ଅଗ୍ନିକାଣ୍ଡରେ ୫ ପରିବାରର ୮ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

The Sakala Picture
Published On

ଭଦ୍ରକ: ଭଣ୍ଡାରିପୋଖରୀ ବ୍ଲକ ତେସିଗାଁ ଗ୍ରାମ ପଞ୍ଚାୟତରେ ରବିବାର ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଯାଇଛି। ଅଗ୍ନିକାଣ୍ଡରେ ୫ଟି ପରିବାରର ୮ ବଖରା ଘର ଅଗ୍ନିକାଣ୍ଡରେ ଜଳି ଯାଇଛି। ଏଥିସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇଯାଇଛି।   ବିଶୋଳ ଶାସନର କାର୍ତ୍ତିକ ଦାସ ଙ୍କ ସମେତ ଅନ୍ୟ ୪ଟି ପରିବାର ଅଗ୍ନିକାଣ୍ଡରେ ସର୍ବସ୍ୱାନ୍ତ ହୋଇଯାଇଛନ୍ତି। ସୂଚନା ଅନୁଯାୟୀ, ବିଳମ୍ବିତ ରାତି ପ୍ରାୟ ତିନିଟା ସମୟରେ ପୁରା ପରିବାର ଶୋଇଥିବା ଅବସ୍ଥାରେ ଘରେ ନିଆଁ ଲାଗିଯାଇଥିଲା […]

ଭଦ୍ରକ: ଭଣ୍ଡାରିପୋଖରୀ ବ୍ଲକ ତେସିଗାଁ ଗ୍ରାମ ପଞ୍ଚାୟତରେ ରବିବାର ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଯାଇଛି। ଅଗ୍ନିକାଣ୍ଡରେ ୫ଟି ପରିବାରର ୮ ବଖରା ଘର ଅଗ୍ନିକାଣ୍ଡରେ ଜଳି ଯାଇଛି। ଏଥିସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇଯାଇଛି।   ବିଶୋଳ ଶାସନର କାର୍ତ୍ତିକ ଦାସ ଙ୍କ ସମେତ ଅନ୍ୟ ୪ଟି ପରିବାର ଅଗ୍ନିକାଣ୍ଡରେ ସର୍ବସ୍ୱାନ୍ତ ହୋଇଯାଇଛନ୍ତି।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ସୂଚନା ଅନୁଯାୟୀ, ବିଳମ୍ବିତ ରାତି ପ୍ରାୟ ତିନିଟା ସମୟରେ ପୁରା ପରିବାର ଶୋଇଥିବା ଅବସ୍ଥାରେ ଘରେ ନିଆଁ ଲାଗିଯାଇଥିଲା ।  ପରିବାର ଲୋକ ନିଜ ଜୀବନ ବଞ୍ଚାଇବା ପାଇଁ ପ୍ରାଣ ବିକଳରେ ଘରୁ ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ନିଆଁ ସମ୍ପୂର୍ଣ୍ଣ ବ୍ୟାପି ଯାଇ ୮ ବଖରା ଘର ଜଳି ପୋଡି ଛାର ଖାର ହୋଇଯାଇଛି। ଘରେ ଗଛିତ ଥିବା ଟଙ୍କା, ଧାନ, ଚାଉଳ, ଆସବାବପତ୍ର ସବୁ ଜଳି ପୋଡି ପାଉଁଶ ହୋଇଯାଇଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ବିପନ୍ନ ମାନଙ୍କୁ ଶୀଘ୍ର ସରକାରୀ ସହାୟତା ଦେବାକୁ ସାଧାରଣରେ ଦାବି ହୋଇଛି।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

13 Feb 2023 By The Sakala

ଅଗ୍ନିକାଣ୍ଡରେ ୫ ପରିବାରର ୮ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

ଭଦ୍ରକ: ଭଣ୍ଡାରିପୋଖରୀ ବ୍ଲକ ତେସିଗାଁ ଗ୍ରାମ ପଞ୍ଚାୟତରେ ରବିବାର ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଯାଇଛି। ଅଗ୍ନିକାଣ୍ଡରେ ୫ଟି ପରିବାରର ୮ ବଖରା ଘର ଅଗ୍ନିକାଣ୍ଡରେ ଜଳି ଯାଇଛି। ଏଥିସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇଯାଇଛି।   ବିଶୋଳ ଶାସନର କାର୍ତ୍ତିକ ଦାସ ଙ୍କ ସମେତ ଅନ୍ୟ ୪ଟି ପରିବାର ଅଗ୍ନିକାଣ୍ଡରେ ସର୍ବସ୍ୱାନ୍ତ ହୋଇଯାଇଛନ୍ତି।

ସୂଚନା ଅନୁଯାୟୀ, ବିଳମ୍ବିତ ରାତି ପ୍ରାୟ ତିନିଟା ସମୟରେ ପୁରା ପରିବାର ଶୋଇଥିବା ଅବସ୍ଥାରେ ଘରେ ନିଆଁ ଲାଗିଯାଇଥିଲା ।  ପରିବାର ଲୋକ ନିଜ ଜୀବନ ବଞ୍ଚାଇବା ପାଇଁ ପ୍ରାଣ ବିକଳରେ ଘରୁ ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ନିଆଁ ସମ୍ପୂର୍ଣ୍ଣ ବ୍ୟାପି ଯାଇ ୮ ବଖରା ଘର ଜଳି ପୋଡି ଛାର ଖାର ହୋଇଯାଇଛି। ଘରେ ଗଛିତ ଥିବା ଟଙ୍କା, ଧାନ, ଚାଉଳ, ଆସବାବପତ୍ର ସବୁ ଜଳି ପୋଡି ପାଉଁଶ ହୋଇଯାଇଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ବିପନ୍ନ ମାନଙ୍କୁ ଶୀଘ୍ର ସରକାରୀ ସହାୟତା ଦେବାକୁ ସାଧାରଣରେ ଦାବି ହୋଇଛି।

https://www.thesakala.in/latest-odisha-news/bhadrak/in-the-fire-more-than-lakhs-of-rupees-property-including-8-room-houses-of-5-families-were-burnt/article-18898
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର