ବଲାଙ୍ଗୀର ଜିଲ୍ଲା ଭୋଇପାଲି ଗ୍ରାମରେ ବିଶ୍ୱକର୍ମା ପୂଜା ଆୟୋଜିତ

Madhusudan Das Picture
Published On

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଅଗଲପୁର ବ୍ଲକ ଅନ୍ତର୍ଗତ ଭୋଇପାଲି ଗ୍ରାମରେ ବିଶ୍ୱକର୍ମା ପୂଜା ଆୟୋଜିତ ହୋଇଛି । ସକାଳ ୧୦ଟା ୩୦ ମିନିଟରେ ପୂଜାର ଶୁଭାରମ୍ଭ ହୋଇଛି। ଏହି ଅବସରରେ ରାତିରେ ଦୁଇଟି କୀର୍ତ୍ତନ ପାର୍ଟି ପକ୍ଷରୁ ବୈଠକୀ କୀର୍ତ୍ତନ ଆୟୋଜନ କରାଯିବ।

ଆହୁରି ପଢ଼ନ୍ତୁ: ଚାକିରି ବାହାନାରେ ଡାକି ଯୁବତୀଙ୍କୁ ଦୁଷ୍କର୍ମ, ପୁଲିସର ଚଢ଼ଉ; ପ୍ରେମୀ ଯୁଗଳଙ୍କ ସହ ୩ ଅଟକ

ଭୋଇପାଲି ଗ୍ରାମରେ ପ୍ରତିବର୍ଷ ବିଶ୍ୱକର୍ମା ପୂଜା ଅବସରରେ ଗୀତ, କୀର୍ତ୍ତନ ବୈଠକୀ, ପାଲା, ନାଟକ ଓ ଅର୍କେଷ୍ଟ୍ରା ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥାଏ। ଗ୍ରାମରେ ହନୁମାନ ମନ୍ଦିର, ବୁଢ଼ାରଜା ମନ୍ଦିର, ଶିବ ମନ୍ଦିର, ଘାସିଆନ ଦେବୀ ମନ୍ଦିର ସମେତ ବିଭିନ୍ନ ଗ୍ରାମଦେବତାଙ୍କ ପୀଠ ରହିଛି।

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ହୃଦୟଛୁଆଁ କାହାଣୀ: ପରସ୍ପରକୁ ଜାବୁଡି ଧରି ବଞ୍ଚିଛନ୍ତି ୫ ଛୁଆ ଓରାଙ୍ଗଉଟାନ୍‌; ମା' ନାହିଁ, ହେଲେ ମା' ପରି ଅଛନ୍ତି ପରସ୍ପର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର