ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର ଏସଡ଼ିଓ

The Sakala Picture
Published On

କେନ୍ଦୁଝର: ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର ଏସଡ଼ିଓ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ବିଦ୍ୟୁତ ବିଭାଗର ଏସଡ଼ିଓ ମହେଶ୍ବର ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି । ଏକାସାଙ୍ଗରେ ମହେଶ୍ୱର ସେଠୀଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଏକା ସାଙ୍ଗରେ କେନ୍ଦୁଝର ସହରରେ ତାଙ୍କର ସ୍ପଞ୍ଜ କଲୋନୀ ଘର, ଘଟଗାଁ ସ୍ଥିତ ଭାଇଙ୍କ ଘର, ରିମୂଳିରେ ଥିବା ଶ୍ୱଶୁର ଘର ଓ କେନ୍ଦୁଝର ଅଫିସରେ ଚଢ଼ାଉ […]

କେନ୍ଦୁଝର: ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର ଏସଡ଼ିଓ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ବିଦ୍ୟୁତ ବିଭାଗର ଏସଡ଼ିଓ ମହେଶ୍ବର ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି । ଏକାସାଙ୍ଗରେ ମହେଶ୍ୱର ସେଠୀଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ଏକା ସାଙ୍ଗରେ କେନ୍ଦୁଝର ସହରରେ ତାଙ୍କର ସ୍ପଞ୍ଜ କଲୋନୀ ଘର, ଘଟଗାଁ ସ୍ଥିତ ଭାଇଙ୍କ ଘର, ରିମୂଳିରେ ଥିବା ଶ୍ୱଶୁର ଘର ଓ କେନ୍ଦୁଝର ଅଫିସରେ ଚଢ଼ାଉ ଚାଲିଛି। ଚଢ଼ାଉରେ କେନ୍ଦୁଝର ଓ ବାଲେଶ୍ଵର ଭିଜିଲାନ୍ସର ବହୁ ବରିଷ୍ଠ ଅଧିକାରୀ ସାମିଲ ହୋଇଛନ୍ତି। ଏହି ଚଢ଼ାଉରେ ଭିଜିଲାନ୍ସ ବିଭାଗର ଜଣେ ଅତିରିକ୍ତ ଏସପି, ୨ଜଣ ଡ଼ିଏସପି, ୬ଇନିସ୍ପେକ୍ଟର ଓ ଅନ୍ୟାନ୍ୟ ଭିଜିଲାନ୍ସ କର୍ମଚାରୀ ସାମିଲ ହୋଇଛନ୍ତି। ଚଢ଼ାଉ ଜାରି ଥିବାରୁ କେତେ ଆୟ ବହିର୍ଭୁତ ସମ୍ପତ୍ତି ଠାବ ହୋଇଛି ତାହା ସ୍ପଷ୍ଟ ଜଣା ପଡିନି। ବର୍ତ୍ତମାନ ସୁଦ୍ଧା ୨ଟି ସ୍ଥାନରେ ବିଲ୍ଡିଂ ଏବଂ ୩ଟି ସ୍ଥାନରେ ପ୍ଲଟ ଠାବ ହୋଇଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

21 Sep 2021 By The Sakala

ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର ଏସଡ଼ିଓ

କେନ୍ଦୁଝର: ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର ଏସଡ଼ିଓ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ବିଦ୍ୟୁତ ବିଭାଗର ଏସଡ଼ିଓ ମହେଶ୍ବର ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି । ଏକାସାଙ୍ଗରେ ମହେଶ୍ୱର ସେଠୀଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

ଏକା ସାଙ୍ଗରେ କେନ୍ଦୁଝର ସହରରେ ତାଙ୍କର ସ୍ପଞ୍ଜ କଲୋନୀ ଘର, ଘଟଗାଁ ସ୍ଥିତ ଭାଇଙ୍କ ଘର, ରିମୂଳିରେ ଥିବା ଶ୍ୱଶୁର ଘର ଓ କେନ୍ଦୁଝର ଅଫିସରେ ଚଢ଼ାଉ ଚାଲିଛି। ଚଢ଼ାଉରେ କେନ୍ଦୁଝର ଓ ବାଲେଶ୍ଵର ଭିଜିଲାନ୍ସର ବହୁ ବରିଷ୍ଠ ଅଧିକାରୀ ସାମିଲ ହୋଇଛନ୍ତି। ଏହି ଚଢ଼ାଉରେ ଭିଜିଲାନ୍ସ ବିଭାଗର ଜଣେ ଅତିରିକ୍ତ ଏସପି, ୨ଜଣ ଡ଼ିଏସପି, ୬ଇନିସ୍ପେକ୍ଟର ଓ ଅନ୍ୟାନ୍ୟ ଭିଜିଲାନ୍ସ କର୍ମଚାରୀ ସାମିଲ ହୋଇଛନ୍ତି। ଚଢ଼ାଉ ଜାରି ଥିବାରୁ କେତେ ଆୟ ବହିର୍ଭୁତ ସମ୍ପତ୍ତି ଠାବ ହୋଇଛି ତାହା ସ୍ପଷ୍ଟ ଜଣା ପଡିନି। ବର୍ତ୍ତମାନ ସୁଦ୍ଧା ୨ଟି ସ୍ଥାନରେ ବିଲ୍ଡିଂ ଏବଂ ୩ଟି ସ୍ଥାନରେ ପ୍ଲଟ ଠାବ ହୋଇଥିବା ସୂଚନା ମିଳିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର