ବିପୁଳ ପରିମାଣରେ ମଦ ସହ ଚାରିଚକିଆ ଗାଡି ଓ ବାଇକ୍ ଜବତ: ୨ଗିରଫ

The Sakala Picture
Published On

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଅବକାରୀ ଅଧିକ୍ଷକ ଶେଖ ଆସିଫ ଅଲ୍ଲିଙ୍କ ନିର୍ଦ୍ଦେଶ କ୍ରମେ ଜଳେଶ୍ବର ଭୋଗରାଇ ଅବକାରୀ ଥାନା ପକ୍ଷରୁ ଜଳେଶ୍ବର ଥାନା ଅନ୍ତର୍ଗତ ଅଗ୍ରୱାଲା ରୋଡ଼ ଓ କମରଦା ଥାନା ଅନ୍ତର୍ଗତ କମରଦା ସଗଡ଼ା ସାହି ରାସ୍ତାରେ ଅବକାରୀ ବିଭାଗ ପେଟ୍ରୋଲିଂ କରୁଥିବା ସମୟରେ ଏକ ସିଲଭର କଲର ମାରୁତି ଅମିନି ଭ୍ୟାନ ଚାରି ଚକିଆ ଯାନରେ ୧୨ହଜାର ଲିଟର ପଶ୍ଚିମବଙ୍ଗ ପ୍ରସ୍ତୁତ ଦେଶୀ ମଦ ସହ ଜଣେ ପଶ୍ଚିମବଙ୍ଗ ମଦ ମାଫିଆ ଗିରଫ କରିଛି।ସେହିପରି […]

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଅବକାରୀ ଅଧିକ୍ଷକ ଶେଖ ଆସିଫ ଅଲ୍ଲିଙ୍କ ନିର୍ଦ୍ଦେଶ କ୍ରମେ ଜଳେଶ୍ବର ଭୋଗରାଇ ଅବକାରୀ ଥାନା ପକ୍ଷରୁ ଜଳେଶ୍ବର ଥାନା ଅନ୍ତର୍ଗତ ଅଗ୍ରୱାଲା ରୋଡ଼ ଓ କମରଦା ଥାନା ଅନ୍ତର୍ଗତ କମରଦା ସଗଡ଼ା ସାହି ରାସ୍ତାରେ ଅବକାରୀ ବିଭାଗ ପେଟ୍ରୋଲିଂ କରୁଥିବା ସମୟରେ ଏକ ସିଲଭର କଲର ମାରୁତି ଅମିନି ଭ୍ୟାନ ଚାରି ଚକିଆ ଯାନରେ ୧୨ହଜାର ଲିଟର ପଶ୍ଚିମବଙ୍ଗ ପ୍ରସ୍ତୁତ ଦେଶୀ ମଦ ସହ ଜଣେ ପଶ୍ଚିମବଙ୍ଗ ମଦ ମାଫିଆ ଗିରଫ କରିଛି।ସେହିପରି ଅଗ୍ରୱାଲା ରୋଡ଼ରୁ ସୁନକନିଆ ରାସ୍ତାରେ ଏକ ମଟର ସାଇକେଲ ସହିତ ୧୨୦ଲିଟର ପଶ୍ଚିମବଙ୍ଗ ଦେଶୀ ମଦ ଯବତ ସହ ଜଣେ ବଙ୍ଗୀୟ ମଦ ବେପାରୀଙ୍କୁ ଗିରଫ କରାଯାଇ ୨୧/୨୧ ,୩୫/୨୧ ପୃଥକ ପୃଥକ ମାମଲା ରୁଜୁ କରି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ଚଢ଼ାଉରେ ଜଳେଶ୍ବର ଓଆଇସି ଦେବେନ୍ଦ୍ର କୁମାର ବେହେରା, ଭୋଗରାଇ ଓଆଇସି ଜୟନ୍ତୀ ଆଚାର୍ଯ୍ୟ, କନେଷ୍ଟବଳ ରାମଚନ୍ଦ୍ର ମହାନ୍ତି, ଶଶୀଭୂଷଣ ସ୍ୱାଇଁ, ବାବାଜୀ ପଣ୍ଡିତ, ପିଙ୍କି ମହାନ୍ତି ପ୍ରମୁଖ ସାମିଲ ଥିଲେ।

ଆହୁରି ପଢ଼ନ୍ତୁ: ବିବାହ ବେଦୀରେ ବସିବା ପରେ ବଦଳିଗଲା ବରର ମନ, କନିଆଁକୁ ଛାଡ଼ି ପଳାଇ ଆସିଲା ପୁଅ

15 Jun 2021 By The Sakala

ବିପୁଳ ପରିମାଣରେ ମଦ ସହ ଚାରିଚକିଆ ଗାଡି ଓ ବାଇକ୍ ଜବତ: ୨ଗିରଫ

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଅବକାରୀ ଅଧିକ୍ଷକ ଶେଖ ଆସିଫ ଅଲ୍ଲିଙ୍କ ନିର୍ଦ୍ଦେଶ କ୍ରମେ ଜଳେଶ୍ବର ଭୋଗରାଇ ଅବକାରୀ ଥାନା ପକ୍ଷରୁ ଜଳେଶ୍ବର ଥାନା ଅନ୍ତର୍ଗତ ଅଗ୍ରୱାଲା ରୋଡ଼ ଓ କମରଦା ଥାନା ଅନ୍ତର୍ଗତ କମରଦା ସଗଡ଼ା ସାହି ରାସ୍ତାରେ ଅବକାରୀ ବିଭାଗ ପେଟ୍ରୋଲିଂ କରୁଥିବା ସମୟରେ ଏକ ସିଲଭର କଲର ମାରୁତି ଅମିନି ଭ୍ୟାନ ଚାରି ଚକିଆ ଯାନରେ ୧୨ହଜାର ଲିଟର ପଶ୍ଚିମବଙ୍ଗ ପ୍ରସ୍ତୁତ ଦେଶୀ ମଦ ସହ ଜଣେ ପଶ୍ଚିମବଙ୍ଗ ମଦ ମାଫିଆ ଗିରଫ କରିଛି।ସେହିପରି ଅଗ୍ରୱାଲା ରୋଡ଼ରୁ ସୁନକନିଆ ରାସ୍ତାରେ ଏକ ମଟର ସାଇକେଲ ସହିତ ୧୨୦ଲିଟର ପଶ୍ଚିମବଙ୍ଗ ଦେଶୀ ମଦ ଯବତ ସହ ଜଣେ ବଙ୍ଗୀୟ ମଦ ବେପାରୀଙ୍କୁ ଗିରଫ କରାଯାଇ ୨୧/୨୧ ,୩୫/୨୧ ପୃଥକ ପୃଥକ ମାମଲା ରୁଜୁ କରି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ଚଢ଼ାଉରେ ଜଳେଶ୍ବର ଓଆଇସି ଦେବେନ୍ଦ୍ର କୁମାର ବେହେରା, ଭୋଗରାଇ ଓଆଇସି ଜୟନ୍ତୀ ଆଚାର୍ଯ୍ୟ, କନେଷ୍ଟବଳ ରାମଚନ୍ଦ୍ର ମହାନ୍ତି, ଶଶୀଭୂଷଣ ସ୍ୱାଇଁ, ବାବାଜୀ ପଣ୍ଡିତ, ପିଙ୍କି ମହାନ୍ତି ପ୍ରମୁଖ ସାମିଲ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର