ଭରତପୁର ଘଟଣା: ମେଜରଙ୍କ ବାନ୍ଧବୀଙ୍କୁ ମିଳିଲା PSO

The Sakala Picture
Published On

ଭୁବନେଶ୍ବର: ଭରତପୁର ଘଟଣା,  ପୀଡ଼ିତାଙ୍କୁ ମିଳିଲା ସୁରକ୍ଷା। କମିଶନରେଟ ପୁଲିସ ଯୋଗାଇଦେଲା PSO । ପୀଡିତାଙ୍କ ୨୪ ଘଣ୍ଟିଆ ସୁରକ୍ଷା ଦାୟିତ୍ବରେ ରହିବେ PSO। ଗତ ୨୧ ତାରିଖରୁ ପୀଡିତା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଯୋଗାଇ ଦିଆଯାଇଥିଲା ସୁରକ୍ଷା। ଆବଶ୍ୟକ ପଡ଼ିଲେ ନେବେ କହି PSO ନେବାକୁ ମନା କରିଥିଲେ ଦୁହେଁ। କାଲି ପୁଣି ଗଣମାଧ୍ୟମ ସମ୍ମୁଖରେ ଜୀବନ ବିପଦରେ ଥିବା କଥା କହିବା ପରେ PSO ଯୋଗାଇଲା କମିଶନରେଟ ପୁଲିସ। ପୀଡିତା ଜଣଙ୍କ ମହିଳା […]

ଭୁବନେଶ୍ବର: ଭରତପୁର ଘଟଣା,  ପୀଡ଼ିତାଙ୍କୁ ମିଳିଲା ସୁରକ୍ଷା। କମିଶନରେଟ ପୁଲିସ ଯୋଗାଇଦେଲା PSO । ପୀଡିତାଙ୍କ ୨୪ ଘଣ୍ଟିଆ ସୁରକ୍ଷା ଦାୟିତ୍ବରେ ରହିବେ PSO। ଗତ ୨୧ ତାରିଖରୁ ପୀଡିତା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଯୋଗାଇ ଦିଆଯାଇଥିଲା ସୁରକ୍ଷା। ଆବଶ୍ୟକ ପଡ଼ିଲେ ନେବେ କହି PSO ନେବାକୁ ମନା କରିଥିଲେ ଦୁହେଁ। କାଲି ପୁଣି ଗଣମାଧ୍ୟମ ସମ୍ମୁଖରେ ଜୀବନ ବିପଦରେ ଥିବା କଥା କହିବା ପରେ PSO ଯୋଗାଇଲା କମିଶନରେଟ ପୁଲିସ। ପୀଡିତା ଜଣଙ୍କ ମହିଳା PSO ନେଇଥିବା ବେଳେ ଏଯାବତ PSO ନେବାକୁ ରାଜି ନାହାନ୍ତି କ୍ୟାପଟେନ । ଏ ନେଇ ସୂଚନା ଦେଇଚନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ଇଞ୍ଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ଫୋରେନ୍‌ସିକ୍ ଲ୍ୟାବ୍‌ରେ ସୁଇସାଇଡ୍ ନୋଟ୍, ପତ୍ନୀଙ୍କୁ ସନ୍ଦେହ

24 Sep 2024 By The Sakala

ଭରତପୁର ଘଟଣା: ମେଜରଙ୍କ ବାନ୍ଧବୀଙ୍କୁ ମିଳିଲା PSO

ଭୁବନେଶ୍ବର: ଭରତପୁର ଘଟଣା,  ପୀଡ଼ିତାଙ୍କୁ ମିଳିଲା ସୁରକ୍ଷା। କମିଶନରେଟ ପୁଲିସ ଯୋଗାଇଦେଲା PSO । ପୀଡିତାଙ୍କ ୨୪ ଘଣ୍ଟିଆ ସୁରକ୍ଷା ଦାୟିତ୍ବରେ ରହିବେ PSO। ଗତ ୨୧ ତାରିଖରୁ ପୀଡିତା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଯୋଗାଇ ଦିଆଯାଇଥିଲା ସୁରକ୍ଷା। ଆବଶ୍ୟକ ପଡ଼ିଲେ ନେବେ କହି PSO ନେବାକୁ ମନା କରିଥିଲେ ଦୁହେଁ। କାଲି ପୁଣି ଗଣମାଧ୍ୟମ ସମ୍ମୁଖରେ ଜୀବନ ବିପଦରେ ଥିବା କଥା କହିବା ପରେ PSO ଯୋଗାଇଲା କମିଶନରେଟ ପୁଲିସ। ପୀଡିତା ଜଣଙ୍କ ମହିଳା PSO ନେଇଥିବା ବେଳେ ଏଯାବତ PSO ନେବାକୁ ରାଜି ନାହାନ୍ତି କ୍ୟାପଟେନ । ଏ ନେଇ ସୂଚନା ଦେଇଚନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର