ମାଲକାନଗିରି ପୁଲିସକୁ ସଫଳତା: ଜବତ ହେଲା ବିପୁଳ ପରିମାଣର ଔଷଧ ସହ ବିସ୍ଫୋରକ ସାମଗ୍ରୀ

The Sakala Picture
Published On

ମାଲକାନଗିରି: ମାଲକାନଗିରି ପୋଲିସକୁ ମିଳିଛି ବଡ଼ ସଫଳତା । ଜବତ ହୋଇଛି ବିପୁଳ ପରିମାଣର ଔଷଧ ସହ ବିସ୍ଫୋରକ ସାମଗ୍ରୀ । ମାଲକାନଗିରି ଜିଲ୍ଲା ସ୍ଵାଭିମାନ ଅଞ୍ଚଳର ଜଡାଆମ୍ବ ଥାନା ଅନ୍ତର୍ଗତ ତାବେର ଓ ଅରିଙ୍ଗିପାଲ୍ଲୀ ଅଞ୍ଚଳରେ ସୁରକ୍ଷା କର୍ମୀଙ୍କ କମ୍ବିଂ ଅପରେସନ ସମୟରେ ଜବତ ହୋଇଛି ବିପୁଳ ପରିମାଣର ବିସ୍ଫୋରକ ସହ ମାଓ ସାମଗ୍ରୀ । ଆନ୍ଧ୍ର ଓଡିଶା ବର୍ଡର ସୀମାନ୍ତରେ ବିଏସ.ଏଫ, ଡି.ଭି.ଏଫ ଓ ଏସ.ଓ.ଜି ବାହିନିର ଯବାନ ମାନେ ମିଳିତ ଭାବେ କୁମ୍ବିଂ […]

ମାଲକାନଗିରି: ମାଲକାନଗିରି ପୋଲିସକୁ ମିଳିଛି ବଡ଼ ସଫଳତା । ଜବତ ହୋଇଛି ବିପୁଳ ପରିମାଣର ଔଷଧ ସହ ବିସ୍ଫୋରକ ସାମଗ୍ରୀ । ମାଲକାନଗିରି ଜିଲ୍ଲା ସ୍ଵାଭିମାନ ଅଞ୍ଚଳର ଜଡାଆମ୍ବ ଥାନା ଅନ୍ତର୍ଗତ ତାବେର ଓ ଅରିଙ୍ଗିପାଲ୍ଲୀ ଅଞ୍ଚଳରେ ସୁରକ୍ଷା କର୍ମୀଙ୍କ କମ୍ବିଂ ଅପରେସନ ସମୟରେ ଜବତ ହୋଇଛି ବିପୁଳ ପରିମାଣର ବିସ୍ଫୋରକ ସହ ମାଓ ସାମଗ୍ରୀ ।

ଆହୁରି ପଢ଼ନ୍ତୁ: ମଧ୍ୟ ପ୍ରାଚ୍ୟରେ ଫସିରହିଥିବା ଓଡ଼ିଆ ଲୋକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କଲେ ନବୀନ

ଆନ୍ଧ୍ର ଓଡିଶା ବର୍ଡର ସୀମାନ୍ତରେ ବିଏସ.ଏଫ, ଡି.ଭି.ଏଫ ଓ ଏସ.ଓ.ଜି ବାହିନିର ଯବାନ ମାନେ ମିଳିତ ଭାବେ କୁମ୍ବିଂ କରୁଥିବା ବେଳେ ଗୁଇନ୍ଦା ସୂଚନା ପାଇ ତାବେର ଓ ଅରିଙ୍ଗିପାଲ୍ଲୀ ଗ୍ରାମ ନିକଟରେ ମାଟି ତଳୁ ବିପୁଳ ପରିମାଣର ମାଓ ସାମଗ୍ରୀ ଉଦ୍ଧାର କରିଛନ୍ତି । ଯବାନ ଓ ସାଧାରଣ ଲୋକଙ୍କୁ ଟାର୍ଗେଟ କରି ନକ୍ସଲପନ୍ଥୀମାନେ ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଏଠାରେ ରଖିଥିବା ମାଲକାନଗିରି ଏସ.ଡି.ପିଓ କହିଛନ୍ତି । ଆଗାମୀ ଦିନରେ ସମ୍ପୃକ୍ତ ଅଞ୍ଛଳରେ ଅପରେସନ ଜୋରଦାର କରାଯିବ ବୋଲି ଜଣାପଡିଛି।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

31 Dec 2021 By The Sakala

ମାଲକାନଗିରି ପୁଲିସକୁ ସଫଳତା: ଜବତ ହେଲା ବିପୁଳ ପରିମାଣର ଔଷଧ ସହ ବିସ୍ଫୋରକ ସାମଗ୍ରୀ

ମାଲକାନଗିରି: ମାଲକାନଗିରି ପୋଲିସକୁ ମିଳିଛି ବଡ଼ ସଫଳତା । ଜବତ ହୋଇଛି ବିପୁଳ ପରିମାଣର ଔଷଧ ସହ ବିସ୍ଫୋରକ ସାମଗ୍ରୀ । ମାଲକାନଗିରି ଜିଲ୍ଲା ସ୍ଵାଭିମାନ ଅଞ୍ଚଳର ଜଡାଆମ୍ବ ଥାନା ଅନ୍ତର୍ଗତ ତାବେର ଓ ଅରିଙ୍ଗିପାଲ୍ଲୀ ଅଞ୍ଚଳରେ ସୁରକ୍ଷା କର୍ମୀଙ୍କ କମ୍ବିଂ ଅପରେସନ ସମୟରେ ଜବତ ହୋଇଛି ବିପୁଳ ପରିମାଣର ବିସ୍ଫୋରକ ସହ ମାଓ ସାମଗ୍ରୀ ।

ଆନ୍ଧ୍ର ଓଡିଶା ବର୍ଡର ସୀମାନ୍ତରେ ବିଏସ.ଏଫ, ଡି.ଭି.ଏଫ ଓ ଏସ.ଓ.ଜି ବାହିନିର ଯବାନ ମାନେ ମିଳିତ ଭାବେ କୁମ୍ବିଂ କରୁଥିବା ବେଳେ ଗୁଇନ୍ଦା ସୂଚନା ପାଇ ତାବେର ଓ ଅରିଙ୍ଗିପାଲ୍ଲୀ ଗ୍ରାମ ନିକଟରେ ମାଟି ତଳୁ ବିପୁଳ ପରିମାଣର ମାଓ ସାମଗ୍ରୀ ଉଦ୍ଧାର କରିଛନ୍ତି । ଯବାନ ଓ ସାଧାରଣ ଲୋକଙ୍କୁ ଟାର୍ଗେଟ କରି ନକ୍ସଲପନ୍ଥୀମାନେ ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଏଠାରେ ରଖିଥିବା ମାଲକାନଗିରି ଏସ.ଡି.ପିଓ କହିଛନ୍ତି । ଆଗାମୀ ଦିନରେ ସମ୍ପୃକ୍ତ ଅଞ୍ଛଳରେ ଅପରେସନ ଜୋରଦାର କରାଯିବ ବୋଲି ଜଣାପଡିଛି।

https://www.thesakala.in/latest-odisha-news/large-quantities-of-medicines-and-explosives-were-seized-by-malkangiri-police/article-8026
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର