ବାତ୍ୟାର ରୂପ ନେଲା ଗଭୀର ଅବପାତ, ରବିବାର ମଧ୍ୟାହ୍ନରେ ପୁରୀ ନିକଟରେ କରିବ ଲ୍ୟାଣ୍ଡଫଲ୍‌ : IMD DG

The Sakala Picture
Published On

ନୂଆଦିଲ୍ଲୀ : ପଶ୍ଟିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି। ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି । ବାତ୍ୟା ଆସନ୍ତାକାଲି ସକାଳ ସୁଦ୍ଧା ଉତ୍ତର ଆନ୍ଧ୍ର-ଓଡିଶା ଉପକୂଳରେ ପହଂଚିବ । ୫ ତାରିଖ ମଧ୍ୟାହ୍ନ ବେଳକୁ ପୁରୀ ନିକଟରେ ଉପକୂଳ ଛୁଇଁବ ବାତ୍ୟା ଜୱାଦ । ଏହି ବାତ୍ୟାର ତୀବ୍ରତା ଗୁଲାବଠାରୁ ଅଧିକ ଓ ତିତଲିରୁ କମ୍ ରହିବ ବୋଲି ଆଇଏମଡି ଡିଜି କହିଛନ୍ତି । ଆଇଏମଡି ଡିଜି […]

ନୂଆଦିଲ୍ଲୀ : ପଶ୍ଟିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି। ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି । ବାତ୍ୟା ଆସନ୍ତାକାଲି ସକାଳ ସୁଦ୍ଧା ଉତ୍ତର ଆନ୍ଧ୍ର-ଓଡିଶା ଉପକୂଳରେ ପହଂଚିବ । ୫ ତାରିଖ ମଧ୍ୟାହ୍ନ ବେଳକୁ ପୁରୀ ନିକଟରେ ଉପକୂଳ ଛୁଇଁବ ବାତ୍ୟା ଜୱାଦ । ଏହି ବାତ୍ୟାର ତୀବ୍ରତା ଗୁଲାବଠାରୁ ଅଧିକ ଓ ତିତଲିରୁ କମ୍ ରହିବ ବୋଲି ଆଇଏମଡି ଡିଜି କହିଛନ୍ତି ।

ଆହୁରି ପଢ଼ନ୍ତୁ: କୋଷ୍ଟାଲ ହାଇଓ୍ବେକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡ଼ି; 'ଏ ପ୍ରକଳ୍ପ ପର୍ଯ୍ୟଟନ ବିକାଶରେ ସହାୟକ ହେବ ନାହିଁ'

ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ୫ ତାରିଖ ମଧ୍ୟାହ୍ନରେ ଏହା ପୁରୀ ଉପକୂଳରେ ପହଞ୍ଚିବ । ଓଡ଼ିଶା ପାଇଁ ଏବେ ସବୁଠାରୁ ଅଧିକ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଓଡ଼ିଶାର ସବୁ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।

ଆହୁରି ପଢ଼ନ୍ତୁ: ବାପ-ପୁଅଙ୍କ ମିଥ୍ୟା ଅଭିଯୋଗକୁ ଖଣ୍ଡନ କଲେ ଗ୍ରାମବାସୀ: ନ୍ୟାୟ ନମିଳିଲେ ସାମୂହିକ ଆତ୍ମହତ୍ୟା ଚେତାବନୀ

୫ ତାରିଖରେ ଓଡ଼ିଶାର ଉତ୍ତର ଉପକୂଳରେ ପ୍ରବଳ ବର୍ଷା ହେବ । ଏହି ସମୟରେ ୮୦ ରୁ ୯୦ କିଲୋମିଟର ବେଗରେ ପବନ ବୋହିପାରେ । ବେଳେ ବେଳେ ପବନର ବେଗ ୧୦୦ କିଲୋମିଟର ପର୍ୟ୍ୟନ୍ତ ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ସେହିଭଳି ୩ ରୁ ୫ ତାରିଖ ସମୂଦ୍ର ଉପକୂଳ ସୁରକ୍ଷିତ ରହିବ ନାହିଁ ବୋଲି ସୂଚନା ମଧ୍ୟ ରହିଛି ।

ବାତ୍ୟା ପ୍ରଭାବରେ ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ମଧ୍ୟ ରାତ୍ରିରୁ ଓଡିଶାରେ ପବନର ବେଗ ବଢ଼ିବ । ଗଂଜାମ, କଟକ, ଖୋର୍ଦ୍ଧାରେ ପବନର ବେଗ ୬୦ରୁ ୭୦ କିମି ରହିବ । କିଛି ଜିଲ୍ଲାରେ ୧୦୦ରୁ ୨୦୦ ମିଲିମିଟର ବର୍ଷା ସମ୍ଭାବନା ରହିଛି । ପୁରୀ ଜିଲ୍ଳାର ଉପକୂଳରେ ବାତ୍ୟା ଜୱାଦ ଛୁଇଁଯିବା ସମ୍ଭାବନା ଥିବାରୁ ସଜାଗ ହୋଇଛନ୍ତି ରାଜ୍ୟ ସରକାର । ଏନେଇ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସୂଚନା ଦେଇଛନ୍ତି ।

03 Dec 2021 By The Sakala

ବାତ୍ୟାର ରୂପ ନେଲା ଗଭୀର ଅବପାତ, ରବିବାର ମଧ୍ୟାହ୍ନରେ ପୁରୀ ନିକଟରେ କରିବ ଲ୍ୟାଣ୍ଡଫଲ୍‌ : IMD DG

ନୂଆଦିଲ୍ଲୀ : ପଶ୍ଟିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି। ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି । ବାତ୍ୟା ଆସନ୍ତାକାଲି ସକାଳ ସୁଦ୍ଧା ଉତ୍ତର ଆନ୍ଧ୍ର-ଓଡିଶା ଉପକୂଳରେ ପହଂଚିବ । ୫ ତାରିଖ ମଧ୍ୟାହ୍ନ ବେଳକୁ ପୁରୀ ନିକଟରେ ଉପକୂଳ ଛୁଇଁବ ବାତ୍ୟା ଜୱାଦ । ଏହି ବାତ୍ୟାର ତୀବ୍ରତା ଗୁଲାବଠାରୁ ଅଧିକ ଓ ତିତଲିରୁ କମ୍ ରହିବ ବୋଲି ଆଇଏମଡି ଡିଜି କହିଛନ୍ତି ।

ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ୫ ତାରିଖ ମଧ୍ୟାହ୍ନରେ ଏହା ପୁରୀ ଉପକୂଳରେ ପହଞ୍ଚିବ । ଓଡ଼ିଶା ପାଇଁ ଏବେ ସବୁଠାରୁ ଅଧିକ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଓଡ଼ିଶାର ସବୁ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।

୫ ତାରିଖରେ ଓଡ଼ିଶାର ଉତ୍ତର ଉପକୂଳରେ ପ୍ରବଳ ବର୍ଷା ହେବ । ଏହି ସମୟରେ ୮୦ ରୁ ୯୦ କିଲୋମିଟର ବେଗରେ ପବନ ବୋହିପାରେ । ବେଳେ ବେଳେ ପବନର ବେଗ ୧୦୦ କିଲୋମିଟର ପର୍ୟ୍ୟନ୍ତ ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ସେହିଭଳି ୩ ରୁ ୫ ତାରିଖ ସମୂଦ୍ର ଉପକୂଳ ସୁରକ୍ଷିତ ରହିବ ନାହିଁ ବୋଲି ସୂଚନା ମଧ୍ୟ ରହିଛି ।

ବାତ୍ୟା ପ୍ରଭାବରେ ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ମଧ୍ୟ ରାତ୍ରିରୁ ଓଡିଶାରେ ପବନର ବେଗ ବଢ଼ିବ । ଗଂଜାମ, କଟକ, ଖୋର୍ଦ୍ଧାରେ ପବନର ବେଗ ୬୦ରୁ ୭୦ କିମି ରହିବ । କିଛି ଜିଲ୍ଲାରେ ୧୦୦ରୁ ୨୦୦ ମିଲିମିଟର ବର୍ଷା ସମ୍ଭାବନା ରହିଛି । ପୁରୀ ଜିଲ୍ଳାର ଉପକୂଳରେ ବାତ୍ୟା ଜୱାଦ ଛୁଇଁଯିବା ସମ୍ଭାବନା ଥିବାରୁ ସଜାଗ ହୋଇଛନ୍ତି ରାଜ୍ୟ ସରକାର । ଏନେଇ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସୂଚନା ଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର