ଧାମନଗର ଉପନିର୍ବାଚନ: ବିରାଟ ଶୋଭାଯାତ୍ରାରେ ଆଜି ନାମାଙ୍କନ ଦାଖଲ କରିବେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ

The Sakala Picture
Published On

ଧାମନଗର: ଉପନିର୍ବାଚନରେ ବିଜୟ ନେଇ ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ରଣନୀତି । ଆଜି ନାମାଙ୍କନ ଦାଖଲ କରିବେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ । ବିରାଟ ଶୋଭାଯାତ୍ରାରେ ଭଦ୍ରକ ବ୍ଲକ କାର୍ଯ୍ଯାଳୟରେ ପ୍ରାର୍ଥିପତ୍ର ଦାଖଲ କରିବେ ଅବନ୍ତୀ । ଧାମନଗରରେ ବଡ଼ ବିଜୟ ପାଇଁ ସମରସଜ୍ଜା ଆରମ୍ଭ କରିଛି ବିଜେଡି। ସାଧାରଣ ମିଶନ ଶକ୍ତି ମହିଳାଙ୍କୁ ବିଜେଡି ପ୍ରାର୍ଥୀ କରି ବଡ଼ ବିଜୟର ବାଟ ସହଜ କରିଛି। ବିଜେଡି ଲୋକଙ୍କ ଦଳ ହୋଇଥିବାରୁ ଅଧିକ ବ୍ୟବଧାନରେ ଜିତିବାକୁ […]

ଧାମନଗର: ଉପନିର୍ବାଚନରେ ବିଜୟ ନେଇ ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ରଣନୀତି । ଆଜି ନାମାଙ୍କନ ଦାଖଲ କରିବେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ । ବିରାଟ ଶୋଭାଯାତ୍ରାରେ ଭଦ୍ରକ ବ୍ଲକ କାର୍ଯ୍ଯାଳୟରେ ପ୍ରାର୍ଥିପତ୍ର ଦାଖଲ କରିବେ ଅବନ୍ତୀ । ଧାମନଗରରେ ବଡ଼ ବିଜୟ ପାଇଁ ସମରସଜ୍ଜା ଆରମ୍ଭ କରିଛି ବିଜେଡି। ସାଧାରଣ ମିଶନ ଶକ୍ତି ମହିଳାଙ୍କୁ ବିଜେଡି ପ୍ରାର୍ଥୀ କରି ବଡ଼ ବିଜୟର ବାଟ ସହଜ କରିଛି। ବିଜେଡି ଲୋକଙ୍କ ଦଳ ହୋଇଥିବାରୁ ଅଧିକ ବ୍ୟବଧାନରେ ଜିତିବାକୁ ପ୍ରୟାସ କରୁଛନ୍ତି ନେତା ଓ କର୍ମୀ ।

ଆହୁରି ପଢ଼ନ୍ତୁ: ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଛାତ୍ର ଓ ଯୁବ ବିଜେଡିର ବିକ୍ଷୋଭ

ସେପଟେ ବିଜେପି ଓ କଂଗ୍ରେସ ମଧ୍ୟ କସରତ ଆରମ୍ଭ କରିଛନ୍ତି । ବିଜେପି ପାଇଁ ୩ ଜଣ କେନ୍ଦ୍ରମନ୍ତ୍ରୀ ପ୍ରଚାର କରିବେ । ବୁଥ୍ ଏବଂ ଓ୍ୱାର୍ଡ ସ୍ତରରେ ବିଜେପି ଜୋରଦାର ପ୍ରଚାର କରିବାକୁ ଅଣ୍ଟା ଭିଡ଼ିଛି । ଭଲ ପ୍ରଦର୍ଶନ ପାଇଁ କଂଗ୍ରେସ ମଧ୍ୟ କସରତ ଆରମ୍ଭ କରିଦେଇଛି ।

ଆହୁରି ପଢ଼ନ୍ତୁ: ଭ୍ରମାତ୍ମକ ମନ୍ତବ୍ୟ ପାଇଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ଭର୍ତ୍ତୃହରି: ବିଜେଡି

14 Oct 2022 By The Sakala

ଧାମନଗର ଉପନିର୍ବାଚନ: ବିରାଟ ଶୋଭାଯାତ୍ରାରେ ଆଜି ନାମାଙ୍କନ ଦାଖଲ କରିବେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ

ଧାମନଗର: ଉପନିର୍ବାଚନରେ ବିଜୟ ନେଇ ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ରଣନୀତି । ଆଜି ନାମାଙ୍କନ ଦାଖଲ କରିବେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ । ବିରାଟ ଶୋଭାଯାତ୍ରାରେ ଭଦ୍ରକ ବ୍ଲକ କାର୍ଯ୍ଯାଳୟରେ ପ୍ରାର୍ଥିପତ୍ର ଦାଖଲ କରିବେ ଅବନ୍ତୀ । ଧାମନଗରରେ ବଡ଼ ବିଜୟ ପାଇଁ ସମରସଜ୍ଜା ଆରମ୍ଭ କରିଛି ବିଜେଡି। ସାଧାରଣ ମିଶନ ଶକ୍ତି ମହିଳାଙ୍କୁ ବିଜେଡି ପ୍ରାର୍ଥୀ କରି ବଡ଼ ବିଜୟର ବାଟ ସହଜ କରିଛି। ବିଜେଡି ଲୋକଙ୍କ ଦଳ ହୋଇଥିବାରୁ ଅଧିକ ବ୍ୟବଧାନରେ ଜିତିବାକୁ ପ୍ରୟାସ କରୁଛନ୍ତି ନେତା ଓ କର୍ମୀ ।

ସେପଟେ ବିଜେପି ଓ କଂଗ୍ରେସ ମଧ୍ୟ କସରତ ଆରମ୍ଭ କରିଛନ୍ତି । ବିଜେପି ପାଇଁ ୩ ଜଣ କେନ୍ଦ୍ରମନ୍ତ୍ରୀ ପ୍ରଚାର କରିବେ । ବୁଥ୍ ଏବଂ ଓ୍ୱାର୍ଡ ସ୍ତରରେ ବିଜେପି ଜୋରଦାର ପ୍ରଚାର କରିବାକୁ ଅଣ୍ଟା ଭିଡ଼ିଛି । ଭଲ ପ୍ରଦର୍ଶନ ପାଇଁ କଂଗ୍ରେସ ମଧ୍ୟ କସରତ ଆରମ୍ଭ କରିଦେଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର