ପୁଣି ଖାକିରେ ଲାଗିଲା କଳଙ୍କ: ମହିଳା କନେଷ୍ଟବଳଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହେଲେ ଫାଣ୍ଡି ଅଧିକାରୀ

The Sakala Picture
Published On

ବାଲେଶ୍ୱର: ପୁଣି ଖାକିରେ ଲାଗିଲା କଳଙ୍କ। ପୁଲିସକୁ ଗିରଫ କଲା ପୁଲିସ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାରେ। ଜଣେ ପୁଲିସ ବାବୁ ମହିଳା କନେଷ୍ଟବଳଙ୍କୁ ବାରମ୍ୱାର ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି। ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଗୋପାଳପୁର ଫାଣ୍ଡିର ଅଧିକାରୀ ବଂଶୀଧର ପ୍ରଧାନ ଥାନାର ଜଣେ ମହିଳା କନେଷ୍ଟବଳଙ୍କୁ ବାରମ୍ୱାର ଦୁଷ୍କର୍ମ କରିଥିଲେ।  ମହିଳା କନେଷ୍ଟବଳ ଏନେଇ ବାଲେଶ୍ୱର ତଥା ପୂର୍ବାଞ୍ଚଳ ଆଇଜି ଦିପ୍ତେସ ପଟ୍ଟନାୟକଙ୍କ ପାଖରେ ଅଭିଯୋଗ କରିଥିଲେ। […]

ବାଲେଶ୍ୱର: ପୁଣି ଖାକିରେ ଲାଗିଲା କଳଙ୍କ। ପୁଲିସକୁ ଗିରଫ କଲା ପୁଲିସ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାରେ। ଜଣେ ପୁଲିସ ବାବୁ ମହିଳା କନେଷ୍ଟବଳଙ୍କୁ ବାରମ୍ୱାର ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଗୋପାଳପୁର ଫାଣ୍ଡିର ଅଧିକାରୀ ବଂଶୀଧର ପ୍ରଧାନ ଥାନାର ଜଣେ ମହିଳା କନେଷ୍ଟବଳଙ୍କୁ ବାରମ୍ୱାର ଦୁଷ୍କର୍ମ କରିଥିଲେ।  ମହିଳା କନେଷ୍ଟବଳ ଏନେଇ ବାଲେଶ୍ୱର ତଥା ପୂର୍ବାଞ୍ଚଳ ଆଇଜି ଦିପ୍ତେସ ପଟ୍ଟନାୟକଙ୍କ ପାଖରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଆଇଜି ଅଭିଯୁକ୍ତ ଫାଣ୍ଡି ଅଧିକାରୀଙ୍କୁ ଅଫିସ୍‌କୁ ଡାକିଥିଲେ । ବଂଶୀଧର ପ୍ରଧାନ ଅଫିସ୍‌ରେ ପହଞ୍ଚିବା କ୍ଷଣି ସେଠାରେ ତାଙ୍କୁ ଗିରଫ କରାଯାଇଥିଲା । କିଛି ସମୟ ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବା ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

28 May 2021 By The Sakala

ପୁଣି ଖାକିରେ ଲାଗିଲା କଳଙ୍କ: ମହିଳା କନେଷ୍ଟବଳଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହେଲେ ଫାଣ୍ଡି ଅଧିକାରୀ

ବାଲେଶ୍ୱର: ପୁଣି ଖାକିରେ ଲାଗିଲା କଳଙ୍କ। ପୁଲିସକୁ ଗିରଫ କଲା ପୁଲିସ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାରେ। ଜଣେ ପୁଲିସ ବାବୁ ମହିଳା କନେଷ୍ଟବଳଙ୍କୁ ବାରମ୍ୱାର ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି।

ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଗୋପାଳପୁର ଫାଣ୍ଡିର ଅଧିକାରୀ ବଂଶୀଧର ପ୍ରଧାନ ଥାନାର ଜଣେ ମହିଳା କନେଷ୍ଟବଳଙ୍କୁ ବାରମ୍ୱାର ଦୁଷ୍କର୍ମ କରିଥିଲେ।  ମହିଳା କନେଷ୍ଟବଳ ଏନେଇ ବାଲେଶ୍ୱର ତଥା ପୂର୍ବାଞ୍ଚଳ ଆଇଜି ଦିପ୍ତେସ ପଟ୍ଟନାୟକଙ୍କ ପାଖରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଆଇଜି ଅଭିଯୁକ୍ତ ଫାଣ୍ଡି ଅଧିକାରୀଙ୍କୁ ଅଫିସ୍‌କୁ ଡାକିଥିଲେ । ବଂଶୀଧର ପ୍ରଧାନ ଅଫିସ୍‌ରେ ପହଞ୍ଚିବା କ୍ଷଣି ସେଠାରେ ତାଙ୍କୁ ଗିରଫ କରାଯାଇଥିଲା । କିଛି ସମୟ ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବା ବୋଲି ଜଣାପଡ଼ିଛି।

https://www.thesakala.in/latest-odisha-news/balasore/police-officer-arrest-baleswar/article-2452
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର