ବଲାଙ୍ଗିର ଜିଲ୍ଲା ପ୍ରଶାସନର ମହାନତା: ଶୁଭମଙ୍କୁ ପୁଣି ସହାୟତାର ହାତ ବଢ଼ାଇଲା ପ୍ରଶାସନ

The Sakala Picture
Published On

ବଲାଙ୍ଗିର: କୃତ୍ରିମ ଗୋଡ଼ ପାଇ ପୁଣି ଥରେ ଠିଆ ହୋଇଥିବା ଶୁଭମକୁ ମିଳିଲା ଆହୁରି ସରକାରୀ ସହାୟତା । ଶୁଭମର ପାଠପଢା ଦାୟିତ୍ୱ ହାତକୁ ନେଇଛି ବଲାଙ୍ଗିର ଜିଲ୍ଲା ପ୍ରଶାସନ । ଏହା ସହିତ ଶୁଭମ ଯେପରି ଭଲ ଖେଳାଳି ହୋଇ ବାହାରିବ ସେନେଇ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ଚଞ୍ଚଳ ରାଣା ପ୍ରତିଶ୍ରୁତି ଦେଇଛନ୍ତି । ସୁସ୍ଥ ହେବା ପରେ ବାପାଙ୍କ ସହିତ ଚାଲି ଚାଲି ଆସି ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ଦେଖା […]

ବଲାଙ୍ଗିର: କୃତ୍ରିମ ଗୋଡ଼ ପାଇ ପୁଣି ଥରେ ଠିଆ ହୋଇଥିବା ଶୁଭମକୁ ମିଳିଲା ଆହୁରି ସରକାରୀ ସହାୟତା । ଶୁଭମର ପାଠପଢା ଦାୟିତ୍ୱ ହାତକୁ ନେଇଛି ବଲାଙ୍ଗିର ଜିଲ୍ଲା ପ୍ରଶାସନ । ଏହା ସହିତ ଶୁଭମ ଯେପରି ଭଲ ଖେଳାଳି ହୋଇ ବାହାରିବ ସେନେଇ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ଚଞ୍ଚଳ ରାଣା ପ୍ରତିଶ୍ରୁତି ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ସୁସ୍ଥ ହେବା ପରେ ବାପାଙ୍କ ସହିତ ଚାଲି ଚାଲି ଆସି ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ଦେଖା କରିଛନ୍ତି ଶୁଭମ । ବଡ଼ ହେଲେ ଜଣେ କ୍ରୀଡ଼ାବିତ୍ ହେବେ ବୋଲି ଶୁଭମ ଜିଲ୍ଲାପାଳଙ୍କୁ କହିଛନ୍ତି । ଦିବ୍ୟାଙ୍ଗଙ୍କ ପାଇଁ ଅନୁଷ୍ଠିତ ହେଉଥିବା କ୍ରୀଡ଼ାରେ ଶୁଭମକୁ ସାମିଲ୍ କରି ଉତ୍ସାହିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଶୁଭମ ଯେପରି ଭବିଷ୍ୟତରେ ଭଲ କ୍ରୀଡ଼ାବିତ ହେବ ସେନେଇ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଏଥିସହିତ ଶୁଭମର ପାଠପଢ଼ା ଖର୍ଚ୍ଚ ଜିଲ୍ଲା ପ୍ରଶାସନ ବହନ କରିବ । ବଲାଙ୍ଗିର ଜିଲ୍ଲା ସଗାରପାଲି ଗାଁର ଶୁଭମ ଦୁର୍ଘଟଣାରେ ଗୋଡ଼ ହରାଇଥିଲେ । ଜିଲ୍ଲାପାଳଙ୍କ ଉଦ୍ୟମରେ କୃତ୍ରିମ ଗୋଡ଼ ଲଗାଇବା ପରେ ପୁଣି ଥରେ ଠିଆ ହୋଇ ଚାଲୁଛନ୍ତି ଶୁଭମ୍ । ଏନେଇ ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ହୋଇଥିଲା ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

21 Dec 2021 By The Sakala

ବଲାଙ୍ଗିର ଜିଲ୍ଲା ପ୍ରଶାସନର ମହାନତା: ଶୁଭମଙ୍କୁ ପୁଣି ସହାୟତାର ହାତ ବଢ଼ାଇଲା ପ୍ରଶାସନ

ବଲାଙ୍ଗିର: କୃତ୍ରିମ ଗୋଡ଼ ପାଇ ପୁଣି ଥରେ ଠିଆ ହୋଇଥିବା ଶୁଭମକୁ ମିଳିଲା ଆହୁରି ସରକାରୀ ସହାୟତା । ଶୁଭମର ପାଠପଢା ଦାୟିତ୍ୱ ହାତକୁ ନେଇଛି ବଲାଙ୍ଗିର ଜିଲ୍ଲା ପ୍ରଶାସନ । ଏହା ସହିତ ଶୁଭମ ଯେପରି ଭଲ ଖେଳାଳି ହୋଇ ବାହାରିବ ସେନେଇ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ଚଞ୍ଚଳ ରାଣା ପ୍ରତିଶ୍ରୁତି ଦେଇଛନ୍ତି ।

ସୁସ୍ଥ ହେବା ପରେ ବାପାଙ୍କ ସହିତ ଚାଲି ଚାଲି ଆସି ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ଦେଖା କରିଛନ୍ତି ଶୁଭମ । ବଡ଼ ହେଲେ ଜଣେ କ୍ରୀଡ଼ାବିତ୍ ହେବେ ବୋଲି ଶୁଭମ ଜିଲ୍ଲାପାଳଙ୍କୁ କହିଛନ୍ତି । ଦିବ୍ୟାଙ୍ଗଙ୍କ ପାଇଁ ଅନୁଷ୍ଠିତ ହେଉଥିବା କ୍ରୀଡ଼ାରେ ଶୁଭମକୁ ସାମିଲ୍ କରି ଉତ୍ସାହିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଶୁଭମ ଯେପରି ଭବିଷ୍ୟତରେ ଭଲ କ୍ରୀଡ଼ାବିତ ହେବ ସେନେଇ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।

ଏଥିସହିତ ଶୁଭମର ପାଠପଢ଼ା ଖର୍ଚ୍ଚ ଜିଲ୍ଲା ପ୍ରଶାସନ ବହନ କରିବ । ବଲାଙ୍ଗିର ଜିଲ୍ଲା ସଗାରପାଲି ଗାଁର ଶୁଭମ ଦୁର୍ଘଟଣାରେ ଗୋଡ଼ ହରାଇଥିଲେ । ଜିଲ୍ଲାପାଳଙ୍କ ଉଦ୍ୟମରେ କୃତ୍ରିମ ଗୋଡ଼ ଲଗାଇବା ପରେ ପୁଣି ଥରେ ଠିଆ ହୋଇ ଚାଲୁଛନ୍ତି ଶୁଭମ୍ । ଏନେଇ ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ହୋଇଥିଲା ।

https://www.thesakala.in/latest-odisha-news/balangir/the-administration-again-helping-hand-to-shubham-education/article-7780
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର