ରୋଗୀ ମୃତ୍ୟୁକୁ ନେଇ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲରେ ଉତ୍ତେଜନା, ଘଟଣାସ୍ଥଳରେ ପୋଲିସ ମୁତୟନ

The Sakala Picture
Published On

ଜଳେଶ୍ୱର: ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲରେ ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ହସ୍ପିଟାଲରେ ଉତ୍ତେଜନା ଦେଖା ଦେଇଛି। ଆଜି ସକାଳୁ ନାମ୍ପୋ ଅଞ୍ଚଳର ଅକ୍ଷୟ ଜେନା ନାମକ ଜଣେ ରୋଗୀଙ୍କୁ ଜିକେ ଭଟ୍ଟର ହସ୍ପିଟାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଚିକିତ୍ସା ଅଭାବରୁ ରୋଗୀଙ୍କ ମୃତ୍ୟୁ ହୋଇଛି ବୋଲି ରୋଗୀଙ୍କ ସମ୍ପର୍କୀୟ ମାନେ ଅଭିଯୋଗ ଆଣିବା ସହ ପ୍ରବଳ ପାଟିତୁଣ୍ଡ କରିଥିଲେ। ଏହାପରେ ସେଠାରେ ଉପସ୍ଥିତ […]

ଜଳେଶ୍ୱର: ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲରେ ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ହସ୍ପିଟାଲରେ ଉତ୍ତେଜନା ଦେଖା ଦେଇଛି।

ଆହୁରି ପଢ଼ନ୍ତୁ: ବରଗଡ଼ ପୁରୁଣା ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଅଟକ

ଆଜି ସକାଳୁ ନାମ୍ପୋ ଅଞ୍ଚଳର ଅକ୍ଷୟ ଜେନା ନାମକ ଜଣେ ରୋଗୀଙ୍କୁ ଜିକେ ଭଟ୍ଟର ହସ୍ପିଟାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଚିକିତ୍ସା ଅଭାବରୁ ରୋଗୀଙ୍କ ମୃତ୍ୟୁ ହୋଇଛି ବୋଲି ରୋଗୀଙ୍କ ସମ୍ପର୍କୀୟ ମାନେ ଅଭିଯୋଗ ଆଣିବା ସହ ପ୍ରବଳ ପାଟିତୁଣ୍ଡ କରିଥିଲେ। ଏହାପରେ ସେଠାରେ ଉପସ୍ଥିତ ଥିବା ଡ଼ାକ୍ତର ସଞ୍ଜୟ ପଣ୍ଡାଙ୍କୁ ସମ୍ପର୍କୀୟ ମାନେ ଟଣା ଓଟରା କରିଥିଲେ।ଭୟରେ ଡାକ୍ତର ଶ୍ରୀ ପଣ୍ଡା ସେଠାରୁ କୌଣସି ମତେ ଖସି ପଳାଇଥିଲେ।ଏହି ଘଟଣାରେ ଜଳେଶ୍ଵର ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖା ଦେଇଛି। ହସ୍ପିଟାଲରେ ମୁଖ୍ୟ ଫାଟକକୁ ବନ୍ଦ କରିଛନ୍ତି ପରିବାର ଲୋକେ। ଖବର ପାଇ ଜଳେଶ୍ଵର ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ: ପ୍ରଶାସନିକ ବିଫଳତା ଓ ସାର କଳାବଜାରୀ ଯୋଗୁଁ
ଚାଷୀ ହନ୍ତସନ୍ତ: ବିଜେଡି

27 Dec 2022 By The Sakala

ରୋଗୀ ମୃତ୍ୟୁକୁ ନେଇ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲରେ ଉତ୍ତେଜନା, ଘଟଣାସ୍ଥଳରେ ପୋଲିସ ମୁତୟନ

ଜଳେଶ୍ୱର: ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲରେ ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ହସ୍ପିଟାଲରେ ଉତ୍ତେଜନା ଦେଖା ଦେଇଛି।

ଆଜି ସକାଳୁ ନାମ୍ପୋ ଅଞ୍ଚଳର ଅକ୍ଷୟ ଜେନା ନାମକ ଜଣେ ରୋଗୀଙ୍କୁ ଜିକେ ଭଟ୍ଟର ହସ୍ପିଟାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଚିକିତ୍ସା ଅଭାବରୁ ରୋଗୀଙ୍କ ମୃତ୍ୟୁ ହୋଇଛି ବୋଲି ରୋଗୀଙ୍କ ସମ୍ପର୍କୀୟ ମାନେ ଅଭିଯୋଗ ଆଣିବା ସହ ପ୍ରବଳ ପାଟିତୁଣ୍ଡ କରିଥିଲେ। ଏହାପରେ ସେଠାରେ ଉପସ୍ଥିତ ଥିବା ଡ଼ାକ୍ତର ସଞ୍ଜୟ ପଣ୍ଡାଙ୍କୁ ସମ୍ପର୍କୀୟ ମାନେ ଟଣା ଓଟରା କରିଥିଲେ।ଭୟରେ ଡାକ୍ତର ଶ୍ରୀ ପଣ୍ଡା ସେଠାରୁ କୌଣସି ମତେ ଖସି ପଳାଇଥିଲେ।ଏହି ଘଟଣାରେ ଜଳେଶ୍ଵର ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖା ଦେଇଛି। ହସ୍ପିଟାଲରେ ମୁଖ୍ୟ ଫାଟକକୁ ବନ୍ଦ କରିଛନ୍ତି ପରିବାର ଲୋକେ। ଖବର ପାଇ ଜଳେଶ୍ଵର ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର