ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା : ଦୋଷୀକୁ ଦଣ୍ଡ ପାଇଁ ୬ ଘଣ୍ଟିଆ ଖଇରା ବନ୍ଦ ଡାକରା

The Sakala Picture
Published On

ବାଲେଶ୍ୱର:  ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁର ସସପେନ୍ସ। ଏହା ହତ୍ୟା ନା ଆତ୍ମହତ୍ୟା ତାହା ଖୋଜି ପାଉନି ପୋଲିସ୍‌। ଏସିଏଫ ସୌମ୍ୟରଂଜନ ମୃତ୍ୟୁ ରହସ୍ୟ ଉନ୍ମୋଚନ ଓ ଦୋଷୀକୁ ଦଣ୍ଡ ଦେବାକୁ ଜୋର ଧରିଲା ଦାବି। ୬ ଘଣ୍ଟିଆ ଖଇରା ବନ୍ଦ ଡାକରା ଦେଲେ ବିଭିନ୍ନ ସଂଗଠନ। ଫଳରେ ସୋର କୁପାରୀ ରାଜ୍ୟ ରାଜପଥ ଓ ଦୋକାନ ବଜ଼ାର ବନ୍ଦ ରହିଛି। ସକାଳ ୬ଟାରୁ ଦୋକାନ ବଜାର ବନ୍ଦ ଥିବା ବେଳେ ଦିନ ୧୨ଟା ଯାଏଁ ଚାଲିବ। ପାରଳାଖେମୁଣ୍ଡିର […]

ବାଲେଶ୍ୱର:  ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁର ସସପେନ୍ସ। ଏହା ହତ୍ୟା ନା ଆତ୍ମହତ୍ୟା ତାହା ଖୋଜି ପାଉନି ପୋଲିସ୍‌। ଏସିଏଫ ସୌମ୍ୟରଂଜନ ମୃତ୍ୟୁ ରହସ୍ୟ ଉନ୍ମୋଚନ ଓ ଦୋଷୀକୁ ଦଣ୍ଡ ଦେବାକୁ ଜୋର ଧରିଲା ଦାବି। ୬ ଘଣ୍ଟିଆ ଖଇରା ବନ୍ଦ ଡାକରା ଦେଲେ ବିଭିନ୍ନ ସଂଗଠନ। ଫଳରେ ସୋର କୁପାରୀ ରାଜ୍ୟ ରାଜପଥ ଓ ଦୋକାନ ବଜ଼ାର ବନ୍ଦ ରହିଛି। ସକାଳ ୬ଟାରୁ ଦୋକାନ ବଜାର ବନ୍ଦ ଥିବା ବେଳେ ଦିନ ୧୨ଟା ଯାଏଁ ଚାଲିବ। ପାରଳାଖେମୁଣ୍ଡିର ସହକାରୀ ଵନ ସଂରକ୍ଷକ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ଏ ମଧ୍ୟରେ ୫୯ଦିନ ଵିତିଯାଇଛି। ହେଲେ ମୃତ୍ୟୁ ରହସ୍ୟ ଉପରୁ ହଟିନି ପରଦା। ଏଣୁ ଯଥାଶୀଘ୍ର ଘଟଣାର ପର୍ଦ୍ଦାଫାସ କରିବାକୁ ଦାବି କରିଛନ୍ତି ବିଭିନ୍ନ ସଂଗଠନ।

ଆହୁରି ପଢ଼ନ୍ତୁ: ବିବାହରୁ ଫେରିବାବେଳେ ଗଛକୁ ଧକ୍କା ଦେଲା ବରଯାତ୍ରୀ ଗାଡ଼ି; ଜଣେ ମୃତ, ୧୫ ଆହତ

09 Sep 2021 By The Sakala

ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା : ଦୋଷୀକୁ ଦଣ୍ଡ ପାଇଁ ୬ ଘଣ୍ଟିଆ ଖଇରା ବନ୍ଦ ଡାକରା

ବାଲେଶ୍ୱର:  ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁର ସସପେନ୍ସ। ଏହା ହତ୍ୟା ନା ଆତ୍ମହତ୍ୟା ତାହା ଖୋଜି ପାଉନି ପୋଲିସ୍‌। ଏସିଏଫ ସୌମ୍ୟରଂଜନ ମୃତ୍ୟୁ ରହସ୍ୟ ଉନ୍ମୋଚନ ଓ ଦୋଷୀକୁ ଦଣ୍ଡ ଦେବାକୁ ଜୋର ଧରିଲା ଦାବି। ୬ ଘଣ୍ଟିଆ ଖଇରା ବନ୍ଦ ଡାକରା ଦେଲେ ବିଭିନ୍ନ ସଂଗଠନ। ଫଳରେ ସୋର କୁପାରୀ ରାଜ୍ୟ ରାଜପଥ ଓ ଦୋକାନ ବଜ଼ାର ବନ୍ଦ ରହିଛି। ସକାଳ ୬ଟାରୁ ଦୋକାନ ବଜାର ବନ୍ଦ ଥିବା ବେଳେ ଦିନ ୧୨ଟା ଯାଏଁ ଚାଲିବ। ପାରଳାଖେମୁଣ୍ଡିର ସହକାରୀ ଵନ ସଂରକ୍ଷକ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ଏ ମଧ୍ୟରେ ୫୯ଦିନ ଵିତିଯାଇଛି। ହେଲେ ମୃତ୍ୟୁ ରହସ୍ୟ ଉପରୁ ହଟିନି ପରଦା। ଏଣୁ ଯଥାଶୀଘ୍ର ଘଟଣାର ପର୍ଦ୍ଦାଫାସ କରିବାକୁ ଦାବି କରିଛନ୍ତି ବିଭିନ୍ନ ସଂଗଠନ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର