ଏସଟିଏଫ ପଞ୍ଝାରେ ବ୍ରାଉନସୁଗର ବେପାରୀ: ଜବତ ହେଲା ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର

The Sakala Picture
Published On

ବାଲେଶ୍ବର: ପୁଣି ଏସଟିଏଫ ପଞ୍ଝାରେ ବ୍ରାଉନସୁଗର ବେପାରୀ। ବାଲେଶ୍ବର ସୋରର ହୋଟେଲ ଲିଓ ସାଇ ଇଣ୍ଟରନ୍ଯାସନାଲ ପାଖରୁ ଜବତ ହୋଇଛି ପୁଳାପୁଳା ବ୍ରାଉନସୁଗର। ଜବତ ବ୍ରାଉନସୁଗର ୧ କେଜି ୧୦୦ ଗ୍ରାମର ହୋଇଥିବା ବେଳେ ଆନୁମାନିକ ମୂଲ୍ଯ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ଜଣାପଡ଼ିଛି। ବ୍ରାଉସୁଗରର କାରବାରରେ ଜଣେ ଗିରଫ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ୨୦୨୦ରୁ ସ୍ପେଶାଲ ଡ୍ରାଇଭ ଚଳାଇଛି ଏସଟିଏଫ । ଆଜିଯାଏ ୪୮ କେଜିରୁ ଉର୍ଦ୍ଧ୍ବ ବ୍ରାଉନସୁଗର ଜବତ ହୋଇଥିବା […]

ବାଲେଶ୍ବର: ପୁଣି ଏସଟିଏଫ ପଞ୍ଝାରେ ବ୍ରାଉନସୁଗର ବେପାରୀ। ବାଲେଶ୍ବର ସୋରର ହୋଟେଲ ଲିଓ ସାଇ ଇଣ୍ଟରନ୍ଯାସନାଲ ପାଖରୁ ଜବତ ହୋଇଛି ପୁଳାପୁଳା ବ୍ରାଉନସୁଗର। ଜବତ ବ୍ରାଉନସୁଗର ୧ କେଜି ୧୦୦ ଗ୍ରାମର ହୋଇଥିବା ବେଳେ ଆନୁମାନିକ ମୂଲ୍ଯ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ଜଣାପଡ଼ିଛି। ବ୍ରାଉସୁଗରର କାରବାରରେ ଜଣେ ଗିରଫ ହୋଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ସୂଚନା ଅନୁଯାୟୀ, ୨୦୨୦ରୁ ସ୍ପେଶାଲ ଡ୍ରାଇଭ ଚଳାଇଛି ଏସଟିଏଫ । ଆଜିଯାଏ ୪୮ କେଜିରୁ ଉର୍ଦ୍ଧ୍ବ ବ୍ରାଉନସୁଗର ଜବତ ହୋଇଥିବା ବେଳେ ୮୯ କେଜିରୁ ଅଧିକ ଗଞ୍ଜେଇ ସହ ୧୨୨ ବେପାରୀ ଗିରଫ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

10 Feb 2022 By The Sakala

ଏସଟିଏଫ ପଞ୍ଝାରେ ବ୍ରାଉନସୁଗର ବେପାରୀ: ଜବତ ହେଲା ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର

ବାଲେଶ୍ବର: ପୁଣି ଏସଟିଏଫ ପଞ୍ଝାରେ ବ୍ରାଉନସୁଗର ବେପାରୀ। ବାଲେଶ୍ବର ସୋରର ହୋଟେଲ ଲିଓ ସାଇ ଇଣ୍ଟରନ୍ଯାସନାଲ ପାଖରୁ ଜବତ ହୋଇଛି ପୁଳାପୁଳା ବ୍ରାଉନସୁଗର। ଜବତ ବ୍ରାଉନସୁଗର ୧ କେଜି ୧୦୦ ଗ୍ରାମର ହୋଇଥିବା ବେଳେ ଆନୁମାନିକ ମୂଲ୍ଯ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ଜଣାପଡ଼ିଛି। ବ୍ରାଉସୁଗରର କାରବାରରେ ଜଣେ ଗିରଫ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ୨୦୨୦ରୁ ସ୍ପେଶାଲ ଡ୍ରାଇଭ ଚଳାଇଛି ଏସଟିଏଫ । ଆଜିଯାଏ ୪୮ କେଜିରୁ ଉର୍ଦ୍ଧ୍ବ ବ୍ରାଉନସୁଗର ଜବତ ହୋଇଥିବା ବେଳେ ୮୯ କେଜିରୁ ଅଧିକ ଗଞ୍ଜେଇ ସହ ୧୨୨ ବେପାରୀ ଗିରଫ ହୋଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର