ରାଜନୀତି ପାଇଁ ଦେଖାଇଛନ୍ତି ମନଗଢ଼ା କାହାଣୀ, ପ୍ରମାଣ ଥିଲେ କୋର୍ଟ କି ଥାନାରେ ଦାଖଲ କରନ୍ତୁ- ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

The Sakala Picture
Published On

ଭୁବନେଶ୍ୱର: ମହାଲିଙ୍ଗ ମମିତା ମେହେର ହତ୍ୟା ମାମଲାରେ ବିବୃତ୍ତି ରଖିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ମମିତାଙ୍କ ମୃତ୍ୟୁରେ ଗଭୀର ଭାବେ ଦୁଃଖିତ ଓ ମର୍ମାହତ ହୋଇଥିବା କହିଛନ୍ତି ମନ୍ତ୍ରୀ । ପରିବାର କିଭଳି ଯନ୍ତ୍ରଣାରେ ଅଛି ମୁଁ ବୁଝିପାରୁଛି । ଆଇନ୍ ଅନୁଯାୟୀ ଦୋଷୀଙ୍କୁ କଠୋର ଦଣ୍ଡ ମିଳୁ ବୋଲି ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି । ତିନିଟି ନିର୍ଦ୍ଦିୃଷ୍ଟ ଗଣମାଧ୍ୟମ ମୋର ଚରିତ୍ର ସଂହାର କରିଛନ୍ତି । ସେମାନଙ୍କ ବିରୋଧରେ ମାନହାନୀ […]

ଭୁବନେଶ୍ୱର: ମହାଲିଙ୍ଗ ମମିତା ମେହେର ହତ୍ୟା ମାମଲାରେ ବିବୃତ୍ତି ରଖିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ମମିତାଙ୍କ ମୃତ୍ୟୁରେ ଗଭୀର ଭାବେ ଦୁଃଖିତ ଓ ମର୍ମାହତ ହୋଇଥିବା କହିଛନ୍ତି ମନ୍ତ୍ରୀ । ପରିବାର କିଭଳି ଯନ୍ତ୍ରଣାରେ ଅଛି ମୁଁ ବୁଝିପାରୁଛି । ଆଇନ୍ ଅନୁଯାୟୀ ଦୋଷୀଙ୍କୁ କଠୋର ଦଣ୍ଡ ମିଳୁ ବୋଲି ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ତିନିଟି ନିର୍ଦ୍ଦିୃଷ୍ଟ ଗଣମାଧ୍ୟମ ମୋର ଚରିତ୍ର ସଂହାର କରିଛନ୍ତି । ସେମାନଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିଛି । ରାଜନୀତି ପାଇଁ ମନଗଢ଼ା କାହାଣୀ ଦେଖାଇଛନ୍ତି । ବଦନାମ୍‌ କରିବାକୁ ଅଭିଯାନ ଚଳାଇଛନ୍ତି । ମୁଁ ବିଧାୟକ ଭାବେ ଶିକ୍ଷାନୁଷ୍ଠାନକୁ ଯାଏ । ପରେ ଅପରାଧ ଘଟିଲେ ମୁଁ କେମିତି ଦାୟୀ ?

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ପ୍ରମାଣ ଥିଲେ କୋର୍ଟ କି ଥାନାରେ ଦାଖଲ କରନ୍ତୁ । ନିର୍ଦ୍ଦିଷ୍ଟ ମିଡିଆକୁ ମନ୍ତ୍ରୀ ଚ୍ୟାଲେଞ୍ଜ ଦେଇଛନ୍ତି । ଅପରାଧକୁ ବ୍ୟକ୍ତିଗତ ଏଜେଣ୍ଡା ନକରି ନୈତିକତାର ସାମ୍ବାଦିକତା କରିବାକୁ ଅନୁରୋଧ କରିଛନ୍ତି ଦିବ୍ୟଶଙ୍କର । ଲୋକଙ୍କ ସେବା ପାଇଁ ରାଜନୀତିରେ ଯୋଗ ଦେଇଛି । କଳାହାଣ୍ଡିବାସୀଙ୍କର ମୋ ଉପରେ ଗଭୀର ବିଶ୍ୱାସ ରହିଛି । ଅପରାଧ ସହିତ କୌଣସି ସମ୍ପର୍କ ନଥିବା କହିଛନ୍ତି ମନ୍ତ୍ରୀ ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

29 Oct 2021 By The Sakala

ରାଜନୀତି ପାଇଁ ଦେଖାଇଛନ୍ତି ମନଗଢ଼ା କାହାଣୀ, ପ୍ରମାଣ ଥିଲେ କୋର୍ଟ କି ଥାନାରେ ଦାଖଲ କରନ୍ତୁ- ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

ଭୁବନେଶ୍ୱର: ମହାଲିଙ୍ଗ ମମିତା ମେହେର ହତ୍ୟା ମାମଲାରେ ବିବୃତ୍ତି ରଖିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ମମିତାଙ୍କ ମୃତ୍ୟୁରେ ଗଭୀର ଭାବେ ଦୁଃଖିତ ଓ ମର୍ମାହତ ହୋଇଥିବା କହିଛନ୍ତି ମନ୍ତ୍ରୀ । ପରିବାର କିଭଳି ଯନ୍ତ୍ରଣାରେ ଅଛି ମୁଁ ବୁଝିପାରୁଛି । ଆଇନ୍ ଅନୁଯାୟୀ ଦୋଷୀଙ୍କୁ କଠୋର ଦଣ୍ଡ ମିଳୁ ବୋଲି ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ।

ତିନିଟି ନିର୍ଦ୍ଦିୃଷ୍ଟ ଗଣମାଧ୍ୟମ ମୋର ଚରିତ୍ର ସଂହାର କରିଛନ୍ତି । ସେମାନଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିଛି । ରାଜନୀତି ପାଇଁ ମନଗଢ଼ା କାହାଣୀ ଦେଖାଇଛନ୍ତି । ବଦନାମ୍‌ କରିବାକୁ ଅଭିଯାନ ଚଳାଇଛନ୍ତି । ମୁଁ ବିଧାୟକ ଭାବେ ଶିକ୍ଷାନୁଷ୍ଠାନକୁ ଯାଏ । ପରେ ଅପରାଧ ଘଟିଲେ ମୁଁ କେମିତି ଦାୟୀ ?

ପ୍ରମାଣ ଥିଲେ କୋର୍ଟ କି ଥାନାରେ ଦାଖଲ କରନ୍ତୁ । ନିର୍ଦ୍ଦିଷ୍ଟ ମିଡିଆକୁ ମନ୍ତ୍ରୀ ଚ୍ୟାଲେଞ୍ଜ ଦେଇଛନ୍ତି । ଅପରାଧକୁ ବ୍ୟକ୍ତିଗତ ଏଜେଣ୍ଡା ନକରି ନୈତିକତାର ସାମ୍ବାଦିକତା କରିବାକୁ ଅନୁରୋଧ କରିଛନ୍ତି ଦିବ୍ୟଶଙ୍କର । ଲୋକଙ୍କ ସେବା ପାଇଁ ରାଜନୀତିରେ ଯୋଗ ଦେଇଛି । କଳାହାଣ୍ଡିବାସୀଙ୍କର ମୋ ଉପରେ ଗଭୀର ବିଶ୍ୱାସ ରହିଛି । ଅପରାଧ ସହିତ କୌଣସି ସମ୍ପର୍କ ନଥିବା କହିଛନ୍ତି ମନ୍ତ୍ରୀ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର