ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ପ୍ରେମ, ପ୍ରତିଶ୍ରୁତି ପରେ ପ୍ରତାରଣା; ଯୁବକ ଗିରଫ

The Sakala Picture
Published On

ବାଲେଶ୍ବର: କଟକ ପୁଅ ଓ ବାଲେଶ୍ଵର ଝିଅ। ଯୁବତୀଙ୍କ ସହ ପ୍ରେମ, ପରେ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା ଦେଇଛି ଯୁବକ। ଏଭଳି ଏକ ଅଭି‌ଯୋଗରେ ଟାଉନ୍‌ ଥାନା ପୁଲିସ ଯୁବକକୁ ଗିରଫ କରିଛି। ଯୁବକ ଜଣକ ହେଲେ କଟକ ମାହାଙ୍ଗା ଥାନା କୁଆଁପାଳ ଅଞ୍ଚଳର ସନ୍ଦୀପ କୁମାର ମହାନ୍ତି(୨୮)। ପୁଲିସ ସୂଚନା ମୁତାବକ, ୨୦୦୯ ମସିହାରେ ସନ୍ଦୀପ ବାଲେଶ୍ବରର ଏକ ଘରୋଇ କଲେଜ୍‌ରେ ପଢ଼ୁଥିଲେ। ସେତେବେଳେ ମାନସିଂହ ବଜାର ନିକଟରେ ଭଡ଼ାରେ ରହୁଥିଲେ। ସେଠାରେ ରହୁଥିବା […]

ବାଲେଶ୍ବର: କଟକ ପୁଅ ଓ ବାଲେଶ୍ଵର ଝିଅ। ଯୁବତୀଙ୍କ ସହ ପ୍ରେମ, ପରେ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା ଦେଇଛି ଯୁବକ। ଏଭଳି ଏକ ଅଭି‌ଯୋଗରେ ଟାଉନ୍‌ ଥାନା ପୁଲିସ ଯୁବକକୁ ଗିରଫ କରିଛି। ଯୁବକ ଜଣକ ହେଲେ କଟକ ମାହାଙ୍ଗା ଥାନା କୁଆଁପାଳ ଅଞ୍ଚଳର ସନ୍ଦୀପ କୁମାର ମହାନ୍ତି(୨୮)।

ପୁଲିସ ସୂଚନା ମୁତାବକ, ୨୦୦୯ ମସିହାରେ ସନ୍ଦୀପ ବାଲେଶ୍ବରର ଏକ ଘରୋଇ କଲେଜ୍‌ରେ ପଢ଼ୁଥିଲେ। ସେତେବେଳେ ମାନସିଂହ ବଜାର ନିକଟରେ ଭଡ଼ାରେ ରହୁଥିଲେ। ସେଠାରେ ରହୁଥିବା ସମୟରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରସ୍ପର ପରସ୍ପରକୁ ଭଲପାଇ ବସିଲେ। ଏହାର ସୁଯୋଗନେଇ ସନ୍ଦୀପ ଯୁବତୀଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲା। ତେବେ କିଛିଦିନ ତଳେ ଯୁବତୀ ବିବାହ ପାଇଁ କହିବାରୁ ସନ୍ଦୀପ ସିଧା ସିଧା ମନାକରିଥିଲା। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏସମ୍ପର୍କରେ କାହାକୁ ନ କହିବା ପାଇଁ ସନ୍ଦୀପ ଧମକଚମକ ଦେଇଥିଲା। ଏନେଇ ଯୁବତୀ ଜଣଙ୍କ ଟାଉନ୍‌ ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଥିଲା। ତେବେ ଗୁରୁବାର ଦିନ ପୁଲିସ ସନ୍ଦୀପକୁ ଗିରଫ କରି କୋର୍ଟ ଚାଲାଣ କରିଛି।

01 Jul 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର