ଫିନାଇନ ମିଶା ଡାଲି ଖାଇ ୬ଛାତ୍ରୀ ଅସୁସ୍ଥ

The Sakala Picture
Published On

ବାଲେଶ୍ୱର: ବାଲେଶ୍ଵର ଜିଲ୍ଲା ରୂପସାସ୍ଥିତ ଯୋଗେନ୍ଦ୍ର ଆଞ୍ଚଳିକ କଲେଜର ହଷ୍ଟେଲରେ ଛାତ୍ରୀଙ୍କୁ ବିଷାକ୍ତ ଖାଦ୍ୟ ଖାଇବାକୁ ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଖାଦ୍ୟ ଖାଇବା ପରେ ୬ ଜଣ ଛାତ୍ରଛାତ୍ରୀ ଗୁତୁତର ହୋଇଛନ୍ତି। ଗୁରୁତରମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନରେ ଯୋଗେନ୍ଦ୍ର ଆଞ୍ଚଳିକ କଲେଜର ହଷ୍ଟେଲରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଇଥିଲା। ଖାଇସାରିବା ପରେ କିଛି ପିଲାଙ୍କର ମୁଣ୍ଡ ବୁଲାଇଥିଲା। ଅନ୍ୟ କିଛି ପିଲା ବାନ୍ତି କରିଥିଲେ। ଫଳରେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ […]

ବାଲେଶ୍ୱର: ବାଲେଶ୍ଵର ଜିଲ୍ଲା ରୂପସାସ୍ଥିତ ଯୋଗେନ୍ଦ୍ର ଆଞ୍ଚଳିକ କଲେଜର ହଷ୍ଟେଲରେ ଛାତ୍ରୀଙ୍କୁ ବିଷାକ୍ତ ଖାଦ୍ୟ ଖାଇବାକୁ ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଖାଦ୍ୟ ଖାଇବା ପରେ ୬ ଜଣ ଛାତ୍ରଛାତ୍ରୀ ଗୁତୁତର ହୋଇଛନ୍ତି। ଗୁରୁତରମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନରେ ଯୋଗେନ୍ଦ୍ର ଆଞ୍ଚଳିକ କଲେଜର ହଷ୍ଟେଲରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଇଥିଲା। ଖାଇସାରିବା ପରେ କିଛି ପିଲାଙ୍କର ମୁଣ୍ଡ ବୁଲାଇଥିଲା। ଅନ୍ୟ କିଛି ପିଲା ବାନ୍ତି କରିଥିଲେ। ଫଳରେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ରୂପସାସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ୨ ଜଣ ଛାତ୍ରଛାତ୍ରୀ ଗୁରୁତର ଥିବାରୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମହାବିଦ୍ୟାଳୟର ରୋଷେୟା ଭୁଲରେ ଫିନାଇଲ ପକେଇ ଦେଇଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

 

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର