ଭୋଗରାଇରେ କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉପୁଡ଼ିଲା ବିଦ୍ୟୁତ ଖୁଣ୍ଟ

The Sakala Picture
Published On

ଭୋଗରାଇ: ବାଲେଶ୍ବର ଜିଲ୍ଲା ଭୋଗରାଇ ଅଞ୍ଚଳରେ ଆଜି ସନ୍ଧ୍ୟାରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ପବନ ସହ ପ୍ରବଳ ବର୍ଷା ସାଙ୍ଗକୁ ଘଡଘଡି ହେବା ଫଳରେ ଏକାଧିକ ବିଦ୍ୟୁତ ଖୁଣ୍ଟି ଉପୁଡ଼ି ଯାଇଥିବା ବେଳେ ଗଛ ଭାଙ୍ଗି ଯାଇଛି। ଭୋଗରାଇ ବ୍ଲକର ନାଚିନ୍ଦା ଛକ ନିକଟସ୍ଥ ତିନଟି ବିଦ୍ୟୁତ ଖୁଣ୍ଟି ପଡି ଯିବାରୁ, କମର୍ଦା-ବାଲିଆପାଳ ରାସ୍ତା ଜାତୟତ ବାଧା ପ୍ରାପ୍ତ ହୋଇଛି। ସେହିପରି ଜୟରାମପୁର, ଟେଙ୍ଗରାମାରି, କୁମ୍ଭୀରଗଡ଼ି ଇତ୍ୟାଦି ଗାଁରେ କାଳ ବୈଶାଖୀ ତାଣ୍ଡବ ରଚିଥିବା ଜଣା […]

ଭୋଗରାଇ: ବାଲେଶ୍ବର ଜିଲ୍ଲା ଭୋଗରାଇ ଅଞ୍ଚଳରେ ଆଜି ସନ୍ଧ୍ୟାରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ପବନ ସହ ପ୍ରବଳ ବର୍ଷା ସାଙ୍ଗକୁ ଘଡଘଡି ହେବା ଫଳରେ ଏକାଧିକ ବିଦ୍ୟୁତ ଖୁଣ୍ଟି ଉପୁଡ଼ି ଯାଇଥିବା ବେଳେ ଗଛ ଭାଙ୍ଗି ଯାଇଛି। ଭୋଗରାଇ ବ୍ଲକର ନାଚିନ୍ଦା ଛକ ନିକଟସ୍ଥ ତିନଟି ବିଦ୍ୟୁତ ଖୁଣ୍ଟି ପଡି ଯିବାରୁ, କମର୍ଦା-ବାଲିଆପାଳ ରାସ୍ତା ଜାତୟତ ବାଧା ପ୍ରାପ୍ତ ହୋଇଛି। ସେହିପରି ଜୟରାମପୁର, ଟେଙ୍ଗରାମାରି, କୁମ୍ଭୀରଗଡ଼ି ଇତ୍ୟାଦି ଗାଁରେ କାଳ ବୈଶାଖୀ ତାଣ୍ଡବ ରଚିଥିବା ଜଣା ପଡ଼ିଛି। ସେହିପରି ଅନେକ ସ୍ଥାନରେ ବିଦ୍ୟୁତ ସରବରାହ ବନ୍ଦ ରହିଥିବା ବେଳେ ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଗଛ ପଡି ଯାତାୟାତ ବାଧାପ୍ରାପ୍ତ ହୋଇଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

20 May 2022 By The Sakala

ଭୋଗରାଇରେ କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉପୁଡ଼ିଲା ବିଦ୍ୟୁତ ଖୁଣ୍ଟ

ଭୋଗରାଇ: ବାଲେଶ୍ବର ଜିଲ୍ଲା ଭୋଗରାଇ ଅଞ୍ଚଳରେ ଆଜି ସନ୍ଧ୍ୟାରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ପବନ ସହ ପ୍ରବଳ ବର୍ଷା ସାଙ୍ଗକୁ ଘଡଘଡି ହେବା ଫଳରେ ଏକାଧିକ ବିଦ୍ୟୁତ ଖୁଣ୍ଟି ଉପୁଡ଼ି ଯାଇଥିବା ବେଳେ ଗଛ ଭାଙ୍ଗି ଯାଇଛି। ଭୋଗରାଇ ବ୍ଲକର ନାଚିନ୍ଦା ଛକ ନିକଟସ୍ଥ ତିନଟି ବିଦ୍ୟୁତ ଖୁଣ୍ଟି ପଡି ଯିବାରୁ, କମର୍ଦା-ବାଲିଆପାଳ ରାସ୍ତା ଜାତୟତ ବାଧା ପ୍ରାପ୍ତ ହୋଇଛି। ସେହିପରି ଜୟରାମପୁର, ଟେଙ୍ଗରାମାରି, କୁମ୍ଭୀରଗଡ଼ି ଇତ୍ୟାଦି ଗାଁରେ କାଳ ବୈଶାଖୀ ତାଣ୍ଡବ ରଚିଥିବା ଜଣା ପଡ଼ିଛି। ସେହିପରି ଅନେକ ସ୍ଥାନରେ ବିଦ୍ୟୁତ ସରବରାହ ବନ୍ଦ ରହିଥିବା ବେଳେ ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଗଛ ପଡି ଯାତାୟାତ ବାଧାପ୍ରାପ୍ତ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର