ତେଲକୋଇରେ ବୃଦ୍ଧକୁ କଚାଡି ମାରିଲା ଦନ୍ତା
ତେଲକୋଇ: କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଚଳ ଅଧିନ ଦୋବଲାପାଳ ପଞ୍ଚାୟତର ବାଂଶପାଳ ଜୁଆଙ୍ଗ ସାହିରେ ଦନ୍ତା ହାତୀ ଜଣେ ବୃଦ୍ଧକୁ କଚାଡି ମାରିଦେଇଥିବା ଜଣାପଡିଛି। ବୃଦ୍ଧ ଜଣକ ହେଲେ ମକୁରୁ ନାଏକ(୬୧)।ସୂଚନାନୁଯାୟୀ ମକୁରୁ ଆଜି ଭୋର ସକାଳୁ ଶୌଚ ପାଇଁ ଘର ନିକଟ ପଡ଼ିଆକୁ ଯାଇଥିଲେ।ଏହି ସମୟରେ କେଉଁଠି ଥିବା ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରି କଚାଡି ମାରିଥିଲା।ତେବେ ଏହି ଦନ୍ତା ତେଲକୋଇ ଅଂଚଳରେ ଘର ଭାଙ୍ଗି ଧନ ହାନୀ କରିବା ସହିତ ଜୀବନ ମଧ୍ୟ […]
ତେଲକୋଇ: କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଚଳ ଅଧିନ ଦୋବଲାପାଳ ପଞ୍ଚାୟତର ବାଂଶପାଳ ଜୁଆଙ୍ଗ ସାହିରେ ଦନ୍ତା ହାତୀ ଜଣେ ବୃଦ୍ଧକୁ କଚାଡି ମାରିଦେଇଥିବା ଜଣାପଡିଛି। ବୃଦ୍ଧ ଜଣକ ହେଲେ ମକୁରୁ ନାଏକ(୬୧)।ସୂଚନାନୁଯାୟୀ ମକୁରୁ ଆଜି ଭୋର ସକାଳୁ ଶୌଚ ପାଇଁ ଘର ନିକଟ ପଡ଼ିଆକୁ ଯାଇଥିଲେ।ଏହି ସମୟରେ କେଉଁଠି ଥିବା ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରି କଚାଡି ମାରିଥିଲା।ତେବେ ଏହି ଦନ୍ତା ତେଲକୋଇ ଅଂଚଳରେ ଘର ଭାଙ୍ଗି ଧନ ହାନୀ କରିବା ସହିତ ଜୀବନ ମଧ୍ୟ ନେଇଛି।ଏଭଳି ଅଭାବନୀୟ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି।ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି ।