ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର ଜବତ, ଦୁଇ ଡ୍ରଗ୍ସ ମାଫିଆ ଗିରଫ

The Sakala Picture
Published On

ବାଲେଶ୍ୱର: ନିଶା ବେପାରର ଆଡ୍ଡା ପାଲଟିଛି ବାଲେଶ୍ୱର। ପୁଲିସ ଯେତେ ପ୍ରକାର ଚେଷ୍ଟା କଲେ ମଧ୍ୟ ନିଶା ବେପାରୀଙ୍କ ପ୍ରାଦୁର୍ଭାବ କମିବାର ନାଁ ଧରୁନି । ଦିନକୁ ଦିନ ରାଜ୍ୟରେ ନିଶା କାରବାର ବଢ଼ିବାରେ ଲାଗିଛି । ପୋଲିସ୍‌କୁ ଟାର୍ଗେଟ ଦେଇ ନିଶା ବେପାର କରୁଛନ୍ତି ନିଶା ବେପାରୀ। ବାରମ୍ବାର ଗିରଫ ହେବା ସତ୍ତ୍ୱେ ମଧ୍ୟ ଜାମିନ୍‌ରେ ବାହାରି ପୁଣିଥରେ ଆରମ୍ଭ କରିଦେଉଛନ୍ତି ବେପାର। ଆଜି ପୁଣି ବାଲେଶ୍ଵରରେ କ୍ରାଇମବ୍ରାଞ୍ଚ STF ଚଢ଼ାଉ କରି ବିପୁଳ ପରିମାଣରେ […]

ବାଲେଶ୍ୱର: ନିଶା ବେପାରର ଆଡ୍ଡା ପାଲଟିଛି ବାଲେଶ୍ୱର। ପୁଲିସ ଯେତେ ପ୍ରକାର ଚେଷ୍ଟା କଲେ ମଧ୍ୟ ନିଶା ବେପାରୀଙ୍କ ପ୍ରାଦୁର୍ଭାବ କମିବାର ନାଁ ଧରୁନି । ଦିନକୁ ଦିନ ରାଜ୍ୟରେ ନିଶା କାରବାର ବଢ଼ିବାରେ ଲାଗିଛି । ପୋଲିସ୍‌କୁ ଟାର୍ଗେଟ ଦେଇ ନିଶା ବେପାର କରୁଛନ୍ତି ନିଶା ବେପାରୀ। ବାରମ୍ବାର ଗିରଫ ହେବା ସତ୍ତ୍ୱେ ମଧ୍ୟ ଜାମିନ୍‌ରେ ବାହାରି ପୁଣିଥରେ ଆରମ୍ଭ କରିଦେଉଛନ୍ତି ବେପାର। ଆଜି ପୁଣି ବାଲେଶ୍ଵରରେ କ୍ରାଇମବ୍ରାଞ୍ଚ STF ଚଢ଼ାଉ କରି ବିପୁଳ ପରିମାଣରେ ବ୍ରାଉନସୁଗର ଜବତ କରିଛି। ସହଦେଵ ଖୁଣ୍ଟା ନୟାବଜାର ହାଟରୁ କେଜିଏ ୫୨ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି। ବ୍ରାଉନସୁଗର ଜବତ ହେବା ସହ ଦୁଇ ଡ୍ରଗ୍ସ ମାଫିଆ ଗିରଫ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ପବିତ୍ର ଅକ୍ଷୟ ତୃତୀୟାରେ ଚାଷୀଙ୍କ ଆକାଉଣ୍ଟକୁ ଗଲା ସିଏମ୍‌ କିଷାନ ଟଙ୍କା

ତେବେ ବହୁଦିନ ହେବ ପରିବା ମାର୍କେଟରେ ଚାଲିଥିଲା ଧଳାଜହର ଡିଲ। ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ହେବ ଏକ କୋଟି ଟଙ୍କାରୁ ଉର୍ଦ୍ଧ। ତେବେ ଏହି ବ୍ରାଉନସୁଗରକୁ ଲାଲଗୁଲାରୁ ଆଣି ବିକୁଥିଲେ ବେପାରୀ।

ଆହୁରି ପଢ଼ନ୍ତୁ: ମହଙ୍ଗା ପଡିଲା ମାମଲା ରଫାଦଫା ପାଇଁ ଫେଭର ମାଗିବା; ବଦଳିଲେ ଖଣ୍ଡପଡାର ବିବାଦୀୟ SDPO

09 Nov 2021 By The Sakala

ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର ଜବତ, ଦୁଇ ଡ୍ରଗ୍ସ ମାଫିଆ ଗିରଫ

ବାଲେଶ୍ୱର: ନିଶା ବେପାରର ଆଡ୍ଡା ପାଲଟିଛି ବାଲେଶ୍ୱର। ପୁଲିସ ଯେତେ ପ୍ରକାର ଚେଷ୍ଟା କଲେ ମଧ୍ୟ ନିଶା ବେପାରୀଙ୍କ ପ୍ରାଦୁର୍ଭାବ କମିବାର ନାଁ ଧରୁନି । ଦିନକୁ ଦିନ ରାଜ୍ୟରେ ନିଶା କାରବାର ବଢ଼ିବାରେ ଲାଗିଛି । ପୋଲିସ୍‌କୁ ଟାର୍ଗେଟ ଦେଇ ନିଶା ବେପାର କରୁଛନ୍ତି ନିଶା ବେପାରୀ। ବାରମ୍ବାର ଗିରଫ ହେବା ସତ୍ତ୍ୱେ ମଧ୍ୟ ଜାମିନ୍‌ରେ ବାହାରି ପୁଣିଥରେ ଆରମ୍ଭ କରିଦେଉଛନ୍ତି ବେପାର। ଆଜି ପୁଣି ବାଲେଶ୍ଵରରେ କ୍ରାଇମବ୍ରାଞ୍ଚ STF ଚଢ଼ାଉ କରି ବିପୁଳ ପରିମାଣରେ ବ୍ରାଉନସୁଗର ଜବତ କରିଛି। ସହଦେଵ ଖୁଣ୍ଟା ନୟାବଜାର ହାଟରୁ କେଜିଏ ୫୨ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି। ବ୍ରାଉନସୁଗର ଜବତ ହେବା ସହ ଦୁଇ ଡ୍ରଗ୍ସ ମାଫିଆ ଗିରଫ ହୋଇଛନ୍ତି।

ତେବେ ବହୁଦିନ ହେବ ପରିବା ମାର୍କେଟରେ ଚାଲିଥିଲା ଧଳାଜହର ଡିଲ। ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ହେବ ଏକ କୋଟି ଟଙ୍କାରୁ ଉର୍ଦ୍ଧ। ତେବେ ଏହି ବ୍ରାଉନସୁଗରକୁ ଲାଲଗୁଲାରୁ ଆଣି ବିକୁଥିଲେ ବେପାରୀ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର