ବଢୁଛି ସଂକ୍ରମିତଙ୍କ ସଂଖ୍ଯା, ରାଜ୍ଯରୁ ଆଉ ୧୭୦ କରୋନା ଆକ୍ରାନ୍ତ ଚିହ୍ନଟ

The Sakala Picture
Published On

ଭୁବନେଶ୍ବ: ବଢୁଛି କରୋନା । ରାଜ୍ଯରେ କ୍ରମାଗତା ଭାବେ କରୋନା ସଂକ୍ରମିତଙ୍କ ସଂଖ୍ଯା ବଢିବାରେ ଲାଗିଛି।  ଆଜି ରାଜ୍ଯରେ ପୁଣି ସଂକ୍ରମିତଙ୍କ ସଂଖ୍ଯା ଶହେ ପାର କରିଛି। ରାଜ୍ଯରୁ ୧୭୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ଯରୁ ୯୯ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୭୧ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଏଥିସହ ରାଜ୍ଯର ମୋଟ ଆକ୍ରାନ୍ତଙ୍କ ସଂଖ୍ଯା ୩,୩୯,୨୪୬ ରେ ପହଞ୍ଚିଛି।  ସେଥିମଧ୍ଯରୁ ୩୩୬୨୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳ […]

ଭୁବନେଶ୍ବ: ବଢୁଛି କରୋନା । ରାଜ୍ଯରେ କ୍ରମାଗତା ଭାବେ କରୋନା ସଂକ୍ରମିତଙ୍କ ସଂଖ୍ଯା ବଢିବାରେ ଲାଗିଛି।  ଆଜି ରାଜ୍ଯରେ ପୁଣି ସଂକ୍ରମିତଙ୍କ ସଂଖ୍ଯା ଶହେ ପାର କରିଛି। ରାଜ୍ଯରୁ ୧୭୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ଯରୁ ୯୯ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୭୧ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଏଥିସହ ରାଜ୍ଯର ମୋଟ ଆକ୍ରାନ୍ତଙ୍କ ସଂଖ୍ଯା ୩,୩୯,୨୪୬ ରେ ପହଞ୍ଚିଛି।  ସେଥିମଧ୍ଯରୁ ୩୩୬୨୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳ ୧୦୦୮ ଜଣ ଏବେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ଯରୁ ସର୍ବାଧିକ ନୂଆପଡ଼ା ଜିଲାରୁ ୨୭ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଦା ଓ କଟକ ଜିଲାରୁ ୨୩ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳ-୧, ବାଲେଶ୍ବର- ୭, ଭଦ୍ରକ-୧, ବରଗଡ଼- ୨, ବଲାଙ୍ଗୀର- ୫, ଦେବଗଡ଼- ୩, ଗଜପତି- ୧, ଗଞ୍ଜାମ- ୧, ଯାଜପରୁ- ୫, ଝାରସୁଗୁଡ଼ା- ୭, କଳାହାଣ୍ଡି- ୮, କେନ୍ଦ୍ରାପଡ଼ା- ୧, କେନ୍ଦୁଝର- ୨, କୋରାପୁଟ- ୨, ମୟୁରଭଞ୍ଜ- ୮, ପୁରୀ- ୪ , ରାୟଗଡ଼ା- ୨, ସମ୍ବଲପୁର- ୭, ସୋନପୁର-୧, ସୁନ୍ଦରଗଡ- ୨୨ ଓ ଷ୍ଟେଟ ପୁଲରୁ ୬ ଜଣ ଚିହ୍ନଟ ହୋଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର