ବିଜେପି ବିଧାୟିକା କୁସୁମ ଟେଟେ ଓ ତାଙ୍କ ସମର୍ଥକଙ୍କ ନାଁରେ ଥାନାରେ ଏତଲା ଦେଲେ ଜିଏସଟି ଅଧିକାରୀ

The Sakala Picture
Published On

ବରଗଡ଼: ପଦମପୁର ଜିଏସଟି ରେଡ୍ ବେଳେ ବିଜେପି ଗୁଣ୍ଡାଙ୍କ ଆକ୍ରମଣ ଘଟଣା । ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲେ ଜିଏସଟି ଅଧିକାରୀ । ପଦମପୁର ଥାନାରେ ଜିଏସଟି ଅଧିକାରୀ ଏତଲା ଦେଇଛନ୍ତି । ବିଜେପି ବିଧାୟିକା କୁସୁମ ଟେଟେ ଓ ତାଙ୍କ ସମର୍ଥକଙ୍କ ନାଁରେ ଅଭିଯୋଗ ହୋଇଛି । ପାଇକମାଳରେ ଜିଏସଟି ଚଢ଼ାଉ ବେଳେ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ କୁସୁମ ଓ ତାଙ୍କ ସମର୍ଥକ । ଜିଏସଟି ଅଧିକାରୀଙ୍କ କାଗଜ ପତ୍ର ଛଡ଼ାଇ ନେଇଥିଲେ । ମହିଳା […]

ବରଗଡ଼: ପଦମପୁର ଜିଏସଟି ରେଡ୍ ବେଳେ ବିଜେପି ଗୁଣ୍ଡାଙ୍କ ଆକ୍ରମଣ ଘଟଣା । ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲେ ଜିଏସଟି ଅଧିକାରୀ । ପଦମପୁର ଥାନାରେ ଜିଏସଟି ଅଧିକାରୀ ଏତଲା ଦେଇଛନ୍ତି । ବିଜେପି ବିଧାୟିକା କୁସୁମ ଟେଟେ ଓ ତାଙ୍କ ସମର୍ଥକଙ୍କ ନାଁରେ ଅଭିଯୋଗ ହୋଇଛି । ପାଇକମାଳରେ ଜିଏସଟି ଚଢ଼ାଉ ବେଳେ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ କୁସୁମ ଓ ତାଙ୍କ ସମର୍ଥକ । ଜିଏସଟି ଅଧିକାରୀଙ୍କ କାଗଜ ପତ୍ର ଛଡ଼ାଇ ନେଇଥିଲେ ।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ଓ ତାମିଲନାଡୁରେ ମତଦାନ ଜାରି, ହିଂସା ଓ ଇଭିଏମ୍ ତ୍ରୁଟି ଯୋଗୁଁ କିଛି ସ୍ଥାନରେ ଭୋଟିଂ ବାଧାପ୍ରାପ୍ତ

ମହିଳା ଅଧିକାରୀଙ୍କୁ ଆକ୍ରମଣ ଓ ଅଶାଳୀନ ବ୍ୟବହାର ଅଭିଯୋଗ ହୋଇଥିଲା । ସରକାରୀ କାର୍ଯ୍ୟରେ ଉଦ୍ଦେଶ୍ୟମୂଳକ ଭାବେ ବାଧା ସୃଷ୍ଟି ଅଭିଯୋଗ । ଜଗଦମ୍ବା କ୍ଲଥ ଷ୍ଟୋରରେ ଚଢାଉ ବେଳେ ୧୦-୨୦ଲୋକ ବାଧା ଦେଇଥିଲେ । କପଡା କିଣିବା ବାହାନାରେ ଚଢାଉ କାର୍ଯ୍ୟରେ ବାଧା ଦେଇଥିଲେ । ଦୋକାନ ମାଲିକ ସୁନୀଲ ଅଗ୍ରୱାଲ ମଧ୍ୟ ସହଯୋଗ କରୁଥିଲେ ।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ରେକର୍ଡ ୯୨% ମତଦାନ, ଏହି ଭୋଟ୍ ସୁନାମି ବିଜେପି ନା ମମତା କାହାକୁ ଦେବ ଫାଇଦା?

ଏହାର ୨ଘଣ୍ଟା ପରେ ୫୦୦ରୁ ଅଧିକ ଲୋକ ଜୋର ଜବରଦସ୍ତ ଦୋକାନରେ ପଶିଥିଲେ । ଚଢାଉରେ ନିୟୋଜିତ କର୍ମଚାରୀଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ । ମହିଳା ଅଧିକାରୀଙ୍କ ସମେତ ଅନ୍ୟ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ । ସ୍ଥାନୀୟ ପୋଲିସ ଆମକୁ ସେହି ଜାଗାରୁ ଉଦ୍ଧାର କରିଥିଲେ । ଦୁର୍ବୃତ୍ତମାନେ ଗାଡି ଭାଙ୍ଗିବା ସହ ସରକାରୀ କାର୍ଯ୍ୟରେ ବାଧା ଦେଇଥିଲେ । ଏମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ GST ଅଧିକାରୀ ଏତଲା ଦେିଛନ୍ତି ।

ଆହୁରି ପଢ଼ନ୍ତୁ: ଆମ୍ ଆଦମୀ ପାର୍ଟିକୁ ଶକ୍ତ ଝଟକା: ବିଜେପିରେ ସାମିଲ ହେଲେ ଆପ୍‌ର ୭ ରାଜ୍ୟସଭା ସାଂସଦ

29 Nov 2022 By The Sakala

ବିଜେପି ବିଧାୟିକା କୁସୁମ ଟେଟେ ଓ ତାଙ୍କ ସମର୍ଥକଙ୍କ ନାଁରେ ଥାନାରେ ଏତଲା ଦେଲେ ଜିଏସଟି ଅଧିକାରୀ

ବରଗଡ଼: ପଦମପୁର ଜିଏସଟି ରେଡ୍ ବେଳେ ବିଜେପି ଗୁଣ୍ଡାଙ୍କ ଆକ୍ରମଣ ଘଟଣା । ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲେ ଜିଏସଟି ଅଧିକାରୀ । ପଦମପୁର ଥାନାରେ ଜିଏସଟି ଅଧିକାରୀ ଏତଲା ଦେଇଛନ୍ତି । ବିଜେପି ବିଧାୟିକା କୁସୁମ ଟେଟେ ଓ ତାଙ୍କ ସମର୍ଥକଙ୍କ ନାଁରେ ଅଭିଯୋଗ ହୋଇଛି । ପାଇକମାଳରେ ଜିଏସଟି ଚଢ଼ାଉ ବେଳେ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ କୁସୁମ ଓ ତାଙ୍କ ସମର୍ଥକ । ଜିଏସଟି ଅଧିକାରୀଙ୍କ କାଗଜ ପତ୍ର ଛଡ଼ାଇ ନେଇଥିଲେ ।

ମହିଳା ଅଧିକାରୀଙ୍କୁ ଆକ୍ରମଣ ଓ ଅଶାଳୀନ ବ୍ୟବହାର ଅଭିଯୋଗ ହୋଇଥିଲା । ସରକାରୀ କାର୍ଯ୍ୟରେ ଉଦ୍ଦେଶ୍ୟମୂଳକ ଭାବେ ବାଧା ସୃଷ୍ଟି ଅଭିଯୋଗ । ଜଗଦମ୍ବା କ୍ଲଥ ଷ୍ଟୋରରେ ଚଢାଉ ବେଳେ ୧୦-୨୦ଲୋକ ବାଧା ଦେଇଥିଲେ । କପଡା କିଣିବା ବାହାନାରେ ଚଢାଉ କାର୍ଯ୍ୟରେ ବାଧା ଦେଇଥିଲେ । ଦୋକାନ ମାଲିକ ସୁନୀଲ ଅଗ୍ରୱାଲ ମଧ୍ୟ ସହଯୋଗ କରୁଥିଲେ ।

ଏହାର ୨ଘଣ୍ଟା ପରେ ୫୦୦ରୁ ଅଧିକ ଲୋକ ଜୋର ଜବରଦସ୍ତ ଦୋକାନରେ ପଶିଥିଲେ । ଚଢାଉରେ ନିୟୋଜିତ କର୍ମଚାରୀଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ । ମହିଳା ଅଧିକାରୀଙ୍କ ସମେତ ଅନ୍ୟ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ । ସ୍ଥାନୀୟ ପୋଲିସ ଆମକୁ ସେହି ଜାଗାରୁ ଉଦ୍ଧାର କରିଥିଲେ । ଦୁର୍ବୃତ୍ତମାନେ ଗାଡି ଭାଙ୍ଗିବା ସହ ସରକାରୀ କାର୍ଯ୍ୟରେ ବାଧା ଦେଇଥିଲେ । ଏମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ GST ଅଧିକାରୀ ଏତଲା ଦେିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର