ବଢିଲା ଜଗା ଦର୍ଶନ ଅବଧି, ଏଣିକି ଶନିବାର ଖୋଲା ରହିବ ଶ୍ରୀମନ୍ଦିର

The Sakala Picture
Published On

ପୁରୀ: ଏଣିକି ଶନିବାର ଖୋଲା ରହିବ ଶ୍ରୀମନ୍ଦିର। ସୋମବାର ଠାରୁ ଶନିବାର ପର୍ଯ୍ଯନ୍ତ ଶ୍ରଦ୍ଧାଳୁ ଜଗା ଦର୍ଶନ କରିପାରିବେ। ରବିବାର ସାନିଟାଇଜ ପାଇଁ  ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ । ପୂର୍ବରୁ ସକାଳ ୭ଟାରୁ ସନ୍ଧ୍ଯା ୭ଟା ଯାଏଁ ଜଗା ଦର୍ଶନ ପାଇଁ ଅନୁମତି ଥିଲା। ଏହି ସମୟ ଅବଧିରେ ସାମାନ୍ଯ କୋହଳ କରାଯାଇ ଦର୍ଶନ ବ୍ଯବସ୍ଥା ରାତି ୯ଟା ଯାଏଁ ବୃଦ୍ଧି କରାଯାଇଛି। ପୂର୍ବପରି ପ୍ରତ୍ୟେକଙ୍କୁ କୋଭିଡ଼ ନେଗେଟିଭ ରିପୋର୍ଟ କିମ୍ବା ଦୁଇଡୋଜ ଟିକା […]

ପୁରୀ: ଏଣିକି ଶନିବାର ଖୋଲା ରହିବ ଶ୍ରୀମନ୍ଦିର। ସୋମବାର ଠାରୁ ଶନିବାର ପର୍ଯ୍ଯନ୍ତ ଶ୍ରଦ୍ଧାଳୁ ଜଗା ଦର୍ଶନ କରିପାରିବେ। ରବିବାର ସାନିଟାଇଜ ପାଇଁ  ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ । ପୂର୍ବରୁ ସକାଳ ୭ଟାରୁ ସନ୍ଧ୍ଯା ୭ଟା ଯାଏଁ ଜଗା ଦର୍ଶନ ପାଇଁ ଅନୁମତି ଥିଲା। ଏହି ସମୟ ଅବଧିରେ ସାମାନ୍ଯ କୋହଳ କରାଯାଇ ଦର୍ଶନ ବ୍ଯବସ୍ଥା ରାତି ୯ଟା ଯାଏଁ ବୃଦ୍ଧି କରାଯାଇଛି।

ଆହୁରି ପଢ଼ନ୍ତୁ: କାଠଯୋଡ଼ି ନଦୀରୁ ମେଡିକାଲ ଛାତ୍ରୀ ମୃତଦେହ ଉଦ୍ଧାର ଘଟଣା: ବାରଙ୍ଗ ଥାନାରେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ଅଭିଯୋଗ

ପୂର୍ବପରି ପ୍ରତ୍ୟେକଙ୍କୁ କୋଭିଡ଼ ନେଗେଟିଭ ରିପୋର୍ଟ କିମ୍ବା ଦୁଇଡୋଜ ଟିକା ନେଇଥିବାର ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଛି। ଏଥିମଧ୍ୟରୁ ଯେ କୌଣସି ଗୋଟିଏକୁ ଦେଖାଇବାକୁ ପଡ଼ିବ। ସେହିପରି ସମସ୍ତେ କୋଭିଡ୍‌ ଗାଇଡ୍‌ଲାଇନ୍‍କୁ କଡ଼ାକଡ଼ି ପାଳନ କରିବେ। ଏଥିସହ ଶ୍ରଦ୍ଧାଳୁମାନେ ମାସ୍କ ପିନ୍ଧିବେ ଏବଂ ଦର୍ଶନ ଲାଗି ଯେଉଁ ଏସ୍‍ଓପି ଜାରି କରାଯାଇଛି ତାହାକୁ ମାନିବେ।

ଆହୁରି ପଢ଼ନ୍ତୁ: ରଥଖଳାରେ ଶୋକର ଛାୟା: ତାଳଧ୍ୱଜ ରଥ ନିର୍ମାଣକାରୀ ଭୋଇ ସେବାୟତଙ୍କ ହୃଦଘାତରେ ମୃତ୍ୟୁ

08 Sep 2021 By The Sakala

ବଢିଲା ଜଗା ଦର୍ଶନ ଅବଧି, ଏଣିକି ଶନିବାର ଖୋଲା ରହିବ ଶ୍ରୀମନ୍ଦିର

ପୁରୀ: ଏଣିକି ଶନିବାର ଖୋଲା ରହିବ ଶ୍ରୀମନ୍ଦିର। ସୋମବାର ଠାରୁ ଶନିବାର ପର୍ଯ୍ଯନ୍ତ ଶ୍ରଦ୍ଧାଳୁ ଜଗା ଦର୍ଶନ କରିପାରିବେ। ରବିବାର ସାନିଟାଇଜ ପାଇଁ  ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ । ପୂର୍ବରୁ ସକାଳ ୭ଟାରୁ ସନ୍ଧ୍ଯା ୭ଟା ଯାଏଁ ଜଗା ଦର୍ଶନ ପାଇଁ ଅନୁମତି ଥିଲା। ଏହି ସମୟ ଅବଧିରେ ସାମାନ୍ଯ କୋହଳ କରାଯାଇ ଦର୍ଶନ ବ୍ଯବସ୍ଥା ରାତି ୯ଟା ଯାଏଁ ବୃଦ୍ଧି କରାଯାଇଛି।

ପୂର୍ବପରି ପ୍ରତ୍ୟେକଙ୍କୁ କୋଭିଡ଼ ନେଗେଟିଭ ରିପୋର୍ଟ କିମ୍ବା ଦୁଇଡୋଜ ଟିକା ନେଇଥିବାର ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଛି। ଏଥିମଧ୍ୟରୁ ଯେ କୌଣସି ଗୋଟିଏକୁ ଦେଖାଇବାକୁ ପଡ଼ିବ। ସେହିପରି ସମସ୍ତେ କୋଭିଡ୍‌ ଗାଇଡ୍‌ଲାଇନ୍‍କୁ କଡ଼ାକଡ଼ି ପାଳନ କରିବେ। ଏଥିସହ ଶ୍ରଦ୍ଧାଳୁମାନେ ମାସ୍କ ପିନ୍ଧିବେ ଏବଂ ଦର୍ଶନ ଲାଗି ଯେଉଁ ଏସ୍‍ଓପି ଜାରି କରାଯାଇଛି ତାହାକୁ ମାନିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର