୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଅସରଡା ଗ୍ରାମପଞ୍ଚାୟତ ଅଧିକାରୀ

The Sakala Picture
Published On

ଅନୁଗୁଳ: ଭିଜିଲାନ୍ସ ଜାଲରେ ଅସରଡା ଗ୍ରାମପଞ୍ଚାୟତ ଅଧିକାରୀ। ହିନ୍ଦୋଳ ବ୍ଲକ୍ ଅସରଡା ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ ଶଶିରେଖା ସିଂ ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ କଟକ ଓ ଅନୁଗୁଳ ଭିଜିଲାନ୍ସ ମିଳିତ ଚଢ଼ାଉ କରି ଧରିଛନ୍ତି। ବାରସିଙ୍ଗା ଗାଁର ମିଥୁନ ନାଏକ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କରିଥିବା କାମର ଫାଇନାଲ ବିଲ ୨୦ ହଜାର ଟଙ୍କା ପାଇବା ପାଇଁ ପଞ୍ଚାୟତ ଅଫିସକୁ ବାରମ୍ବାର ଦୌଡିବା ପରେ ପଞ୍ଚାୟତ ଅଧିକାରୀ ଫାଇନାଲ […]

ଅନୁଗୁଳ: ଭିଜିଲାନ୍ସ ଜାଲରେ ଅସରଡା ଗ୍ରାମପଞ୍ଚାୟତ ଅଧିକାରୀ। ହିନ୍ଦୋଳ ବ୍ଲକ୍ ଅସରଡା ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ ଶଶିରେଖା ସିଂ ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ କଟକ ଓ ଅନୁଗୁଳ ଭିଜିଲାନ୍ସ ମିଳିତ ଚଢ଼ାଉ କରି ଧରିଛନ୍ତି। ବାରସିଙ୍ଗା ଗାଁର ମିଥୁନ ନାଏକ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କରିଥିବା କାମର ଫାଇନାଲ ବିଲ ୨୦ ହଜାର ଟଙ୍କା ପାଇବା ପାଇଁ ପଞ୍ଚାୟତ ଅଫିସକୁ ବାରମ୍ବାର ଦୌଡିବା ପରେ ପଞ୍ଚାୟତ ଅଧିକାରୀ ଫାଇନାଲ ବିଲ୍ କରାଇଦେବା ପାଇଂ ତାଙ୍କୁ ୮ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏଥିରେ ମିଥୁନ ରାଜି ନ ହୋଇ କଟକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଶେଷରେ ମିଥୁନ ପଞ୍ଚାୟତ ଅଧିକାରୀଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ୮ ହଜାର ଟଙ୍କା ଦେଉଥିବା ସମୟରେ ଆଗରୁ ଜଗି ରହିଥିବା କଟକ ଭିଜିଲାନ୍ସ ଟିମ୍‌ ଶଶିରେଖାଙ୍କୁ ଟଙ୍କା ସହ କାବୁ କରିଛି।

ଆହୁରି ପଢ଼ନ୍ତୁ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ୭୯ତମ ପଣାଯାତ୍ରା ଉଦ୍‌ଘାଟିତ: ଓଡ଼ିଶାର ଦ୍ୱିତୀୟ ବାଲିଯାତ୍ରା

18 Dec 2021 By The Sakala

୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଅସରଡା ଗ୍ରାମପଞ୍ଚାୟତ ଅଧିକାରୀ

ଅନୁଗୁଳ: ଭିଜିଲାନ୍ସ ଜାଲରେ ଅସରଡା ଗ୍ରାମପଞ୍ଚାୟତ ଅଧିକାରୀ। ହିନ୍ଦୋଳ ବ୍ଲକ୍ ଅସରଡା ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ ଶଶିରେଖା ସିଂ ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ କଟକ ଓ ଅନୁଗୁଳ ଭିଜିଲାନ୍ସ ମିଳିତ ଚଢ଼ାଉ କରି ଧରିଛନ୍ତି। ବାରସିଙ୍ଗା ଗାଁର ମିଥୁନ ନାଏକ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କରିଥିବା କାମର ଫାଇନାଲ ବିଲ ୨୦ ହଜାର ଟଙ୍କା ପାଇବା ପାଇଁ ପଞ୍ଚାୟତ ଅଫିସକୁ ବାରମ୍ବାର ଦୌଡିବା ପରେ ପଞ୍ଚାୟତ ଅଧିକାରୀ ଫାଇନାଲ ବିଲ୍ କରାଇଦେବା ପାଇଂ ତାଙ୍କୁ ୮ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏଥିରେ ମିଥୁନ ରାଜି ନ ହୋଇ କଟକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଶେଷରେ ମିଥୁନ ପଞ୍ଚାୟତ ଅଧିକାରୀଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ୮ ହଜାର ଟଙ୍କା ଦେଉଥିବା ସମୟରେ ଆଗରୁ ଜଗି ରହିଥିବା କଟକ ଭିଜିଲାନ୍ସ ଟିମ୍‌ ଶଶିରେଖାଙ୍କୁ ଟଙ୍କା ସହ କାବୁ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର