ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଓଡିଆ ପୁଅଙ୍କୁ ବଡ ଦାୟିତ୍ୱ, ଇଷ୍ଟର୍ଣ୍ଣ ଏୟାର କମାଣ୍ଡର କମ୍ପାଣ୍ଡିଂ ଇନ୍‌ ଚିଫ୍‌ ଭାବେ ନିଯୁକ୍ତ ହେଲେ ଏୟାର ମାର୍ଶାଲ ଦିଲ୍ଲୀପ କୁମାର ପଟ୍ଟନାୟକ

The Sakala Picture
Published On

ନୂଆଦିଲ୍ଲୀ: ଓଡିଶା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ଆମ ଓଡ଼ିଆ ପୁଅ ବାୟୁସେନା ଅଧିକାରୀ ଦିଲ୍ଲୀପ କୁମାର ପଟ୍ଟନାୟକ । କେନ୍ଦ୍ରୀୟ ଏୟାର କମାଣ୍ଡର ବରିଷ୍ଠ ବିମାନ କର୍ମଚାରୀ ଭାବେ କାର୍ଯ୍ୟରତ ଥିବା ଏୟାର ମାର୍ଶଲ ଦିଲ୍ଲୀପ କୁମାର ପଟ୍ଟନାୟକଙ୍କୁ ସିଲଂରେ ନୂତନ ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ଭାବେ ନିଯୁକ୍ତ କରାଯାଇଛି । ତାଙ୍କୁ ଇଷ୍ଟର୍ଣ୍ଣ ଏୟାର କମାଣ୍ଡରେ ଏୟାର ଅଫିସର କମ୍ପାଣ୍ଡିଂ ଇନ୍‌ ଚିଫ୍‌ ଭାବେ ମିଳିଛି ନିଯୁକ୍ତି । ପ୍ରଥମ ଓଡ଼ିଆ ଭାବେ […]

ନୂଆଦିଲ୍ଲୀ: ଓଡିଶା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ଆମ ଓଡ଼ିଆ ପୁଅ ବାୟୁସେନା ଅଧିକାରୀ ଦିଲ୍ଲୀପ କୁମାର ପଟ୍ଟନାୟକ । କେନ୍ଦ୍ରୀୟ ଏୟାର କମାଣ୍ଡର ବରିଷ୍ଠ ବିମାନ କର୍ମଚାରୀ ଭାବେ କାର୍ଯ୍ୟରତ ଥିବା ଏୟାର ମାର୍ଶଲ ଦିଲ୍ଲୀପ କୁମାର ପଟ୍ଟନାୟକଙ୍କୁ ସିଲଂରେ ନୂତନ ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ଭାବେ ନିଯୁକ୍ତ କରାଯାଇଛି । ତାଙ୍କୁ ଇଷ୍ଟର୍ଣ୍ଣ ଏୟାର କମାଣ୍ଡରେ ଏୟାର ଅଫିସର କମ୍ପାଣ୍ଡିଂ ଇନ୍‌ ଚିଫ୍‌ ଭାବେ ମିଳିଛି ନିଯୁକ୍ତି । ପ୍ରଥମ ଓଡ଼ିଆ ଭାବେ ଏୟାର ମାର୍ଶାଲ ଦିଲ୍ଲୀପଙ୍କୁ ଏହି ଦାୟିତ୍ବ ମିଳିଛି । ଆସନ୍ତାକାଲି ଦାୟିତ୍ୱ ଗ୍ରହଣ କରିବେ ଦିଲୀପ ପଟ୍ଟନାୟକ।

ଆହୁରି ପଢ଼ନ୍ତୁ: ଟ୍ୱିନ୍ ସିଟିରେ କଳା ଅନ୍ଧାର କରି ମାଡ଼ି ଆସିଲା କାଳବୈଶାଖୀ, କିଛି ସ୍ଥାନରେ ପବନ ସହ ଘଡ଼ଘଡ଼ି ବର୍ଷା

୧୯୯୯ ମସିହାରେ କାରିଗିଲ୍‌ ଯୁଦ୍ଧରେ ସେ ନିଜର ବୀରତ୍ୱ ପ୍ରଦର୍ଶନ କରିଥିଲେ । ତାଙ୍କର ସାହାସିକ କାର୍ଯ୍ୟ ପାଇଁ ଏ ବାୟୁସେନା ମେଡାଲ୍‌ ପ୍ରଦାନ କରାଯାଇଥିଲା । ୨୦୨୦ରେ ତାଙ୍କ ସାହସିକତା ଏବଂ ଉଲ୍ଲଖନୀୟ ସେବା ପାଇଁ ଅତି ବିଶିଷ୍ଟ ସେବା ମେଡାଲ୍‌ରେ ସମ୍ମାନିତ କରାଯାଇଥିଲା । ସେଣ୍ଟ୍ରାଲ୍‌ ଏୟାର କମାଣ୍ଡରେ ସେ ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ ।

ମିରାଜ୍‌ ୨୦୦୦, ମିଗ୍‌ ୨୧ ସହ ଅନେକ ଯୁଦ୍ଧ ବିମାନ ଚଳଇବାସେ ସେ ଦକ୍ଷତା ହାସଲ କରିଛନ୍ତି । ତାଙ୍କର ୨୫୦୦ ଘଣ୍ଟାର ଉଡାଣ ଭରିବାର ରେକର୍ଡ ରହିଛି । କାରଗିଲ୍‌ ଯୁଦ୍ଧରେ ସେ ରାତିରେ ପ୍ରଥମ ଥର ପାଇଁ ଟାଇଗର୍‌ ହିଲ୍‌ରେ ଥିବା ପାକିସ୍ତାନ ସୈନ୍ୟ ଶିବିର ଉପରେ ଲେଜର୍‌ ଗାଇଡେଡ୍‌ ମିସାଇଲ୍‌ ମାଡ କରିଥିଲେ ।

ଦିଲ୍ଲୀପଙ୍କୁ ନୂଆ ନିଯୁକ୍ତି ମିଳିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହା ଓଡ଼ିଶାର ଯୁବଗୋଷ୍ଠୀଙ୍କୁ ପ୍ରେରଣା ଯୋଗାଇବ । ଦେଶସେବା ପାଇଁ ସେନାରେ ଯୋଗ ଦେବାକୁ ସେମାନଙ୍କୁ ପ୍ରୋତ୍ସାହନ ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଓଡ଼ିଆ ପୁଅଙ୍କର ଏଭଳି କୃତିତ୍ୱ ପାଇଁ ଶୁଭେଛାର ବାର୍ତ୍ତା ଛୁଟିଛି ।

02 Oct 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର