ଟିକା ନେଇ ୨ମାସର ଶିଶୁ ମୃତ୍ୟୁ ଅଭିଯୋଗ, ମେଡିକାଲରେ ଧାରଣାଦେଲେ ପରିବାର

The Sakala Picture
Published On

ଭଦ୍ରକ: ଟିକା ନେଇ ୨ ମାସ ଶିଶୁର ମୃତ୍ୟୁ ଅଭିଯୋଗ । ଭଦ୍ରକ ଜିଲ୍ଲା ହସ୍ପିଟାଲ ପରିସରରେ ଏହାର ପ୍ରତିବାଦରେ ପରିବାର ଲୋକଙ୍କ ଧାରଣା ଦେଇଛନ୍ତି । ଭଦ୍ରକ ବ୍ଲକ ବାଣୀତିଆ ପଞ୍ଚାୟତ ମୁକ୍ତାପଦି ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି । ଏକା ସାଙ୍ଗେ ୩ଟି ଟିକା ନେଇଥିବା ସୂଚନା। ଜନ୍ମରୁ ୫ ବର୍ଷ ପର୍ଯ୍ଯନ୍ତ ଶିଶୁଙ୍କୁ ଯେଉଁ ଟିକା ଦିଆଯାଏ ଆଜି ଏକକାଳୀନ ୩ଟି ଟିକା ଓପିଭି-୧, ଡିପିଟି-୧ ଓ ହେପାଟାଇଟିସ ବି-୧ ଦିଆଯାଇଥିଲା। […]

ଭଦ୍ରକ: ଟିକା ନେଇ ୨ ମାସ ଶିଶୁର ମୃତ୍ୟୁ ଅଭିଯୋଗ । ଭଦ୍ରକ ଜିଲ୍ଲା ହସ୍ପିଟାଲ ପରିସରରେ ଏହାର ପ୍ରତିବାଦରେ ପରିବାର ଲୋକଙ୍କ ଧାରଣା ଦେଇଛନ୍ତି । ଭଦ୍ରକ ବ୍ଲକ ବାଣୀତିଆ ପଞ୍ଚାୟତ ମୁକ୍ତାପଦି ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି । ଏକା ସାଙ୍ଗେ ୩ଟି ଟିକା ନେଇଥିବା ସୂଚନା।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ଏବେ ଅଲୋଡ଼ା, ମାତ୍ର 'ଉତ୍ତରପ୍ରଦେଶ ଏବେ ‘୫-ଟି’ର ଶ୍ରେଷ୍ଠ ମଡେ଼ଲ'

ଜନ୍ମରୁ ୫ ବର୍ଷ ପର୍ଯ୍ଯନ୍ତ ଶିଶୁଙ୍କୁ ଯେଉଁ ଟିକା ଦିଆଯାଏ ଆଜି ଏକକାଳୀନ ୩ଟି ଟିକା ଓପିଭି-୧, ଡିପିଟି-୧ ଓ ହେପାଟାଇଟିସ ବି-୧ ଦିଆଯାଇଥିଲା। ଟିକା ନବାର କିଛି ସମୟ ପରେ ଶିଶୁଟି ଅସୁସ୍ଥ ହୋଇପଡିଥିଲା। ପରେ ପରିବାର ସଦସ୍ୟ ପିଲାଟିକୁ ତୁରନ୍ତ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ହେଲେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ। ତେବେ ଟିକା ଦେବାରେ ଅବହେଳା ହୋଇଥିବା ଅଭିଯୋଗ ନେଇ ପରିବାର ଲୋକେ ଧାରଣାରେ ବସିଛନ୍ତି । ଭଦ୍ରକ ଟାଉନ ପୁଲିସ ପହଞ୍ଚି ବୁଝାସୁଝା କରିଛି ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

14 Jul 2021 By The Sakala

ଟିକା ନେଇ ୨ମାସର ଶିଶୁ ମୃତ୍ୟୁ ଅଭିଯୋଗ, ମେଡିକାଲରେ ଧାରଣାଦେଲେ ପରିବାର

ଭଦ୍ରକ: ଟିକା ନେଇ ୨ ମାସ ଶିଶୁର ମୃତ୍ୟୁ ଅଭିଯୋଗ । ଭଦ୍ରକ ଜିଲ୍ଲା ହସ୍ପିଟାଲ ପରିସରରେ ଏହାର ପ୍ରତିବାଦରେ ପରିବାର ଲୋକଙ୍କ ଧାରଣା ଦେଇଛନ୍ତି । ଭଦ୍ରକ ବ୍ଲକ ବାଣୀତିଆ ପଞ୍ଚାୟତ ମୁକ୍ତାପଦି ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି । ଏକା ସାଙ୍ଗେ ୩ଟି ଟିକା ନେଇଥିବା ସୂଚନା।

ଜନ୍ମରୁ ୫ ବର୍ଷ ପର୍ଯ୍ଯନ୍ତ ଶିଶୁଙ୍କୁ ଯେଉଁ ଟିକା ଦିଆଯାଏ ଆଜି ଏକକାଳୀନ ୩ଟି ଟିକା ଓପିଭି-୧, ଡିପିଟି-୧ ଓ ହେପାଟାଇଟିସ ବି-୧ ଦିଆଯାଇଥିଲା। ଟିକା ନବାର କିଛି ସମୟ ପରେ ଶିଶୁଟି ଅସୁସ୍ଥ ହୋଇପଡିଥିଲା। ପରେ ପରିବାର ସଦସ୍ୟ ପିଲାଟିକୁ ତୁରନ୍ତ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ହେଲେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ। ତେବେ ଟିକା ଦେବାରେ ଅବହେଳା ହୋଇଥିବା ଅଭିଯୋଗ ନେଇ ପରିବାର ଲୋକେ ଧାରଣାରେ ବସିଛନ୍ତି । ଭଦ୍ରକ ଟାଉନ ପୁଲିସ ପହଞ୍ଚି ବୁଝାସୁଝା କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର