ବୀରମହାରାଜପୁର ସୁବଳୟାରେ ଭିଜିଲାନ୍ସ ଚଢାଉ; ତହସିଲ ସୁପରଭାଇଜର ଓ ଅବସରପ୍ରାପ୍ତ ଆରଆଇ ଗିରଫ

The Sakala Picture
Published On

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ସୁବଳୟାରେ ଭିଜିଲାନ୍ସ ଚଢାଉରେ ବୀରମହାରାଜପୁର ତହସିଲ ସୁପରଭାଇଜର ଓ ସୁବଳୟା ଅବସରପ୍ରାପ୍ତ ଆର.ଆଇ ଗିରଫ ହୋଇଛନ୍ତି । ବୀରମହାରାଜପୁର ତହସିଲ ରେଭିନ୍ୟୁ ସୁପରଭାଇଜର ନବେନ୍ଦ୍ର ମହାକୁର ସୋନପୁର ଭିଜିଲାନ୍ସ  ଦ୍ବାରା ଗିରଫ ହୋଇଛନ୍ତି। ହାଇଟେକ ସେଟଲମେଣ୍ଟରେ ମାଁ ନାଁରେ ଥିବା ଜମିକୁ ପୁଅ ଥବିର ମେହରେଙ୍କ ନାମରେ କରିବା ପାଇଁ ଦଶ ହଜାର ଟଙ୍କା ଦାବି କରିଥିଲେ ଓ ଏଥିରେ ଜଣେ ଅବସରପ୍ରାପ୍ତ ଆର ଆଇ ବାବାଜି ଚରଣ ସାହୁଙ୍କୁ […]

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ସୁବଳୟାରେ ଭିଜିଲାନ୍ସ ଚଢାଉରେ ବୀରମହାରାଜପୁର ତହସିଲ ସୁପରଭାଇଜର ଓ ସୁବଳୟା ଅବସରପ୍ରାପ୍ତ ଆର.ଆଇ ଗିରଫ ହୋଇଛନ୍ତି । ବୀରମହାରାଜପୁର ତହସିଲ ରେଭିନ୍ୟୁ ସୁପରଭାଇଜର ନବେନ୍ଦ୍ର ମହାକୁର ସୋନପୁର ଭିଜିଲାନ୍ସ  ଦ୍ବାରା ଗିରଫ ହୋଇଛନ୍ତି। ହାଇଟେକ ସେଟଲମେଣ୍ଟରେ ମାଁ ନାଁରେ ଥିବା ଜମିକୁ ପୁଅ ଥବିର ମେହରେଙ୍କ ନାମରେ କରିବା ପାଇଁ ଦଶ ହଜାର ଟଙ୍କା ଦାବି କରିଥିଲେ ଓ ଏଥିରେ ଜଣେ ଅବସରପ୍ରାପ୍ତ ଆର ଆଇ ବାବାଜି ଚରଣ ସାହୁଙ୍କୁ ଟଙ୍କା ନେଣଦେଣରେ ମାଧ୍ୟମ କରିଥିଲେ। ଫଳରେ ସୁବର୍ଣ୍ଣପୁର ଭିଜିଲାନ୍ସର ଏକ ଦଳ ବାବାଜୀ ଚରଣ ସାହୁଙ୍କ ଠାରୁ ଦଶ ହଜାର ଟଙ୍କା ଜବତ କରି ପଚରା ଉଚୁରା କରିବା ପରେ ମୁଖ୍ୟ ଅଭିଯୁକ୍ତ ନବେନ୍ଦ୍ର ବୋଲି ଜାଣି ତାଙ୍କୁ ଗିରଫ କରିଛନ୍ତି ଓ ନବେନ୍ଦ୍ରଙ୍କୁ ଗିରଫ କରି ସୁବର୍ଣ୍ଣପୁରନଭିଜିଲାନ୍ସ କାର୍ଯ୍ଯାଳୟରେ ରଖି ଅଧିକ ପଚରା ଉଚୁରା ଜାରି ରଖିଛି ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

19 Feb 2021 By The Sakala

ବୀରମହାରାଜପୁର ସୁବଳୟାରେ ଭିଜିଲାନ୍ସ ଚଢାଉ; ତହସିଲ ସୁପରଭାଇଜର ଓ ଅବସରପ୍ରାପ୍ତ ଆରଆଇ ଗିରଫ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ସୁବଳୟାରେ ଭିଜିଲାନ୍ସ ଚଢାଉରେ ବୀରମହାରାଜପୁର ତହସିଲ ସୁପରଭାଇଜର ଓ ସୁବଳୟା ଅବସରପ୍ରାପ୍ତ ଆର.ଆଇ ଗିରଫ ହୋଇଛନ୍ତି । ବୀରମହାରାଜପୁର ତହସିଲ ରେଭିନ୍ୟୁ ସୁପରଭାଇଜର ନବେନ୍ଦ୍ର ମହାକୁର ସୋନପୁର ଭିଜିଲାନ୍ସ  ଦ୍ବାରା ଗିରଫ ହୋଇଛନ୍ତି। ହାଇଟେକ ସେଟଲମେଣ୍ଟରେ ମାଁ ନାଁରେ ଥିବା ଜମିକୁ ପୁଅ ଥବିର ମେହରେଙ୍କ ନାମରେ କରିବା ପାଇଁ ଦଶ ହଜାର ଟଙ୍କା ଦାବି କରିଥିଲେ ଓ ଏଥିରେ ଜଣେ ଅବସରପ୍ରାପ୍ତ ଆର ଆଇ ବାବାଜି ଚରଣ ସାହୁଙ୍କୁ ଟଙ୍କା ନେଣଦେଣରେ ମାଧ୍ୟମ କରିଥିଲେ। ଫଳରେ ସୁବର୍ଣ୍ଣପୁର ଭିଜିଲାନ୍ସର ଏକ ଦଳ ବାବାଜୀ ଚରଣ ସାହୁଙ୍କ ଠାରୁ ଦଶ ହଜାର ଟଙ୍କା ଜବତ କରି ପଚରା ଉଚୁରା କରିବା ପରେ ମୁଖ୍ୟ ଅଭିଯୁକ୍ତ ନବେନ୍ଦ୍ର ବୋଲି ଜାଣି ତାଙ୍କୁ ଗିରଫ କରିଛନ୍ତି ଓ ନବେନ୍ଦ୍ରଙ୍କୁ ଗିରଫ କରି ସୁବର୍ଣ୍ଣପୁରନଭିଜିଲାନ୍ସ କାର୍ଯ୍ଯାଳୟରେ ରଖି ଅଧିକ ପଚରା ଉଚୁରା ଜାରି ରଖିଛି ।

https://www.thesakala.in/latest-odisha-news/vigilace-raid/article-83
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର