ଭଦ୍ରକ ଷ୍ଟେସନ ଛାଡିଲା ସ୍ୱତନ୍ତ୍ର ଟ୍ରେନ୍: ଗଲେ ୭୦ଜଣ ଦୁର୍ଘଟଣା ଗ୍ରସ୍ତ ଓ ସମ୍ପର୍କୀୟ

The Sakala Picture
Published On

ଭଦ୍ରକ: ଆଜି ମଧ୍ୟାହ୍ନ ୧ଟା ୩୨ମିନିଟରେ ଭଦ୍ରକ କୁ ଚେନ୍ନାଇ ଅଭିମୁଖେ ଯାଇଛି ସ୍ୱତନ୍ତ୍ର ଟ୍ରେନ। ଏଥିପାଇଁ ସବୁ ବ୍ୟବସ୍ଥା ରେଳ ବିଭାଗ ପକ୍ଷରୁ ହୋଇଥିଲା। ଗତ କାଲି ରାତିରେ ଏହି ଟ୍ରେନଟି ଭଦ୍ରକ ରେଳ ଷ୍ଟେସନରେ ପହଂଚି ଥିଲା, ଆଜି ବାହାନଗା ଠାରେ ଟ୍ରେନ ଦୁର୍ଘଟଣାର ମୃତ୍ୟୁ ବରଣ କରିଥିବା ଲୋକଙ୍କ ଚିହ୍ନଟ ଚାଲିଛି। ସେହିପରି କରମଣ୍ଡଳ ଟ୍ରେନର ଦୁର୍ଘଟଣା ପରେ ସୁସ୍ଥ ଥିବା ଏବଂ ଆହତ ହୋଇ ସୁସ୍ଥ ହୋଇ ଥିବା ଯାତ୍ରୀ ମନେ […]

ଭଦ୍ରକ: ଆଜି ମଧ୍ୟାହ୍ନ ୧ଟା ୩୨ମିନିଟରେ ଭଦ୍ରକ କୁ ଚେନ୍ନାଇ ଅଭିମୁଖେ ଯାଇଛି ସ୍ୱତନ୍ତ୍ର ଟ୍ରେନ। ଏଥିପାଇଁ ସବୁ ବ୍ୟବସ୍ଥା ରେଳ ବିଭାଗ ପକ୍ଷରୁ ହୋଇଥିଲା। ଗତ କାଲି ରାତିରେ ଏହି ଟ୍ରେନଟି ଭଦ୍ରକ ରେଳ ଷ୍ଟେସନରେ ପହଂଚି ଥିଲା, ଆଜି ବାହାନଗା ଠାରେ ଟ୍ରେନ ଦୁର୍ଘଟଣାର ମୃତ୍ୟୁ ବରଣ କରିଥିବା ଲୋକଙ୍କ ଚିହ୍ନଟ ଚାଲିଛି। ସେହିପରି କରମଣ୍ଡଳ ଟ୍ରେନର ଦୁର୍ଘଟଣା ପରେ ସୁସ୍ଥ ଥିବା ଏବଂ ଆହତ ହୋଇ ସୁସ୍ଥ ହୋଇ ଥିବା ଯାତ୍ରୀ ମନେ ଭଦ୍ରକ ରେଳ ଷ୍ଟେସନରେ ପହଂଚି ଏହି ଟ୍ରେନରେ ବସି ଚେନ୍ନାଇ ଅଭିମୁଖେ ଯାଇଛନ୍ତି। ଅନେକ ସମ୍ପର୍କୀୟ ତାଙ୍କ ଲୋକଙ୍କୁ ନପାଇ ମନ ଦୁଃଖରେ ଏହି ଟ୍ରେନରେ ଯାଇଛନ୍ତି। ଅନ୍ୟପକ୍ଷରେ ଉକ୍ତ ସ୍ୱତନ୍ତ୍ର ଟ୍ରେନ ଟିରେ ମୃତକଙ୍କ ଶବ ନେବା ପାଇଁ ପାର୍ସଲ ବଗିର ବ୍ୟବସ୍ଥା ଥିବା ରେଳ ବିଭାଗ ସୂଚନା ଦେଇଛି।

ଆହୁରି ପଢ଼ନ୍ତୁ: କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ରାଜ୍ୟର ୬ ରେସ୍ତୋରାଁରେ IT ଚଢ଼ାଉ

04 Jun 2023 By The Sakala

ଭଦ୍ରକ ଷ୍ଟେସନ ଛାଡିଲା ସ୍ୱତନ୍ତ୍ର ଟ୍ରେନ୍: ଗଲେ ୭୦ଜଣ ଦୁର୍ଘଟଣା ଗ୍ରସ୍ତ ଓ ସମ୍ପର୍କୀୟ

ଭଦ୍ରକ: ଆଜି ମଧ୍ୟାହ୍ନ ୧ଟା ୩୨ମିନିଟରେ ଭଦ୍ରକ କୁ ଚେନ୍ନାଇ ଅଭିମୁଖେ ଯାଇଛି ସ୍ୱତନ୍ତ୍ର ଟ୍ରେନ। ଏଥିପାଇଁ ସବୁ ବ୍ୟବସ୍ଥା ରେଳ ବିଭାଗ ପକ୍ଷରୁ ହୋଇଥିଲା। ଗତ କାଲି ରାତିରେ ଏହି ଟ୍ରେନଟି ଭଦ୍ରକ ରେଳ ଷ୍ଟେସନରେ ପହଂଚି ଥିଲା, ଆଜି ବାହାନଗା ଠାରେ ଟ୍ରେନ ଦୁର୍ଘଟଣାର ମୃତ୍ୟୁ ବରଣ କରିଥିବା ଲୋକଙ୍କ ଚିହ୍ନଟ ଚାଲିଛି। ସେହିପରି କରମଣ୍ଡଳ ଟ୍ରେନର ଦୁର୍ଘଟଣା ପରେ ସୁସ୍ଥ ଥିବା ଏବଂ ଆହତ ହୋଇ ସୁସ୍ଥ ହୋଇ ଥିବା ଯାତ୍ରୀ ମନେ ଭଦ୍ରକ ରେଳ ଷ୍ଟେସନରେ ପହଂଚି ଏହି ଟ୍ରେନରେ ବସି ଚେନ୍ନାଇ ଅଭିମୁଖେ ଯାଇଛନ୍ତି। ଅନେକ ସମ୍ପର୍କୀୟ ତାଙ୍କ ଲୋକଙ୍କୁ ନପାଇ ମନ ଦୁଃଖରେ ଏହି ଟ୍ରେନରେ ଯାଇଛନ୍ତି। ଅନ୍ୟପକ୍ଷରେ ଉକ୍ତ ସ୍ୱତନ୍ତ୍ର ଟ୍ରେନ ଟିରେ ମୃତକଙ୍କ ଶବ ନେବା ପାଇଁ ପାର୍ସଲ ବଗିର ବ୍ୟବସ୍ଥା ଥିବା ରେଳ ବିଭାଗ ସୂଚନା ଦେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର