ଜାନୁଆରୀ ୬ରୁ ବିଇଡି ସ୍ପଟ୍ ନାମ ଲେଖା

The Sakala Picture
Published On

ଭୁବନେଶ୍ବର : ଜାନୁଆରୀ ୬ରୁ ରାଜ୍ୟର ବିଭିନ୍ନ ବିଇଡି କଲେଜର ଖାଲିଥିବା ସିଟ୍‌ଗୁଡ଼ିକରେ ସ୍ପଟ୍ ନାମଲେଖା ହେବ | ସ୍ପଟ୍ ନାମଲେଖା ୬ରୁ ଆରମ୍ଭ ହୋଇ ୧୨ ତାରିଖ ମଧ୍ୟରେ ସରିବ। ତେବେ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କ ଆବେଦନ ପୂର୍ବରୁ କଲେଜଗୁଡ଼ିକ ସାମ୍ ପୋର୍ଟାଲରେ ବିଭାଗ ଅନୁଯାୟୀ ଖାଲି ଥିବା ସିଟ୍, କଟଅଫ୍ ମାର୍କ ଆଦି ସମସ୍ତ ତଥ୍ୟ ଅପଲୋଡ କରିବେ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଇଡି ଓ ସ୍ଵୟଂଶାସିତ କଲେଜଗୁଡ଼ିକୁ ଏନେଇ ଅବଗତ କରାଯାଇଛି। […]

ଭୁବନେଶ୍ବର : ଜାନୁଆରୀ ୬ରୁ ରାଜ୍ୟର ବିଭିନ୍ନ ବିଇଡି କଲେଜର ଖାଲିଥିବା ସିଟ୍‌ଗୁଡ଼ିକରେ ସ୍ପଟ୍ ନାମଲେଖା ହେବ | ସ୍ପଟ୍ ନାମଲେଖା ୬ରୁ ଆରମ୍ଭ ହୋଇ ୧୨ ତାରିଖ ମଧ୍ୟରେ ସରିବ। ତେବେ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କ ଆବେଦନ ପୂର୍ବରୁ କଲେଜଗୁଡ଼ିକ ସାମ୍ ପୋର୍ଟାଲରେ ବିଭାଗ ଅନୁଯାୟୀ ଖାଲି ଥିବା ସିଟ୍, କଟଅଫ୍ ମାର୍କ ଆଦି ସମସ୍ତ ତଥ୍ୟ ଅପଲୋଡ କରିବେ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଇଡି ଓ ସ୍ଵୟଂଶାସିତ କଲେଜଗୁଡ଼ିକୁ ଏନେଇ ଅବଗତ କରାଯାଇଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ବରରେ ପହଞ୍ଚିଲେ ସ୍ଥଳସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ

ସେହିପରି କଲେଜଗୁଡ଼ିକର ପୋର୍ଟାଲରେ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ। ସ୍ପଟ୍ ନାମଲେଖା ପାଇଁ ଆବେଦନ ପରେ ଛାତ୍ରଛାତ୍ରୀ ମେଧାତାଲିକା ଓ ନିର୍ଦ୍ଧାରିତ ତାରିଖ ଅନୁଯାୟୀ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବେ । ସେହିପରି ବିଇଡି ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସ୍ପଟ୍ ନାମଲେଖାରେ ସୁଯୋଗ ଦିଆଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ଚିଠିରେ ଉଲ୍ଲେଖ କରିଛି।

ଆହୁରି ପଢ଼ନ୍ତୁ: ବିଜୁଙ୍କୁ ଅପମାନ: କୁଆଡେ଼ ଗଲେ ‘ଲିଗାସୀ’ ନେତା ?

05 Jan 2022 By The Sakala

ଜାନୁଆରୀ ୬ରୁ ବିଇଡି ସ୍ପଟ୍ ନାମ ଲେଖା

ଭୁବନେଶ୍ବର : ଜାନୁଆରୀ ୬ରୁ ରାଜ୍ୟର ବିଭିନ୍ନ ବିଇଡି କଲେଜର ଖାଲିଥିବା ସିଟ୍‌ଗୁଡ଼ିକରେ ସ୍ପଟ୍ ନାମଲେଖା ହେବ | ସ୍ପଟ୍ ନାମଲେଖା ୬ରୁ ଆରମ୍ଭ ହୋଇ ୧୨ ତାରିଖ ମଧ୍ୟରେ ସରିବ। ତେବେ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କ ଆବେଦନ ପୂର୍ବରୁ କଲେଜଗୁଡ଼ିକ ସାମ୍ ପୋର୍ଟାଲରେ ବିଭାଗ ଅନୁଯାୟୀ ଖାଲି ଥିବା ସିଟ୍, କଟଅଫ୍ ମାର୍କ ଆଦି ସମସ୍ତ ତଥ୍ୟ ଅପଲୋଡ କରିବେ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଇଡି ଓ ସ୍ଵୟଂଶାସିତ କଲେଜଗୁଡ଼ିକୁ ଏନେଇ ଅବଗତ କରାଯାଇଛି।

ସେହିପରି କଲେଜଗୁଡ଼ିକର ପୋର୍ଟାଲରେ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ। ସ୍ପଟ୍ ନାମଲେଖା ପାଇଁ ଆବେଦନ ପରେ ଛାତ୍ରଛାତ୍ରୀ ମେଧାତାଲିକା ଓ ନିର୍ଦ୍ଧାରିତ ତାରିଖ ଅନୁଯାୟୀ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବେ । ସେହିପରି ବିଇଡି ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସ୍ପଟ୍ ନାମଲେଖାରେ ସୁଯୋଗ ଦିଆଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ଚିଠିରେ ଉଲ୍ଲେଖ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର