ବଜ୍ରାଘାତରେ ଚାଷୀ ମୃତ

The Sakala Picture
Published On

ସଇଁତଳା: ବଲାଙ୍ଗୀର ଜିଲା ସଇଁତଳା ବ୍ଲକ ବେଳଗାଁ ଅଞ୍ଚଳରେ ବଜ୍ରାପାତରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ହେଲେ ପିପୃଟ ଗାଁର ଧନୁ ରଣା (୫୦ ) । ସୂଚନା ଅନୁଯାୟୀ, ଧନୁ ଆଜି ସକାଳ  ନିଜ ଚାଷ ଜମିକୁ ହଲ କରିବା ପାଇଁ ଯାଇଥିଲେ ତେବେ ବର୍ଷା ହେବା ସହ ଘଡ଼ ଘଡି ହେବାରୁ ଧନୁ ଏକ ଗଛ ମୂଳେ ରହିଥିଲେ  । ଏହିସମୟରେ ବଜ୍ରାଘାତ ହେବାରୁ ଧନୁଙ୍କ ଦେହରେ ଆଘାତ ହୋଇଥିଲା […]

ସଇଁତଳା: ବଲାଙ୍ଗୀର ଜିଲା ସଇଁତଳା ବ୍ଲକ ବେଳଗାଁ ଅଞ୍ଚଳରେ ବଜ୍ରାପାତରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ହେଲେ ପିପୃଟ ଗାଁର ଧନୁ ରଣା (୫୦ ) ।

ସୂଚନା ଅନୁଯାୟୀ, ଧନୁ ଆଜି ସକାଳ  ନିଜ ଚାଷ ଜମିକୁ ହଲ କରିବା ପାଇଁ ଯାଇଥିଲେ ତେବେ ବର୍ଷା ହେବା ସହ ଘଡ଼ ଘଡି ହେବାରୁ ଧନୁ ଏକ ଗଛ ମୂଳେ ରହିଥିଲେ  । ଏହିସମୟରେ ବଜ୍ରାଘାତ ହେବାରୁ ଧନୁଙ୍କ ଦେହରେ ଆଘାତ ହୋଇଥିଲା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା  ।ଏହା ପରେ ପରିବାର ଲୋକେ ସଇଁତଳା ଡାକ୍ତରଖାନାକୁ ଆଣି ଥିଲେ । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପୁଲିସ ଏକ ଅପମୃତ୍ଯୁ ମାମଲା ରୁଜୁ କରି ବ୍ୟବଛେଦ ପାଇଁ ଟିଟିଲାଗଡ଼ ଡାକ୍ତରଖାନାକୁ ପଠାଇଥିବା ଜଣା ପଡିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର