ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଗାଇସିଲେଟ ପ୍ରାଥମିକ କୃଷି ସମବାୟ ସମିତି ସମ୍ପାଦକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

The Sakala Picture
Published On

ଗାଇସିଲେଟ: ଆୟ ବର୍ହିଭୂତ ସମ୍ପତି ଠୁଲ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ବରଗଡ଼ ଜିଲ୍ଲା ଗାଇସିଲେଟ ପ୍ରାଥମିକ କୃଷି ସମବାୟ ସମିତି ସହ ସମ୍ପାଦକ ଘନଶ୍ୟାମ ସାହୁଙ୍କ କଳଙ୍ଗାପାଲି ସ୍ଥିତ ବାସଭବନ ଏବଂ ଗାଇସିଲେଟ କାର୍ଯ୍ଯାଳୟରେ ଏକ ସାଙ୍ଗରେ ଭିଜିଲାନ୍ସ ଚଢ଼ାଉ ଚାଲିଛି। ବର୍ତ୍ତମାନ ଯାଏଁ ନଗଦ ୧,୬୬,୦୦୦ ଟଙ୍କା , ଗୋଟିଏ ଚାରି ଚକିଆ ଗାଡି ଓ ଗୋଟିଏ ବାଇକ ଜବତ କରାଯାଇଛି ଜମିବାଡ଼ି ଓ ଗହଣାର ମୂଲ୍ୟ ଆକଳନ ଚାଲିଥିବା ଜଣାପଡ଼ିଛି । ଏହି […]

ଗାଇସିଲେଟ: ଆୟ ବର୍ହିଭୂତ ସମ୍ପତି ଠୁଲ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ବରଗଡ଼ ଜିଲ୍ଲା ଗାଇସିଲେଟ ପ୍ରାଥମିକ କୃଷି ସମବାୟ ସମିତି ସହ ସମ୍ପାଦକ ଘନଶ୍ୟାମ ସାହୁଙ୍କ କଳଙ୍ଗାପାଲି ସ୍ଥିତ ବାସଭବନ ଏବଂ ଗାଇସିଲେଟ କାର୍ଯ୍ଯାଳୟରେ ଏକ ସାଙ୍ଗରେ ଭିଜିଲାନ୍ସ ଚଢ଼ାଉ ଚାଲିଛି। ବର୍ତ୍ତମାନ ଯାଏଁ ନଗଦ ୧,୬୬,୦୦୦ ଟଙ୍କା , ଗୋଟିଏ ଚାରି ଚକିଆ ଗାଡି ଓ ଗୋଟିଏ ବାଇକ ଜବତ କରାଯାଇଛି ଜମିବାଡ଼ି ଓ ଗହଣାର ମୂଲ୍ୟ ଆକଳନ ଚାଲିଥିବା ଜଣାପଡ଼ିଛି । ଏହି ଚଢ଼ଉରେ ଜଣେ ଭିଜିଲାନ୍ସ ଡ଼ିଏସପି, ୪ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଦୁଇଟି ଦଳ ନିୟୋଜିତ ଥିବା ଜଣାପଡ଼ିଛି । ଅନୁପଯୁକ୍ତ ସମ୍ପତ୍ତିର ମାଲିକାନା ଅଭିଯୋଗ ଉପରେ ଅନୁସନ୍ଧାନ କରୁଛନ୍ତି । ବର୍ତ୍ତମାନ ପର୍ଯ୍ଯନ୍ତ ଚଢ଼ଉ ଚାଲିଥିବା ଜଣାପଡ଼େ ।

ଆହୁରି ପଢ଼ନ୍ତୁ: ଗେରୁଆ ଗାମୁଛା ପକାଇଲେ ରାସନ୍‌ କାର୍ଡରେ ଯୋଡ଼ା ଯାଉଛି ନାମ: ବିରୋଧୀ

09 Aug 2021 By The Sakala

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଗାଇସିଲେଟ ପ୍ରାଥମିକ କୃଷି ସମବାୟ ସମିତି ସମ୍ପାଦକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଗାଇସିଲେଟ: ଆୟ ବର୍ହିଭୂତ ସମ୍ପତି ଠୁଲ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ବରଗଡ଼ ଜିଲ୍ଲା ଗାଇସିଲେଟ ପ୍ରାଥମିକ କୃଷି ସମବାୟ ସମିତି ସହ ସମ୍ପାଦକ ଘନଶ୍ୟାମ ସାହୁଙ୍କ କଳଙ୍ଗାପାଲି ସ୍ଥିତ ବାସଭବନ ଏବଂ ଗାଇସିଲେଟ କାର୍ଯ୍ଯାଳୟରେ ଏକ ସାଙ୍ଗରେ ଭିଜିଲାନ୍ସ ଚଢ଼ାଉ ଚାଲିଛି। ବର୍ତ୍ତମାନ ଯାଏଁ ନଗଦ ୧,୬୬,୦୦୦ ଟଙ୍କା , ଗୋଟିଏ ଚାରି ଚକିଆ ଗାଡି ଓ ଗୋଟିଏ ବାଇକ ଜବତ କରାଯାଇଛି ଜମିବାଡ଼ି ଓ ଗହଣାର ମୂଲ୍ୟ ଆକଳନ ଚାଲିଥିବା ଜଣାପଡ଼ିଛି । ଏହି ଚଢ଼ଉରେ ଜଣେ ଭିଜିଲାନ୍ସ ଡ଼ିଏସପି, ୪ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଦୁଇଟି ଦଳ ନିୟୋଜିତ ଥିବା ଜଣାପଡ଼ିଛି । ଅନୁପଯୁକ୍ତ ସମ୍ପତ୍ତିର ମାଲିକାନା ଅଭିଯୋଗ ଉପରେ ଅନୁସନ୍ଧାନ କରୁଛନ୍ତି । ବର୍ତ୍ତମାନ ପର୍ଯ୍ଯନ୍ତ ଚଢ଼ଉ ଚାଲିଥିବା ଜଣାପଡ଼େ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର