ଚାଷ କାମ କରୁଥିବାବେଳେ ଓଲଟି ପଡିଲା ଟ୍ରାକ୍ଟର, ଡ୍ରାଇଭର ସମେତ ୩ଜଣ ଗୁରୁତର
ବଲାଙ୍ଗୀର: ଦେଓଗାଁ ବ୍ଲକ ବହଲି ଗାଁରେ ଟ୍ରାକ୍ଟକ ଦୁର୍ଘଟଣା । ଟ୍ରାକ୍ଟର ଓଲଟି ୩ ଜଣ ଗୁରୁତର ହୋଇଛନ୍ତି । ଚାଷ କାମ କରୁଥିବା ବେଳେ ଓଲଟି ପଡିଲା ଟ୍ରାକ୍ଟର ଆଉ ଦୁର୍ଘଟଣାରେ ଡ୍ରାଇଭର ସମେତ ଆଉ ଦୁଇ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଵଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ହୋଇଥିବା ତିନିଜଣଙ୍କ ମଧ୍ୟରେ ଦୁଇଜଣ ଚାଷୀ ଥିବା ଜଣାପଡିଛି ଇ ସେମାନେ ହେଲେ ମନୋଜ୍ […]
ବଲାଙ୍ଗୀର: ଦେଓଗାଁ ବ୍ଲକ ବହଲି ଗାଁରେ ଟ୍ରାକ୍ଟକ ଦୁର୍ଘଟଣା । ଟ୍ରାକ୍ଟର ଓଲଟି ୩ ଜଣ ଗୁରୁତର ହୋଇଛନ୍ତି । ଚାଷ କାମ କରୁଥିବା ବେଳେ ଓଲଟି ପଡିଲା ଟ୍ରାକ୍ଟର ଆଉ ଦୁର୍ଘଟଣାରେ ଡ୍ରାଇଭର ସମେତ ଆଉ ଦୁଇ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଵଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ହୋଇଥିବା ତିନିଜଣଙ୍କ ମଧ୍ୟରେ ଦୁଇଜଣ ଚାଷୀ ଥିବା ଜଣାପଡିଛି ଇ ସେମାନେ ହେଲେ ମନୋଜ୍ ପୋଡ଼ ଓ ଓମ୍ ନାୟକ। ଏହା ସହିତ ଡ୍ରାଇଭର ରାକେଶ ପୋଢ଼ଙ୍କ ଅବସ୍ଥା ଅତି ଗୁରୁତର ଥିବା ଜଣା ପଡ଼ିଛି ।
ଆହୁରି ପଢ଼ନ୍ତୁ: ୧୨ ବର୍ଷିୟା ନାବାଳିକାର ଜୀବନ ନେଇଗଲା ଉକୁଣୀ





