ଆଜି ପବିତ୍ର ମାଘ ସପ୍ତମୀ, କୋଭିଡ କଟକଣା ମଧ୍ୟରେ ବିନା ଶ୍ରଦ୍ଧାଳୁରେ ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ ଶେଷ

The Sakala Picture
Published On

କୋଣାର୍କ: ଆଜି ପବିତ୍ର ମାଘ ସପ୍ତମୀ । କୋଣାର୍କ ଚନ୍ଦ୍ରଭାଗାରେ କୋଭିଡ କଟକଣା ମଧ୍ୟରେ ବିନା ଶ୍ରଦ୍ଧାଳୁରେ ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ ଶେଷ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ରବିବାର ଅପରାହ୍ନ ୪ଟାରୁ ଆଜି ଦିନ ୧୧ଟା ପର୍ଯ୍ଯନ୍ତ ୧୪୪ ଧାରା ଜାରି କରାଯାଇଛି । ମାଘ ମାସ ଶୁକ୍ଲପକ୍ଷ ସପ୍ତମୀ ତିଥିରେ ସୂର୍ଯ୍ଯ ଭଗବାନଙ୍କ ଜନ୍ମଦିନରେ ଅର୍କକ୍ଷେତ୍ର ଶୂନଶାନ । କଡା ସୁରକ୍ଷା ମଧ୍ୟରେ ତିନି ଠାକୁର ମହାପ୍ରଭୁ ତ୍ରିବେଣୀଶ୍ଵର, ଐଶାନେଶ୍ବର, ଦକ୍ଷିଣେଶ୍ବର ମହାଦେବ […]

କୋଣାର୍କ: ଆଜି ପବିତ୍ର ମାଘ ସପ୍ତମୀ । କୋଣାର୍କ ଚନ୍ଦ୍ରଭାଗାରେ କୋଭିଡ କଟକଣା ମଧ୍ୟରେ ବିନା ଶ୍ରଦ୍ଧାଳୁରେ ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ ଶେଷ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ରବିବାର ଅପରାହ୍ନ ୪ଟାରୁ ଆଜି ଦିନ ୧୧ଟା ପର୍ଯ୍ଯନ୍ତ ୧୪୪ ଧାରା ଜାରି କରାଯାଇଛି । ମାଘ ମାସ ଶୁକ୍ଲପକ୍ଷ ସପ୍ତମୀ ତିଥିରେ ସୂର୍ଯ୍ଯ ଭଗବାନଙ୍କ ଜନ୍ମଦିନରେ ଅର୍କକ୍ଷେତ୍ର ଶୂନଶାନ । କଡା ସୁରକ୍ଷା ମଧ୍ୟରେ ତିନି ଠାକୁର ମହାପ୍ରଭୁ ତ୍ରିବେଣୀଶ୍ଵର, ଐଶାନେଶ୍ବର, ଦକ୍ଷିଣେଶ୍ବର ମହାଦେବ ପାରମ୍ପରିକ ଶୋଭାଯାତ୍ରାରେ ଆସି ଚନ୍ଦ୍ରଭାଗା ତୀର୍ଥ ପୁଜା ମଣ୍ଡପରେ ପହଞ୍ଚିଥିଲେ । ପରେ ଭୋର ୪ଟା ୨୦ରେ ମହାପ୍ରଭୁଙ୍କ ନୀତିକାନ୍ତି ଓ ମହାସ୍ନାନ ଅନୁଷ୍ଠିତ ହୋଇଥିଲା । ସାଧୁ ,ସନ୍ଥ ,ସେବକମାନେ ବୁଡ଼ ପକାଇଥିଲେ ।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ସେହିପରି ଆଜିଠୁ ଆରମ୍ଭ ହେଉଛି ଖଣ୍ଡଗିରି ମେଳା । କୋଭିଡ କଟକଣା ପାଇଁ ଚଳିତ ବର୍ଷ ବି ଫିକା ପଡ଼ିଛି ମେଳା । କେବଳ ମନ୍ଦିର ଭିତରେ ନୀତିକାନ୍ତି ପାଳନ କରାଯିବ । ଭକ୍ତଙ୍କ ପାଇଁ ମେଳା ବାରଣ ଥିବା ବେଳେ କୌଣସି ପ୍ରକାର ଦୋକାନ ପତ୍ର ଖୋଲିବ ନାହିଁ । ଏହାସହ ଅପେରା ମଧ୍ୟ ବନ୍ଦ କରାଯାଇଛି । ମନ୍ଦିର ଭିତରେ ନୀତିକାନ୍ତି ପାଳନ ସହିତ ଖଣ୍ଡଗିରି ମାଘ ସପ୍ତମୀ ମେଳା ଅନୁଷ୍ଠିତ ହେଉଛି । ଗତକାଲିଠୁ ବିଭିନ୍ନ ରାଜ୍ୟରୁ ବାବାମାନେ ଆସି ପହଞ୍ଚିଛନ୍ତି । ଚଳିତ ବର୍ଷ ଖଣ୍ଡଗିରି ମୋଟ ୧୦୦ ଜଣ ବାବା ଆସିବେ । ତେବେ ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ସମସ୍ତ ବନ୍ଦବୋସ୍ତ କରାଯାଇଛି ।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

07 Feb 2022 By The Sakala

ଆଜି ପବିତ୍ର ମାଘ ସପ୍ତମୀ, କୋଭିଡ କଟକଣା ମଧ୍ୟରେ ବିନା ଶ୍ରଦ୍ଧାଳୁରେ ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ ଶେଷ

କୋଣାର୍କ: ଆଜି ପବିତ୍ର ମାଘ ସପ୍ତମୀ । କୋଣାର୍କ ଚନ୍ଦ୍ରଭାଗାରେ କୋଭିଡ କଟକଣା ମଧ୍ୟରେ ବିନା ଶ୍ରଦ୍ଧାଳୁରେ ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ ଶେଷ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ରବିବାର ଅପରାହ୍ନ ୪ଟାରୁ ଆଜି ଦିନ ୧୧ଟା ପର୍ଯ୍ଯନ୍ତ ୧୪୪ ଧାରା ଜାରି କରାଯାଇଛି । ମାଘ ମାସ ଶୁକ୍ଲପକ୍ଷ ସପ୍ତମୀ ତିଥିରେ ସୂର୍ଯ୍ଯ ଭଗବାନଙ୍କ ଜନ୍ମଦିନରେ ଅର୍କକ୍ଷେତ୍ର ଶୂନଶାନ । କଡା ସୁରକ୍ଷା ମଧ୍ୟରେ ତିନି ଠାକୁର ମହାପ୍ରଭୁ ତ୍ରିବେଣୀଶ୍ଵର, ଐଶାନେଶ୍ବର, ଦକ୍ଷିଣେଶ୍ବର ମହାଦେବ ପାରମ୍ପରିକ ଶୋଭାଯାତ୍ରାରେ ଆସି ଚନ୍ଦ୍ରଭାଗା ତୀର୍ଥ ପୁଜା ମଣ୍ଡପରେ ପହଞ୍ଚିଥିଲେ । ପରେ ଭୋର ୪ଟା ୨୦ରେ ମହାପ୍ରଭୁଙ୍କ ନୀତିକାନ୍ତି ଓ ମହାସ୍ନାନ ଅନୁଷ୍ଠିତ ହୋଇଥିଲା । ସାଧୁ ,ସନ୍ଥ ,ସେବକମାନେ ବୁଡ଼ ପକାଇଥିଲେ ।

ସେହିପରି ଆଜିଠୁ ଆରମ୍ଭ ହେଉଛି ଖଣ୍ଡଗିରି ମେଳା । କୋଭିଡ କଟକଣା ପାଇଁ ଚଳିତ ବର୍ଷ ବି ଫିକା ପଡ଼ିଛି ମେଳା । କେବଳ ମନ୍ଦିର ଭିତରେ ନୀତିକାନ୍ତି ପାଳନ କରାଯିବ । ଭକ୍ତଙ୍କ ପାଇଁ ମେଳା ବାରଣ ଥିବା ବେଳେ କୌଣସି ପ୍ରକାର ଦୋକାନ ପତ୍ର ଖୋଲିବ ନାହିଁ । ଏହାସହ ଅପେରା ମଧ୍ୟ ବନ୍ଦ କରାଯାଇଛି । ମନ୍ଦିର ଭିତରେ ନୀତିକାନ୍ତି ପାଳନ ସହିତ ଖଣ୍ଡଗିରି ମାଘ ସପ୍ତମୀ ମେଳା ଅନୁଷ୍ଠିତ ହେଉଛି । ଗତକାଲିଠୁ ବିଭିନ୍ନ ରାଜ୍ୟରୁ ବାବାମାନେ ଆସି ପହଞ୍ଚିଛନ୍ତି । ଚଳିତ ବର୍ଷ ଖଣ୍ଡଗିରି ମୋଟ ୧୦୦ ଜଣ ବାବା ଆସିବେ । ତେବେ ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ସମସ୍ତ ବନ୍ଦବୋସ୍ତ କରାଯାଇଛି ।

https://www.thesakala.in/latest-odisha-news/holy-magha-saptami-in-konark/article-9050
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର