ରାଜ୍ଯ ସରକାରଙ୍କ ନୂଆ ଗାଇଡଲାଇନ୍, ବିବାହ ଉତ୍ସବରେ ଯୋଗଦେବେ ୨୦୦ ଓ ଅନ୍ତ୍ୟେଷ୍ଟି କ୍ରିୟାରେ ୫୦

The Sakala Picture
Published On

ଭୁବନେଶ୍ୱର: ରାଜ୍ଯରେ ପୁଣି କରୋନା ସଂକ୍ରମଣ ବଢ଼ୁଥିବା ବେଳେ କଟକଣା ମଧ୍ଯ ଫେରିଛି। କରୋନାକୁ ହରାଇବାକୁ ହେଲେ ଆମକୁ କୋଭିଡ ଗାଇଡ ଲାଇନକୁ ମାନିବାକୁ ପଡ଼ିବ। ଏ ନେଇ ରାଜ୍ଯସରକାର ଏକ ନୂତନ ଗାଇଡ ଲାଇନ ଜାରି କରିଛନ୍ତି।  ନୂଆ ଗାଇଡଲାଇନ୍ ଅନୁସାରେ ଏଣିକି ବିବାହ ଉତ୍ସବରେ ୫୦୦ ଜଣଙ୍କ ପରିବର୍ତ୍ତେ ୨୦୦ ଜଣ ସାମିଲ୍ ହୋଇପାରିବେ । ସେହିଭଳି ଅନ୍ତ୍ୟେଷ୍ଟି କ୍ରିୟାରେ ୫୦୦ ଜଣଙ୍କ ପରିବର୍ତ୍ତେ ୫୦ ଜଣ ସାମିଲ୍ ନେଇ ଅନୁମତି ଦିଆଯାଇଛି । ଏସବୁ […]

ଭୁବନେଶ୍ୱର: ରାଜ୍ଯରେ ପୁଣି କରୋନା ସଂକ୍ରମଣ ବଢ଼ୁଥିବା ବେଳେ କଟକଣା ମଧ୍ଯ ଫେରିଛି। କରୋନାକୁ ହରାଇବାକୁ ହେଲେ ଆମକୁ କୋଭିଡ ଗାଇଡ ଲାଇନକୁ ମାନିବାକୁ ପଡ଼ିବ। ଏ ନେଇ ରାଜ୍ଯସରକାର ଏକ ନୂତନ ଗାଇଡ ଲାଇନ ଜାରି କରିଛନ୍ତି।  ନୂଆ ଗାଇଡଲାଇନ୍ ଅନୁସାରେ ଏଣିକି ବିବାହ ଉତ୍ସବରେ ୫୦୦ ଜଣଙ୍କ ପରିବର୍ତ୍ତେ ୨୦୦ ଜଣ ସାମିଲ୍ ହୋଇପାରିବେ । ସେହିଭଳି ଅନ୍ତ୍ୟେଷ୍ଟି କ୍ରିୟାରେ ୫୦୦ ଜଣଙ୍କ ପରିବର୍ତ୍ତେ ୫୦ ଜଣ ସାମିଲ୍ ନେଇ ଅନୁମତି ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ବାହୁଡ଼ା ଯାତ୍ରା ପୂର୍ବରୁ ପୁରୀରେ ସମ୍ପନ୍ନ ହେଲା ତିନି ରଥର ଦକ୍ଷିଣ ମୋଡ଼ ନୀତି

ଏସବୁ କାର୍ଯ୍ଯକ୍ରମରେ କୋଭିଡ୍ ନିୟମ ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି । ସମେସ୍ତ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବେ।  ଥର୍ମାଲ ସ୍କାନିଂ କରାଯିବ ଏବଂ ସାନିଟାଇଜର ବ୍ୟବସ୍ଥା ରହିବ। ଏନେଇ ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ଚିଠି ଲେଖିଛନ୍ତି। ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟାରେ ନୂଆ କଟକଣା ଆସନ୍ତା ୨୬ ତାରିଖରୁ ଲାଗୁ ହେବ।

ଆହୁରି ପଢ଼ନ୍ତୁ: ମନଗଢ଼ା ମନ୍ତବ୍ୟ ଦେଇ ଫସିଗଲେ ବିଜେପି ସାଂସଦ: ଭର୍ତ୍ତୃହରି ମହତାବଙ୍କୁ ବିଜେଡି ସାଂସଦଙ୍କ କଟୁ ଭର୍ତ୍ସନା

ଏସବୁଥିରେ ଉଲ୍ଲଂଘନ କଲେ ବିପର୍ଯ୍ଯୟ ପରିଚାଳନା ଆଇନ୍-୨୦୦୫ ଓ ଅନ୍ୟ ଆଇନ୍ ଅନୁସାରେ କାର୍ଯ୍ଯାରନୁଷ୍ଠାନ ନିଆଯିବ। ପୂର୍ବଭଳି କରୋନା ନିୟମକୁ ମାନି ସାମାଜିକ, ରାଜନୀତିକ, ଖେଳ, ସାଂସ୍କୃତିକ, ଶୈକ୍ଷିକ ଏବଂ ଧାର୍ମିକ କାର୍ୟ୍ୟକ୍ରମ ସର୍ବାଧିକ ୫୦୦ ଲୋକଙ୍କୁ ନେଇ ହୋଇପାରିବ । ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ, ମଧ୍ୟପ୍ରଦେଶ ଏବଂ କେରଳ ଭଳି ରାଜ୍ୟରେ ସଂକ୍ରମଣ ବଢ଼ୁଥିବା ବେଳେ ରାଜ୍ୟ ସରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି।

ଆହୁରି ପଢ଼ନ୍ତୁ: ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଅଭିମୁଖେ ହଜାର ହଜାର ଭକ୍ତ: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ପ୍ରବଳ ଟ୍ରାଫିକ୍ ଜାମ୍

23 Mar 2021 By The Sakala

ରାଜ୍ଯ ସରକାରଙ୍କ ନୂଆ ଗାଇଡଲାଇନ୍, ବିବାହ ଉତ୍ସବରେ ଯୋଗଦେବେ ୨୦୦ ଓ ଅନ୍ତ୍ୟେଷ୍ଟି କ୍ରିୟାରେ ୫୦

ଭୁବନେଶ୍ୱର: ରାଜ୍ଯରେ ପୁଣି କରୋନା ସଂକ୍ରମଣ ବଢ଼ୁଥିବା ବେଳେ କଟକଣା ମଧ୍ଯ ଫେରିଛି। କରୋନାକୁ ହରାଇବାକୁ ହେଲେ ଆମକୁ କୋଭିଡ ଗାଇଡ ଲାଇନକୁ ମାନିବାକୁ ପଡ଼ିବ। ଏ ନେଇ ରାଜ୍ଯସରକାର ଏକ ନୂତନ ଗାଇଡ ଲାଇନ ଜାରି କରିଛନ୍ତି।  ନୂଆ ଗାଇଡଲାଇନ୍ ଅନୁସାରେ ଏଣିକି ବିବାହ ଉତ୍ସବରେ ୫୦୦ ଜଣଙ୍କ ପରିବର୍ତ୍ତେ ୨୦୦ ଜଣ ସାମିଲ୍ ହୋଇପାରିବେ । ସେହିଭଳି ଅନ୍ତ୍ୟେଷ୍ଟି କ୍ରିୟାରେ ୫୦୦ ଜଣଙ୍କ ପରିବର୍ତ୍ତେ ୫୦ ଜଣ ସାମିଲ୍ ନେଇ ଅନୁମତି ଦିଆଯାଇଛି ।

ଏସବୁ କାର୍ଯ୍ଯକ୍ରମରେ କୋଭିଡ୍ ନିୟମ ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି । ସମେସ୍ତ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବେ।  ଥର୍ମାଲ ସ୍କାନିଂ କରାଯିବ ଏବଂ ସାନିଟାଇଜର ବ୍ୟବସ୍ଥା ରହିବ। ଏନେଇ ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ଚିଠି ଲେଖିଛନ୍ତି। ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟାରେ ନୂଆ କଟକଣା ଆସନ୍ତା ୨୬ ତାରିଖରୁ ଲାଗୁ ହେବ।

ଏସବୁଥିରେ ଉଲ୍ଲଂଘନ କଲେ ବିପର୍ଯ୍ଯୟ ପରିଚାଳନା ଆଇନ୍-୨୦୦୫ ଓ ଅନ୍ୟ ଆଇନ୍ ଅନୁସାରେ କାର୍ଯ୍ଯାରନୁଷ୍ଠାନ ନିଆଯିବ। ପୂର୍ବଭଳି କରୋନା ନିୟମକୁ ମାନି ସାମାଜିକ, ରାଜନୀତିକ, ଖେଳ, ସାଂସ୍କୃତିକ, ଶୈକ୍ଷିକ ଏବଂ ଧାର୍ମିକ କାର୍ୟ୍ୟକ୍ରମ ସର୍ବାଧିକ ୫୦୦ ଲୋକଙ୍କୁ ନେଇ ହୋଇପାରିବ । ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ, ମଧ୍ୟପ୍ରଦେଶ ଏବଂ କେରଳ ଭଳି ରାଜ୍ୟରେ ସଂକ୍ରମଣ ବଢ଼ୁଥିବା ବେଳେ ରାଜ୍ୟ ସରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର