ବଲାଙ୍ଗିରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ଆଜି ୧୨ଘଣ୍ଟିଆ ବନ୍ଦ ପାଳନ

The Sakala Picture
Published On

ବଲାଙ୍ଗୀର : ବଲାଙ୍ଗୀରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପୁନଃସ୍ଥାପନା ଦାବୀରେ ଆଜି ବଲାଙ୍ଗୀରର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ । ସବୁ କେନ୍ଦ୍ରିୟ କାର୍ଯ୍ୟାଳୟ ଓ ରାଜ୍ୟସରକାରଙ୍କ କାର୍ଯ୍ୟାଳୟ ଆଗରେ ପିକେଟିଂ କରି ବନ୍ଦ ପାଳନ । ବନ୍ଦ ପାଳନ ଡାକରା ଦେଇଛି ବଲାଙ୍ଗୀର ଆକ୍ସନ କମିଟି । ବନ୍ଦ ଡାକରାକୁ ସମର୍ଥନ କରିଥିଲେ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସହ ୨୦ରୁ ଅଧିକ ସଂଗଠନ ସାମିଲ । ଏଠାରେ ଯାନବାହାନ ଚଳାଚଳ ସ୍ବାଭାବିକ ରହିଛି। ସ୍କୁଲ […]

ବଲାଙ୍ଗୀର : ବଲାଙ୍ଗୀରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପୁନଃସ୍ଥାପନା ଦାବୀରେ ଆଜି ବଲାଙ୍ଗୀରର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ । ସବୁ କେନ୍ଦ୍ରିୟ କାର୍ଯ୍ୟାଳୟ ଓ ରାଜ୍ୟସରକାରଙ୍କ କାର୍ଯ୍ୟାଳୟ ଆଗରେ ପିକେଟିଂ କରି ବନ୍ଦ ପାଳନ । ବନ୍ଦ ପାଳନ ଡାକରା ଦେଇଛି ବଲାଙ୍ଗୀର ଆକ୍ସନ କମିଟି । ବନ୍ଦ ଡାକରାକୁ ସମର୍ଥନ କରିଥିଲେ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସହ ୨୦ରୁ ଅଧିକ ସଂଗଠନ ସାମିଲ ।

ଏଠାରେ ଯାନବାହାନ ଚଳାଚଳ ସ୍ବାଭାବିକ ରହିଛି। ସ୍କୁଲ କଲେଜକୁ ବନ୍ଦରୁ ମଧ୍ୟ ବାଦ୍ ଦିଆଯାଇଛି। ଆଜି ସକାଳେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଇଥିଲା। ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଧାରଣା ଦିଆଯାଇଛି। ଏହି ଆନ୍ଦୋଳନକୁ ବିଭିନ୍ନ ସଂଗଠନର ମଧ୍ୟ ସମର୍ଥନ ମିଳିଛି।

20 Oct 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର