ ବିଜୁ ଜନତା ବିଚଳିତ ନୁହେଁ। ୨୦୨୪ ନିର୍ବାଚନର ମଧ୍ୟ ବିଜେଡି […]

ଭୁବନେଶ୍ବର: ଇଣ୍ଡିଆନ ଏକ୍ସପ୍ରେସ ଦ୍ଵାରା ଭୁବନେଶ୍ୱରରେ ଆୟୋଜିତ ଓଡିଶା ସାହିତ୍ୟ ଉତ୍ସବରେ ଯୋଗ ଦେବା ଅବସରରେ ମୁଖ୍ୟମନ୍ତ୍ରୀ ଧାମନଗର ଉପନିର୍ବାଚନ ଫଳାଫଳକୁ ନେଇ ନିଜ ପ୍ରତିକ୍ରିୟା କହିଛନ୍ତି ଯେ,  ବିଜୁ ଜନତାଦଳ ସବୁବେଳେ ଜନମତକୁ ସମ୍ମାନ ଦେଇ ଆସିଛି।  ଧାମନଗର ଉପ ନିର୍ବାଚନ ହୋଇଥିବା ସିଟରେ ପୂର୍ବତନ ବିଧାୟକ ଜଣେ ଜନପ୍ରିୟ ନେତା ଥିଲେ। ତାଙ୍କ ପୁଅକୁ ଟିକଟ ଦିଆଯାଇଥବାରୁ ସେ ଜିତିଲେ । ଏଥିରେ ବିଜୁ ଜନତା ବିଚଳିତ ନୁହେଁ। ୨୦୨୪ ନିର୍ବାଚନର ମଧ୍ୟ ବିଜେଡି ଜିତି ସରକାର କରିବ। କାହିକିଁନା ଆମେ ଲୋକଙ୍କ ସହ ରହିଛି ସେମାନଙ୍କ ସୁବିଧା ଅସୁବିଧାରେ ରହିଛୁ। ଆମେ ଲୋକଙ୍କ ସହିତ ଅଛୁ। ଆମେ ଆଗାମୀ ୨୦୨୪ ରେ ଜିତିବୁ। ଏଥିସହିତ ଶିକ୍ଷା , ସ୍ବାସ୍ଥ୍ୟ, କ୍ରୀଡା ଓ ମହିଳା ଶସସ୍ତିକରଣ ଦିଗରେ ଓଡ଼ିଶା ଅଗ୍ରଗତି କରିଛି। ଯେତେବେଳେ ୨୦୦୦ ମସିହାରେ ସରକାରଙ୍କୁ ଆସିଲି ସେତେବେଳେ ୫ ହଜାର କୋଟି ରାଜ୍ୟ ବଜେଟ ଥିଲା । ଏବେ ୨୦୨୨ ରେ ୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଏପରିକି ପ୍ରାକୃତିକ ବିପର୍ଯ୍ଯୟ ବାରମ୍ବାର ଓଡ଼ିଶା ଦେଖିଥିବା ବେଳେ ଏହାକୁ ଆମେ ସାମ୍ନା କରି ସଫଳ ହୋଇଛୁ। ମୁଖ୍ୟତଃ ଓଡ଼ିଶାର ବିକାଶ ହିଁ ଏକମାତ୍ର ଲକ୍ଷ ବୋଲି ଇଣ୍ଡିଆନ ଏକ୍ସପ୍ରେସ ଦ୍ଵାରା ଭୁବନେଶ୍ୱରରେ ଆୟୋଜିତ ଓଡିଶା ସାହିତ୍ୟ ଉତ୍ସବରେ ଯୋଗ ଦେଇ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଟାଇଁ ଟାଇଁ ଖରାରେ ହନ୍ତସନ୍ତ ରାଜଧାନୀବାସୀ, ଅପରାହ୍ନ ୨ଟା ସୁଦ୍ଧା ୪୨ ଡିଗ୍ରୀ ଛୁଇଁଲା ତାପମାତ୍ରା

06 Nov 2022 By The Sakala

ବିଜେପିର ବିଜୟକୁ ନେଇ ବିଜେଡି ବିଚଳିତ ନୁହେଁ, ଆମେ ଲୋକଙ୍କ ସୁବିଧା ଅସୁବିଧାରେ ରହିଛୁ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଇଣ୍ଡିଆନ ଏକ୍ସପ୍ରେସ ଦ୍ଵାରା ଭୁବନେଶ୍ୱରରେ ଆୟୋଜିତ ଓଡିଶା ସାହିତ୍ୟ ଉତ୍ସବରେ ଯୋଗ ଦେବା ଅବସରରେ ମୁଖ୍ୟମନ୍ତ୍ରୀ ଧାମନଗର ଉପନିର୍ବାଚନ ଫଳାଫଳକୁ ନେଇ ନିଜ ପ୍ରତିକ୍ରିୟା କହିଛନ୍ତି ଯେ,  ବିଜୁ ଜନତାଦଳ ସବୁବେଳେ ଜନମତକୁ ସମ୍ମାନ ଦେଇ ଆସିଛି।  ଧାମନଗର ଉପ ନିର୍ବାଚନ ହୋଇଥିବା ସିଟରେ ପୂର୍ବତନ ବିଧାୟକ ଜଣେ ଜନପ୍ରିୟ ନେତା ଥିଲେ। ତାଙ୍କ ପୁଅକୁ ଟିକଟ ଦିଆଯାଇଥବାରୁ ସେ ଜିତିଲେ । ଏଥିରେ ବିଜୁ ଜନତା ବିଚଳିତ ନୁହେଁ। ୨୦୨୪ ନିର୍ବାଚନର ମଧ୍ୟ ବିଜେଡି ଜିତି ସରକାର କରିବ। କାହିକିଁନା ଆମେ ଲୋକଙ୍କ ସହ ରହିଛି ସେମାନଙ୍କ ସୁବିଧା ଅସୁବିଧାରେ ରହିଛୁ। ଆମେ ଲୋକଙ୍କ ସହିତ ଅଛୁ। ଆମେ ଆଗାମୀ ୨୦୨୪ ରେ ଜିତିବୁ। ଏଥିସହିତ ଶିକ୍ଷା , ସ୍ବାସ୍ଥ୍ୟ, କ୍ରୀଡା ଓ ମହିଳା ଶସସ୍ତିକରଣ ଦିଗରେ ଓଡ଼ିଶା ଅଗ୍ରଗତି କରିଛି। ଯେତେବେଳେ ୨୦୦୦ ମସିହାରେ ସରକାରଙ୍କୁ ଆସିଲି ସେତେବେଳେ ୫ ହଜାର କୋଟି ରାଜ୍ୟ ବଜେଟ ଥିଲା । ଏବେ ୨୦୨୨ ରେ ୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଏପରିକି ପ୍ରାକୃତିକ ବିପର୍ଯ୍ଯୟ ବାରମ୍ବାର ଓଡ଼ିଶା ଦେଖିଥିବା ବେଳେ ଏହାକୁ ଆମେ ସାମ୍ନା କରି ସଫଳ ହୋଇଛୁ। ମୁଖ୍ୟତଃ ଓଡ଼ିଶାର ବିକାଶ ହିଁ ଏକମାତ୍ର ଲକ୍ଷ ବୋଲି ଇଣ୍ଡିଆନ ଏକ୍ସପ୍ରେସ ଦ୍ଵାରା ଭୁବନେଶ୍ୱରରେ ଆୟୋଜିତ ଓଡିଶା ସାହିତ୍ୟ ଉତ୍ସବରେ ଯୋଗ ଦେଇ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର