ଚାରୋଟି ଆଇସକ୍ରିମ୍ କାଠିରେ ଚତୁର୍ଦ୍ଧାମୂର୍ତ୍ତି, ବାହୁଡା ଯାତ୍ରା ପାଇଁ ସମର୍ପିତ ସୁକୀର୍ତ୍ତିଙ୍କ ଚିତ୍ର

The Sakala Picture
Published On

ବାଲେଶ୍ବର : ବାହୁଡ଼ା ଯାତ୍ରା ଅବସରରେ ବାଲେଶ୍ବରର ସୁକୀର୍ତ୍ତି କର ଆଙ୍କିଲେ ଏକ ନିଆରା ଢଙ୍ଗରେ ଚିତ୍ର। ଏଥିସହିତ ନିଜ ଚିତ୍ରଙ୍କୁ ବାହୁଡ଼ା ପାଇଁ ସମର୍ପିତ କରିଛନ୍ତି। ଚାରୋଟି ଆଇସକ୍ରିମ୍‌ କାଠିରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନ୍ଦର ଓ ଆକର୍ଷଣୀୟ ଚିତ୍ର ଆଙ୍କିଛନ୍ତି। ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କୁ ଚାରୋଟି ଛୋଟ କାଠିରେ ତୋଳି ଧରିଛନ୍ତି ସେ। ଏଥିପାଇଁ ତାଙ୍କୁ ଗୋଟିଏ ଦିନ ସମୟ ଲାଗିଛି। ଏକ୍ରେଲିକ୍‌ ରଙ୍ଗରେ ସେ ଏହି ଚରୋଟି ଚିତ୍ର ଆଙ୍କିଥିବା ସୁକୀର୍ତ୍ତି […]

ବାଲେଶ୍ବର : ବାହୁଡ଼ା ଯାତ୍ରା ଅବସରରେ ବାଲେଶ୍ବରର ସୁକୀର୍ତ୍ତି କର ଆଙ୍କିଲେ ଏକ ନିଆରା ଢଙ୍ଗରେ ଚିତ୍ର। ଏଥିସହିତ ନିଜ ଚିତ୍ରଙ୍କୁ ବାହୁଡ଼ା ପାଇଁ ସମର୍ପିତ କରିଛନ୍ତି। ଚାରୋଟି ଆଇସକ୍ରିମ୍‌ କାଠିରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନ୍ଦର ଓ ଆକର୍ଷଣୀୟ ଚିତ୍ର ଆଙ୍କିଛନ୍ତି। ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କୁ ଚାରୋଟି ଛୋଟ କାଠିରେ ତୋଳି ଧରିଛନ୍ତି ସେ। ଏଥିପାଇଁ ତାଙ୍କୁ ଗୋଟିଏ ଦିନ ସମୟ ଲାଗିଛି। ଏକ୍ରେଲିକ୍‌ ରଙ୍ଗରେ ସେ ଏହି ଚରୋଟି ଚିତ୍ର ଆଙ୍କିଥିବା ସୁକୀର୍ତ୍ତି କହିଛନ୍ତି। ବାରବାଟୀରେ ରହୁଥିବା ସୁକୀର୍ତ୍ତି ପେଶାରେ ଜଣେ ଅଧ୍ୟାପିକା ହୋଇଥିଲେ ମଧ୍ୟ ନିଶା ତାଙ୍କର ଚିତ୍ର ଆଙ୍କିବା ଏବଂ କିଛି ନୂଆ ତଥା ଭିନ୍ନ ଢ଼ଙ୍ଗରେ କରିବା। ସେଥିପାଇଁ ବିଭିନ୍ନ ଦିବସ ତଥା ଅନ୍ୟ ସମୟରେ ନିଆରା ଚିତ୍ର କରି ବେଶ ପ୍ରଶଂସା ସାଉଁଟିଥାନ୍ତି ।

ଆହୁରି ପଢ଼ନ୍ତୁ: ସାମ୍ବାଦିକତାରୁ ମାଓନେତ୍ରୀ : ୩୨ ସହଯୋଗୀଙ୍କ ସହ ଆତ୍ମସମର୍ପଣ କଲେ ଦୁର୍ଦାନ୍ତ ମାଓନେତ୍ରୀ ଚାଲାସାନି ନଭତା

Bahuda Yatra

ଆହୁରି ପଢ଼ନ୍ତୁ: ଯୋଗାଣ ବିଭାଗ ଖର୍ଚ୍ଚ ଦାବି ଆଲୋଚନାରେ ବର୍ଷିଲା ବିଜେଡି: ଚାଷୀଙ୍କ ମନର ନିଆଁରେ ସରକାର ଜଳିଯିବେ

20 Jul 2021 By The Sakala

ଚାରୋଟି ଆଇସକ୍ରିମ୍ କାଠିରେ ଚତୁର୍ଦ୍ଧାମୂର୍ତ୍ତି, ବାହୁଡା ଯାତ୍ରା ପାଇଁ ସମର୍ପିତ ସୁକୀର୍ତ୍ତିଙ୍କ ଚିତ୍ର

ବାଲେଶ୍ବର : ବାହୁଡ଼ା ଯାତ୍ରା ଅବସରରେ ବାଲେଶ୍ବରର ସୁକୀର୍ତ୍ତି କର ଆଙ୍କିଲେ ଏକ ନିଆରା ଢଙ୍ଗରେ ଚିତ୍ର। ଏଥିସହିତ ନିଜ ଚିତ୍ରଙ୍କୁ ବାହୁଡ଼ା ପାଇଁ ସମର୍ପିତ କରିଛନ୍ତି। ଚାରୋଟି ଆଇସକ୍ରିମ୍‌ କାଠିରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନ୍ଦର ଓ ଆକର୍ଷଣୀୟ ଚିତ୍ର ଆଙ୍କିଛନ୍ତି। ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କୁ ଚାରୋଟି ଛୋଟ କାଠିରେ ତୋଳି ଧରିଛନ୍ତି ସେ। ଏଥିପାଇଁ ତାଙ୍କୁ ଗୋଟିଏ ଦିନ ସମୟ ଲାଗିଛି। ଏକ୍ରେଲିକ୍‌ ରଙ୍ଗରେ ସେ ଏହି ଚରୋଟି ଚିତ୍ର ଆଙ୍କିଥିବା ସୁକୀର୍ତ୍ତି କହିଛନ୍ତି। ବାରବାଟୀରେ ରହୁଥିବା ସୁକୀର୍ତ୍ତି ପେଶାରେ ଜଣେ ଅଧ୍ୟାପିକା ହୋଇଥିଲେ ମଧ୍ୟ ନିଶା ତାଙ୍କର ଚିତ୍ର ଆଙ୍କିବା ଏବଂ କିଛି ନୂଆ ତଥା ଭିନ୍ନ ଢ଼ଙ୍ଗରେ କରିବା। ସେଥିପାଇଁ ବିଭିନ୍ନ ଦିବସ ତଥା ଅନ୍ୟ ସମୟରେ ନିଆରା ଚିତ୍ର କରି ବେଶ ପ୍ରଶଂସା ସାଉଁଟିଥାନ୍ତି ।

Bahuda Yatra

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର