ପଶ୍ଚିମବଙ୍ଗରୁ କୁଖ୍ୟାତ ଆନ୍ତଃରାଜ୍ୟ ଡ୍ରଗ୍ସ ମାଫିଆ ଏସକେ. ଲାଲୁ ଗିରଫ

The Sakala Picture
Published On

ଭୁବନେଶ୍ୱର: ଗିରଫ ହେଲା କୁଖ୍ୟାତ ଅନ୍ତଃରାଜ୍ୟ ଡ୍ରଗ୍ସ ମାଫିଆ ଏସକେ. ଲାଲୁ । ଡ୍ରଗ୍ସ ମାଫିଆ ଏସକେ. ଲାଲୁକୁ ପଶ୍ଚିମବଙ୍ଗରୁ ଗିରଫ କରିଛି ଓଡ଼ିଶା STF ଟିମ । ପଶ୍ଚିମବଙ୍ଗ ପୋଲିସ ସହାୟତାରେ ଲଗାତାର ୨ ଦିନ ରେଡ୍ ପରେ ଏସଟିଏଫ୍ ହାତରେ ଧରାପଡ଼ିଛି ଏସକେ. ଲାଲୁ । ପଶ୍ଚିମବଙ୍ଗର ପଲାସିପାରା ଥାନା ବରନାଳଡାହାରୁ ଏସକେ. ଲାଲୁକୁ ଗିରଫ କରାଯାଇଛି । ପଶ୍ଚିମବଙ୍ଗ ପୋଲିସ ସହାୟତାରେ ୭ ଓ ୮ ତାରିଖରେ ପଲସିପରା ଥାନାର ବରନାଲଦହାରେ ରେଡ […]

ଭୁବନେଶ୍ୱର: ଗିରଫ ହେଲା କୁଖ୍ୟାତ ଅନ୍ତଃରାଜ୍ୟ ଡ୍ରଗ୍ସ ମାଫିଆ ଏସକେ. ଲାଲୁ । ଡ୍ରଗ୍ସ ମାଫିଆ ଏସକେ. ଲାଲୁକୁ ପଶ୍ଚିମବଙ୍ଗରୁ ଗିରଫ କରିଛି ଓଡ଼ିଶା STF ଟିମ । ପଶ୍ଚିମବଙ୍ଗ ପୋଲିସ ସହାୟତାରେ ଲଗାତାର ୨ ଦିନ ରେଡ୍ ପରେ ଏସଟିଏଫ୍ ହାତରେ ଧରାପଡ଼ିଛି ଏସକେ. ଲାଲୁ । ପଶ୍ଚିମବଙ୍ଗର ପଲାସିପାରା ଥାନା ବରନାଳଡାହାରୁ ଏସକେ. ଲାଲୁକୁ ଗିରଫ କରାଯାଇଛି ।
ପଶ୍ଚିମବଙ୍ଗ ପୋଲିସ ସହାୟତାରେ ୭ ଓ ୮ ତାରିଖରେ ପଲସିପରା ଥାନାର ବରନାଲଦହାରେ ରେଡ ମାରିଥିଲା STF ।

ଗିରଫ ପରେ ଏସକେ. ଲାଲୁକୁ ୫ ଦିନିଆ ଟାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଆଣିଛି ଏସଟିଏଫ୍ । ଗତ ଅକ୍ଟୋବର ୨୦ ତାରିଖରେ ଏସଟିଏଫ୍ ସଫିକୁଲ ଏସକେକୁ ଗିରଫ କରିଥିଲା । ତା’ଠାରୁ ୧ କେଜି ୪୩ ଗ୍ରାମ୍ ବ୍ରାଉନସଗୁର ଜବତ କରାଯାଇଥିଲା । ଜେରା ବେଳେ ସଫିକୁଲ ମାନିଥିଲା ସେ ଏସେକେ. ଲାଲୁଠାରୁ ବ୍ରାଉନସୁଗର ଆଣୁଛି ।

ଆହୁରି ପଢ଼ନ୍ତୁ: ହୀରାକୁଦରେ ବଢୁଛି ଜଳସ୍ତର, ମୋଟ ୧୦ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ଏହାପରେ ଏସକେ.ଲାଲୁକୁ ଧରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ଏସଟିଏଫ୍ । ପଶ୍ଚିମବଙ୍ଗ ପୋଲିସ ସହାୟତାରେ ରେଡ୍ ପରେ ଏସକେ.ଲାଲୁ ଧରାପଡ଼ିଛି । ଗିରଫ ପରେ ଏସକେ.ଲାଲୁକୁ ଏସଟିଏଫ୍ ସ୍ଥାନୀୟ ସିଜେଏମ୍ କୋର୍ଟରେ ହାଜର କରି ୫ ଦିନିଆ ଟାଞ୍ଜିଟରେ ରିମାଣ୍ଡରେ ଆଣିଛି ।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅପାରଗତା ଯୋଗୁଁ ସଂକଟରେ ସ୍କୁଲ ଶିକ୍ଷା : ବିଜେଡି

09 Jan 2022 By The Sakala

ପଶ୍ଚିମବଙ୍ଗରୁ କୁଖ୍ୟାତ ଆନ୍ତଃରାଜ୍ୟ ଡ୍ରଗ୍ସ ମାଫିଆ ଏସକେ. ଲାଲୁ ଗିରଫ

ଭୁବନେଶ୍ୱର: ଗିରଫ ହେଲା କୁଖ୍ୟାତ ଅନ୍ତଃରାଜ୍ୟ ଡ୍ରଗ୍ସ ମାଫିଆ ଏସକେ. ଲାଲୁ । ଡ୍ରଗ୍ସ ମାଫିଆ ଏସକେ. ଲାଲୁକୁ ପଶ୍ଚିମବଙ୍ଗରୁ ଗିରଫ କରିଛି ଓଡ଼ିଶା STF ଟିମ । ପଶ୍ଚିମବଙ୍ଗ ପୋଲିସ ସହାୟତାରେ ଲଗାତାର ୨ ଦିନ ରେଡ୍ ପରେ ଏସଟିଏଫ୍ ହାତରେ ଧରାପଡ଼ିଛି ଏସକେ. ଲାଲୁ । ପଶ୍ଚିମବଙ୍ଗର ପଲାସିପାରା ଥାନା ବରନାଳଡାହାରୁ ଏସକେ. ଲାଲୁକୁ ଗିରଫ କରାଯାଇଛି ।
ପଶ୍ଚିମବଙ୍ଗ ପୋଲିସ ସହାୟତାରେ ୭ ଓ ୮ ତାରିଖରେ ପଲସିପରା ଥାନାର ବରନାଲଦହାରେ ରେଡ ମାରିଥିଲା STF ।

ଗିରଫ ପରେ ଏସକେ. ଲାଲୁକୁ ୫ ଦିନିଆ ଟାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଆଣିଛି ଏସଟିଏଫ୍ । ଗତ ଅକ୍ଟୋବର ୨୦ ତାରିଖରେ ଏସଟିଏଫ୍ ସଫିକୁଲ ଏସକେକୁ ଗିରଫ କରିଥିଲା । ତା’ଠାରୁ ୧ କେଜି ୪୩ ଗ୍ରାମ୍ ବ୍ରାଉନସଗୁର ଜବତ କରାଯାଇଥିଲା । ଜେରା ବେଳେ ସଫିକୁଲ ମାନିଥିଲା ସେ ଏସେକେ. ଲାଲୁଠାରୁ ବ୍ରାଉନସୁଗର ଆଣୁଛି ।

ଏହାପରେ ଏସକେ.ଲାଲୁକୁ ଧରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ଏସଟିଏଫ୍ । ପଶ୍ଚିମବଙ୍ଗ ପୋଲିସ ସହାୟତାରେ ରେଡ୍ ପରେ ଏସକେ.ଲାଲୁ ଧରାପଡ଼ିଛି । ଗିରଫ ପରେ ଏସକେ.ଲାଲୁକୁ ଏସଟିଏଫ୍ ସ୍ଥାନୀୟ ସିଜେଏମ୍ କୋର୍ଟରେ ହାଜର କରି ୫ ଦିନିଆ ଟାଞ୍ଜିଟରେ ରିମାଣ୍ଡରେ ଆଣିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର