ଗୁପଚୁପ ଦୋକାନ ଉପରକୁ ମାଡ଼ିଗଲା ଡମ୍ପର , ଗୁପଚୁପ ବିକାଳୀ ସହିତ ନାବାଳକର ମୃତ୍ୟୁ

The Sakala Picture
Published On

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା କାଳିମାଟି ଠାରେ ଏକ ଦୁଖଃଦ ଘଟଣା ଘଟି ଯାଇଛି । ଅପରାହ୍ନରେ ଏକ ଟ୍ରକ ଗୁପଚୁପ ଦୋକାନକୁ ଚଢିଯିବାରୁ 2 ନାବାଳକଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଗୁପଚୁପ ବିକାଳୀ ଲକ୍ଷ୍ମଣ ଭଗତ ଓ ସ୍ଥାନୀୟ ଜଣେ ୧୦ ବର୍ଷର ନାବାଳକ କିସ୍ମତ ମୁଣ୍ଡା । ସୂଚନା ଅନୁଯାୟୀ ଓ ଆର୍ ୦୯ ଏଚ -୬୦୭୩ ନମ୍ବର ବିଶିଷ୍ଟ ଡ଼ମ୍ପର ନିକଟସ୍ଥ ଏକ ଖଣିରୁ ଖଣିଜ ବୋଝେଇ […]

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା କାଳିମାଟି ଠାରେ ଏକ ଦୁଖଃଦ ଘଟଣା ଘଟି ଯାଇଛି । ଅପରାହ୍ନରେ ଏକ ଟ୍ରକ ଗୁପଚୁପ ଦୋକାନକୁ ଚଢିଯିବାରୁ 2 ନାବାଳକଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଗୁପଚୁପ ବିକାଳୀ ଲକ୍ଷ୍ମଣ ଭଗତ ଓ ସ୍ଥାନୀୟ ଜଣେ ୧୦ ବର୍ଷର ନାବାଳକ କିସ୍ମତ ମୁଣ୍ଡା । ସୂଚନା ଅନୁଯାୟୀ ଓ ଆର୍ ୦୯ ଏଚ -୬୦୭୩ ନମ୍ବର ବିଶିଷ୍ଟ ଡ଼ମ୍ପର ନିକଟସ୍ଥ ଏକ ଖଣିରୁ ଖଣିଜ ବୋଝେଇ କରି ନୟାଗଡ଼ ରେଳ ସାଇଡ଼ିଂକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟାଇଥିଲା । ଫଳରେ ଏଭଳି ଅଭାବନିୟ ଘଟଣା ଘଟିଛି।ଦୁର୍ଘଟଣା ପରେ ଘଟଣା ସ୍ଥାଳରେ ଉତ୍ତେଜନା ଦେଖାଦେଇଛି । ଉତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି । ବାମେଵାରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିଲେହେଁ ଖବର ଲେଖା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରି ରହିଛି ।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

23 Feb 2022 By The Sakala

ଗୁପଚୁପ ଦୋକାନ ଉପରକୁ ମାଡ଼ିଗଲା ଡମ୍ପର , ଗୁପଚୁପ ବିକାଳୀ ସହିତ ନାବାଳକର ମୃତ୍ୟୁ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା କାଳିମାଟି ଠାରେ ଏକ ଦୁଖଃଦ ଘଟଣା ଘଟି ଯାଇଛି । ଅପରାହ୍ନରେ ଏକ ଟ୍ରକ ଗୁପଚୁପ ଦୋକାନକୁ ଚଢିଯିବାରୁ 2 ନାବାଳକଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଗୁପଚୁପ ବିକାଳୀ ଲକ୍ଷ୍ମଣ ଭଗତ ଓ ସ୍ଥାନୀୟ ଜଣେ ୧୦ ବର୍ଷର ନାବାଳକ କିସ୍ମତ ମୁଣ୍ଡା । ସୂଚନା ଅନୁଯାୟୀ ଓ ଆର୍ ୦୯ ଏଚ -୬୦୭୩ ନମ୍ବର ବିଶିଷ୍ଟ ଡ଼ମ୍ପର ନିକଟସ୍ଥ ଏକ ଖଣିରୁ ଖଣିଜ ବୋଝେଇ କରି ନୟାଗଡ଼ ରେଳ ସାଇଡ଼ିଂକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟାଇଥିଲା । ଫଳରେ ଏଭଳି ଅଭାବନିୟ ଘଟଣା ଘଟିଛି।ଦୁର୍ଘଟଣା ପରେ ଘଟଣା ସ୍ଥାଳରେ ଉତ୍ତେଜନା ଦେଖାଦେଇଛି । ଉତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି । ବାମେଵାରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିଲେହେଁ ଖବର ଲେଖା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରି ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର